ମୋ ସ୍ତ୍ରୀ ରାତି ୩ ଟା ରେ ନ-ଗ୍ନ ଅବସ୍ଥାରେ ଭେଣେଇ ସହ ଭିଡ଼ିଓ କଲରେ କଥା ହେଉଥିଲା, ତାକୁ ବିବାହ କରି ଭୁଲ କରିଦେଲି ଜୀବନରେ : ଦେଖନ୍ତୁ ଭିଡିଓ

ବାହାଘର ବେଳେ ସ୍ବାମୀ ସ୍ତ୍ରୀ ଦୁହେଁ ଅ-ଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ। ତେବେ ଏଭଳି କିଛି ଦେଖିବାକୁ ମିଳିଥିଲା ନବବିବାହିତା ଦମ୍ପତ୍ତିଙ୍କ ମଧ୍ୟରେ।

ରାଜଧାନୀର ଯୁବକ ଓ ତାଙ୍କ ପତ୍ନୀଙ୍କ ପରିବାର ଲୋକେ ଲିଙ୍ଗରାଜ ମନ୍ଦିର ବାହାରେ ମା-ରପି-ଟ। ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଚଳିତ ମାସ ୧୨ ତାରିଖରେ ନନ୍ଦିନୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ସେମାନଙ୍କ ବିବାହ ଦିନ ବେଳା ହୋଇଥିଲା ଯାହାକି ସରିବା ବେଳେକୁ ରାତି ହୋଇଯାଇଥିଲା। ତେବେ ଯୁବକ ଜଣକ ନିଜ ପତ୍ନୀଙ୍କ ପାଖରେ ବାଧା ଲାଗିବାରୁ ଶୋଇ ପଡ଼ିଥିଲେ। କିନ୍ତୁ ଯୁବତୀଙ୍କ ଆଖିରେ ଆସି ନଥିଲା ନିଦ।

ସ୍ତ୍ରୀ ନନ୍ଦିନୀ ପ୍ରାୟ ରାତି ୩ ଟା ସମୟରେ ନ-ଗ୍ନ ଅବସ୍ଥାରେ ନିଜ ଭିଣେଇ ଭାଇଙ୍କୁ କଲ୍ କରିଥିଲେ। ତେବେ କଥା ହେବା ସମୟରେ ଯୁବତୀଙ୍କୁ ସ୍ୱାମୀ ଦେଖି ଦେଇଥିଲେ। ଏହାପରେ ଯୁବତୀ ଜଣକ ନିଜ ସ୍ୱାମୀଙ୍କୁ ଭୁଲ ମାଗିଥିଲେ। ସେ ଆଗକୁ ଆଉ ଏଭଳି ଭୁଲ କରିବେ ନାହିଁ ବୋଲି ମଧ୍ୟ କହିଥିଲେ। ତେବେ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ କ୍ଷ-ମା କରି ଦେଇଥିଲେ। ଏହାପରେ ଦୁହେଁ ଶୋଇ ପଡ଼ିଥିଲେ।

ତେବେ ବିବାହର ଦ୍ଵିତୀୟ ଦିନରେ ଯୁବତୀ ଜଣକ ମନ୍ଦିର ଯିବା ପାଇଁ ଜିଦ ଧରି ବସିଥିଲେ। ସେ ସ୍ୱାମୀକୁ ଜଣେଇ ଥିଲେ ଯେ ବାହାଘର ପରେ ସ୍ୱାମୀଙ୍କ ସହ ମନ୍ଦିର ଯିବେ ବୋଲି ମାନ-ସିକ ରଖିଥିଲେ। ଏହାପରେ ଯୁବକ ଜଣକ ଏ ବିଷୟରେ ନିଜ ବାପା ଓ ମାଆଙ୍କ ଅନୁମତି ଲୋଡିଥିଲେ। ଅନୁମତି ମିଳିବା ପରେ ସେ ନିଜ ସ୍ତ୍ରୀକୁ ଧରି ଇସ୍କନ ମଠ ଠାରେ ପହଞ୍ଚି ଥିଲେ। କିନ୍ତୁ ସ୍ତ୍ରୀ ଗାଡିରୁ ଓହ୍ଲେଇ ନଥିଲେ ଏବଂ କହିବାକୁ ଲାଗିଲେ ଯେ ସେ ମାନ-ସିକ ଲିଙ୍ଗରାଜ ମନ୍ଦିର ଯିବା ପାଇଁ ରଖିଥିଲେ।

ତେବେ ସ୍ତ୍ରୀର କଥାରେ ରାଜି ହୋଇ ଦୁହେଁ ଆସି ଲିଙ୍ଗରାଜ ମନ୍ଦିର ପାଖରେ ପହଞ୍ଚି ଥିଲେ। ତେବେ ମନ୍ଦିର ଭିତରକୁ ଯିବା ପୂର୍ବରୁ ଯୁବକ ଜଣକ ଶଶୁର ଘରର ସମସ୍ତ ଲୋକଙ୍କୁ ଭେଟି ଥିଲେ। ଏହାପରେ ସ୍ତ୍ରୀ ସ୍ୱାମୀଙ୍କ ହାତ ଛାଡି ଦେଇ ନିଜ ପରିବାର ଲୋକଙ୍କ ପାଖକୁ ଚାଲି ଯାଇଥିଲେ। ସେମାନେ ସମସ୍ତେ ଯୁବତୀଙ୍କୁ ଘରକୁ ନେଇ ଯିବା ପାଇଁ ବସିଥିଲେ। ତେବେ ଯୁବକ ଜଣକ ନିଜ ସ୍ତ୍ରୀର ହାତ ଧରି ଅଟକେଇ ଥିଲେ।

କିନ୍ତୁ ଏହି ସମୟରେ ଯୁବତୀଙ୍କ ଭିଣେଇ ଯୁବକଙ୍କୁ ରୋକି ମନ୍ଦିର ବାହାରେ ମା-ଡ଼ ମା-ରିଥିଲେ। ଚାହୁଁ ଚାହୁଁ ଘମାଘମ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଦୃ-ଶ୍ୟ ସେଠାରେ ଉପସ୍ଥିତ ଥିବା ପୋ-ଲି-ସ ଏବଂ ସେବାୟତଙ୍କ ନଜରେ ପଡିଥିଲା। ପୋ-ଲି-ସ ସେଠାରେ ପହଞ୍ଚି ଗ-ଣ୍ଡଗୋ-ଳକୁ ଅଟକାଇ ଥିଲା ଏବଂ ଦୁଇ ପରିବାରକୁ ପୋ-ଲି-ସ ଥା-ନାକୁ ନେଇ ଯାଇଥିଲା। ତେବେ ଏହା ପଛରେ ଆଉ କେଉଁ ରହସ୍ୟ ଲୁ-ଚି ରହିଛି କି ନାହିଁ ସେ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ନାହିଁ।

Leave a Reply

Your email address will not be published. Required fields are marked *