ଦେହରେ ୧୪ ଗୁ-ଳି ବାଜିବା ପରେ ବି ଲ-ଢ଼େଇ କରୁଥିଲେ ଯବାନ । ଆଉ ଯୁ-ଦ୍ଧ କରୁ କରୁ ହୋଇଗଲେ ସହିଦ ।

ବାସ୍ତବରେ ଭାରତୀୟ ସେନା ମାନେ ଯେତେ ନିର୍ଭୀକ ବୋଧହୁଏ ସେମିତି ନିର୍ଭିକ କେହିବି ହୋଇ ପାରିବେ ନାହିଁ । କାରଣ ନିଜ ଜୀବନକୁ ଖାତିର ନକରି ଯବାନ ମାନେ ନିଜ ଦେଶର ସୁରକ୍ଷା ପାଇଁ ଆତ-ଙ୍କବାଦୀ ମାନଙ୍କ ସହିତ ମଧ୍ୟ ଲ-ଢ଼େଇ କରନ୍ତି । ବାସ୍ତବରେ ସେମାନଙ୍କ ଜୀବନର ନିଶ୍ଚିତତା ନାହିଁ । ପରିବାର ଥାଉ ଥାଉ ଦେଶକୁ ସର୍ବ ପ୍ରଥମେ ରଖିଥାନ୍ତି ଯବାନ ମାନେ । ପ୍ରାୟତଃ ଆତ-ଙ୍କବାଦୀ ମାନଙ୍କ ସହିତ ଭାରତୀୟ ଯବାନଙ୍କ ଲ-ଢ଼େଇ ମଧ୍ୟରେ ଅନେକ ଭାରତୀୟ ଯବାନ ସହିଦ ହୋଇ ଯାଆନ୍ତି । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଦୁଃ-ଖଦ ଘ-ଟଣା ଶୁଣିବାକୁ ମିଳିଛି ।

ଯେଉଁଠି କାଶ୍ମୀରରେ ତିନି ଯବାନ ଆତ-ଙ୍କବାଦୀଙ୍କ ବିରୋ-ଧରେ ଲ-ଢ଼େଇ କରି ସହିଦ ହୋଇଛନ୍ତି । ମେଜର ଆଶିଷ ଧନଚଗ ଯାହାଙ୍କ ଦେହରେ ୧୪ ଟି ଗୁ-ଳି ବାଜିବା ସତ୍ତ୍ୱେବି ସେ ଶେଷ ନିଶ୍ୱାସ ତ୍ୟା-ଗ କରିବା ପର୍ଯ୍ୟନ୍ତ ଲ-ଢ଼େଇ କରି ଚାଳିଥିଲେ । ସୂଚନା ଅନୁଯାୟୀ କାଶ୍ମୀର ଅନନ୍ତନାଗରେ ସର୍ଚ୍ଚ ଅପରେସନ ସମୟରେ ଆତ-ଙ୍କବାଦୀ ମାନେ ଆଖିବୁଜା ଗୁ-ଳି ଚାଳନା କରିଥିଲେ ।

ଯେଉଁଥିରେ ଆଶିଷଙ୍କ ଦେହରେ ବାଜିଥିଲା ୧୪ ଟି ଗୁଳି । ତଥାପି ଆଶିଷ ଅଟକି ନଥିଲେ ଏବଂ ଦୀର୍ଘ ୧୦ ଘଣ୍ଟା ଧରି ଶ-ତ୍ରୁ ସହିତ ସଂ-ଘର୍ଷ କରି ଚାଲିଥିଲେ । ସେହି ସଂଗ୍ରାମ ମଧ୍ୟରେ ତାଙ୍କର ଖୁବ ର-କ୍ତସ୍ରା-ବ ହୋଇଥିଲା । ଯେଉଁ କାରଣରୁ ସେ ଶହୀଦ ହୋଇଥିଲେ ।ଗୁ-ଳି ବିନିମୟରେ ଜଣେ ଆତ-ଙ୍କବାଦୀର ମୃ-ତ୍ୟୁ ହୋଇଥିବା ବେଳେ ଭାରତୀୟ ସେନାର କର୍ନେଲ ମନପ୍ରୀତ ସିଂହ , ମେଜର ଆଶିଷ ଧନଚଗ କାଶ୍ମୀର ପୋଲି-ସର ଡିଏସପି ହୁମାୟୁନ ଭଟ୍ଟ ସହିଦ ହୋଇଥିଲେ ।

ଏବେ ଆହତ ହୋଇଥିବା ଆଉ ଜଣେ ଯବାନ ମଧ୍ୟ ସହିଦ ହୋଇ ଯାଇଛନ୍ତି । ଯଦି ଦେଖିବା ସେନା କମାଣ୍ଡ , ସ୍ନିଫର ଡଗ ହେଲିକ୍ୟାପ୍ଟର ଆତଙ୍କବାଦୀଙ୍କ ସ-ନ୍ଧାନ କାର୍ଯ୍ୟ ଜାରି ରଖିଛି । ଏଥିରେ ରକେଟ ଲଞ୍ଚର ମଧ୍ୟ ବ୍ୟବହାର କରାଯାଇଛି । ସେନା ଅଧିକାରୀଙ୍କ ସୂଚନା ମୁତାବକ ଆତ-ଙ୍କବାଦୀଙ୍କୁ ଚାରି କିଲୋମିଟର ପରିଧି ମଧ୍ୟରେ ଘେରା ଯାଇଛି ।

Leave a Reply

Your email address will not be published. Required fields are marked *