ଦିନେଶ ଦୀପିକାଙ୍କ ପ୍ରେମ କାହାଣୀ , ନ୍ୟାୟ ଆଶାରେ ଶାଶୁ ଘର ଆଗରେ ଦୀପିକା

ଜଣେ ଝିଅ ଆଉ କାହାକୁ ଭଲ ପାଇବା ପରେ ସହଜରେ ବିଶ୍ୱାସ କରିନିଏ । ସେ ସେହି ମଣିଷକୁ ନିଜର ସବୁକିଛି ଭାବି ନେଇଥାଏ ଆଉ ବହୁତ ବିଶ୍ୱାସ କରି ପକାଇଥାଏ । ଏହାପରେ ସେ ନିଜର ସବୁକିଛି ହରାଇବସେ । ନିଜ ଦେହ ମଧ୍ୟ ଦେବାକୁ ପଛାଏ ନାହିଁ । କିନ୍ତୁ ଶେଷରେ ତାକୁ ପ୍ରତା-ରଣା ଛଡା ଆଉ କିଛି ମିଳେ ନାହିଁ । ଆଉ କା-ନ୍ଦି କା-ନ୍ଦି ସାରା ଜୀବନ ବିତିଯାଏ । ତେବେ ଏଭଳି କିଛି କାହାଣୀ ହେଉଛି କେ ଦୀପିକାଙ୍କର ।

ଗଞ୍ଜାମ ଜିଲ୍ଲାର ଜଣେ ଯୁବତୀ ଦୀପିକା । ଗୋଟିଏ ସୋରୁମ୍ ରେ କାମ କରୁଥିଲେ ଆଉ ସେଠାରେ ତାଙ୍କର ଦେଖା ହୋଇଥିଲା ଦିନେଶଙ୍କ ସହିତ । ଉଭୟଙ୍କ ମଧ୍ୟରେ ସମ୍ପ-ର୍କ ଗଢି ଉଠିଥିଲା ଆଉ ଉଭୟେ ଲିଭଇନ ରେ ମଧ୍ୟ ରହିଥିଲେ । ଏଥିରେ ରହିବା ପରେ ଉଭୟ ଅନେକ ଥର ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଆଉ ସେଥିରୁ ଜନ୍ମ ହୋଇଥିଲା ଗୋଟିଏ ଝିଅ । ପିଲା ନ ହେବା ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା କିନ୍ତୁ ତାପରେ ସବୁକିଛି ବଦଳିଗଲା।

ତାପରେ ଦୀପିକାଙ୍କୁ ସ-ନ୍ଦେହ କରିବା ଆରମ୍ଭ କରିଥିଲେ ଦୀପକ ଆଉ କହିଥିଲେ ଏ ପିଲା କାହାର । କିନ୍ତୁ ନିଜର ସତିତ୍ୱକୁ ପ୍ରମାଣ କରିବାପାଇଁ ଡିଏନଏ ଟେଷ୍ଟ କରିବାକୁ ମଧ୍ୟ ପଛାଇ ନଥିଲେ ଦୀପିକା । ଆଉ ସତ ପ୍ରମାଣିତ କରି ଦେଇଥିଲେ । ଆଉ କହିଥିଲେ ଦିନେଶ ଏ ପିଲା ତୁମର । ବର୍ତ୍ତମାନ ସମୟରେ ଦୀପିକା ପୁରାପୁରି ଏକୁଟିଆ ହୋଇ ପଡିଛନ୍ତି । ପିଲାର ଲାଳନପାଳନ ଏକୁଟିଆ କରୁଛନ୍ତି । କାରଣ ଶାଶୁ ଘର ଲୋକ ତାଙ୍କ ସ୍ୱାମୀଙ୍କର ବିବାହ ଆଉ କେଉଁଠି କରାଇ ଦେବେ ।

ଏଭଳି ଖବର ପାଇଛନ୍ତି ଦୀପିକା । ସେଥିପାଇଁ ଦୌଡି ଯାଇଛନ୍ତି ନିଜ ଶାଶୁ ଘରକୁ । କିନ୍ତୁ ଦୀପିକାଙ୍କୁ ବୋହୁ ହିସାବରେ ଗ୍ରହଣ କରିବାକୁ କେହି ରାଜି ନାହାଁନ୍ତି । ସେଥିପାଇଁ ମହିଳା ଥା-ନାରେ ୨୦୨୧ ମସିହାରେ ଏତଲା ଦେଇଥିଲେ ଦୀପିକା । ଅନ୍ୟ ଥା-ନାରେ ମଧ୍ୟ ଏତ-ଲା ଦେଇଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି । କେବେ ଏହି ମହିଳାଙ୍କୁ ନ୍ୟା-ୟ ମିଳୁଛି ଆଉ କେବେ ସବୁକିଛି ସମାଧାନ ହେଉଛି ।

Leave a Reply

Your email address will not be published. Required fields are marked *