କଟକର ଯୁବତୀଙ୍କୁ ଆଣି କରାଉଥିଲେ ଦେହ ବ୍ୟବସାୟ । ଆଉ ଖବର ପାଇ ପହଞ୍ଚିଗଲା ପୋ-ଲିସ । ଆଉ ତାପରେ ……

ଆଜିକାଲିକା ସମୟରେ ଦେହ ବ୍ୟବସାୟ ସମ୍ବନ୍ଧୀୟ ମାମ-ଲା ହ-ତ୍ୟାକା-ଣ୍ଡ ଠାରୁ ବେଶ ଅଧିକ ହେବାରେ ଲାଗିଛି । ଲୋକେ ଶାରୀ-ରିକ ସୁଖ ପାଇଁ କିଛିବି କରିବାକୁ ପଛାଉ ନାହାଁନ୍ତି । ଆଉ ଯେଉଁ କାରଣରୁ ସମୟ ସମୟରେ ଅନେକ ଘ-ଟଣା ମଧ୍ୟ ଘଟିଯାଏ । ଏଇ ଯେମିତି ବର୍ତ୍ତମାନ ସମ୍ବଲପୁରରେ ଏକ ଘ-ଟଣା ଅନୁଯାୟୀ ଏକ ଭଡ଼ା ଘରୁ ଦୁଇ ଦେହ ବ୍ୟବସାୟୀ ଦଲାଲ ଏବଂ ଜଣେ ଯୁବତୀଙ୍କୁ ପୋ-ଲିସ ଧରିଛି ।

ଦିଯ ଦ୍ବିପ୍ରହରରେ ଦେହ ବ୍ୟବସାୟ , ପୁଣି ଦିନ ରାତି ଭଡ଼ା ଘରେ ଗରାଖ ଆସୁଥିଲେ । କିନ୍ତୁ ତାହା ବେଶୀ ସମୟ ତିଷ୍ଠି ରହିପାରି ନାହିଁ । ତେବେ ଏଭଳି ଏକ ଘ-ଟଣା ସମ୍ବଲପୁର ସହରର ସାକ୍ଷୀପଡ଼ା ଠାରେ ଦେଖିବାକୁ ମିଳିଛି ।ସମ୍ବଲପୁର ଇଦଗା ନିକଟରେ ଥିବା ଏହି ଭଡ଼ା ଘରର ଭିତର ଦୃଶ୍ୟ ।

ଭିତରେ ଦେହ ବ୍ୟବସାୟ ପାଇଁ ବେଡ଼ ଏବଂ ଗରାଖଙ୍କ ପାଇଁ ବିଭିନ୍ନ ବିଦେଶୀ ମଧ୍ୟ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ଏହାବ୍ୟତୀତ କିଛି ଆପ-ତ୍ତିଜନକ ଜିନିଷ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଧନପାଲି ଥା-ନା ଅନ୍ତର୍ଗତ ସାକ୍ଷୀପାଳ ନିକଟସ୍ଥ ଇଦଗା ଠାରେ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କୁ ଉ-ଦ୍ଧାର କରିବା ସହିତ ଦୁଇ ଜଣ ବ୍ୟକ୍ତିଙ୍କୁ ଧନପାଲି ପୋ-ଲିସ ଗି-ରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ଧନପାଲି ପୋ-ଲିସ ସାକ୍ଷୀପଡ଼ାର ଇଦଗା ନିକଟରେ ଏକ ଭଡ଼ା ଘରକୁ ଯାଞ୍ଚ ପାଇଁ ଆସିଥିଲା ।

ଯେଉଁଠି କଟକର ଜଣେ ଯୁବତୀଙ୍କୁ ପୋ-ଲିସ ଉ-ଦ୍ଧାର କରିଛି । ଏହି ଘଟ-ଣାରେ ଘର ଭଡ଼ା ନେଇଥିବା ବ୍ୟକ୍ତି ଭୂଷଣ କୁମାର ପ୍ରସାଦ ଏବଂ ଦେହ ବ୍ୟବସାୟର ଦଲାଲ ସୁରଜ ଜୟୱାଲଙ୍କୁ ଗି-ରଫ କରି ପୋ-ଲିସ କୋ-ର୍ଟ ଚା-ଲାଣ କରିଛି । ଏହି ଦୁଇ ଜଣ ବ୍ୟକ୍ତି କଟକର ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କାର୍ଯ୍ୟରେ ଲଗାଇ ଥିଲେ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଉକ୍ତ ଅଭି-ଯୁକ୍ତଙ୍କ ବିରୋ-ଧରେ କେଉଁ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *