ଜାମୁ କୋଳି ଦେବାକୁ ଜଙ୍ଗଲକୁ ଡାକି ନେଇ ନାବାଳିକା ସହ ଦୁ-ଷ୍କର୍ମ କଲା ଅଭି-ଯୁକ୍ତ ।

ମଣିଷ କେତେ ତଳକୁ ଖସି ଯାଇ ପାରେ । ମଣିଷ କେତେ ସାଂଘାତିକ ଓ ସୈତାନ୍ ହୋଇ ଯାଇ ପାରେ । ମଣିଷ କଣ ଦେହର ଭୋକ ଆଗରେ ନିଜ ମଣିଷ ପଣିଆ ଭୁଲି ଯାଇ ପାରେ । ମଣିଷ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ବୟସର ତାରତମ୍ୟ ଦେଖେ ନାହିଁ । ଜଣେ ନିରୀହ ନିଷ୍ପାପ୍ ଶିଶୁ ଯିଏ ଏ ଦୁନିଆର ମାନେ ବୁଝୁନି । ଯିଏ ଏ ଦୁନିଆରେ ରହୁଥିବା ରା-କ୍ଷସ ମାନଙ୍କୁ ଜାଣିନି ତା ସହିତ ଗୋଟିଏ ରାକ୍ଷସ ଭିଆଇ ବସିଛି ସାଙ୍ଘା-ତିକ କା-ଣ୍ଡ । କୁନି ଝିଅକୁ ଜଙ୍ଗଲକୁ ଜାମୁ କୋଳି ଦେବାକୁ ଡାକି ଝିଅଟି ସହ କରିଥିଲା ରା-କ୍ଷସ ଜଣଙ୍କ ଏପରି କିଛି ।

ମଣିଷ ସତରେ କଣ ଏତେ ତଳକୁ ଏପରି ଭାବେ ଖସି ଯାଇ ପାରେ । ମଣିଷ ସତରେ କଣ ରା-କ୍ଷସ ସାଜି ଏମିତି ନି-ର୍ଦ୍ଦୟ ହୋଇ ପାରେ । ଏମିତି ଅନେକ ପ୍ରଶ୍ନ ବେଳେ ବେଳେ ମନକୁ ଆସୁଥିବା ବେଳେ ଏହି ଭଳି ଘ-ଟଣା ଶୁଣିଲେ ଛାତି ଥରି ଯାଏ । ନାବା-ଳିକା କୁନି ଝିଅଟି ଜାଣିନି ତା ସହିତ ସେ ରାକ୍ଷ-ସ କଣ କରିଛି । ହେଲେ ପଚାରିଲେ ସ୍ପଷ୍ଟ ଗୋଟି ଗୋଟି କରି କହି ଦେଉଛି । ସେ ଜାମୁ କୋଳି ଦେବାକୁ କହି ମତେ ଜଙ୍ଗଲକୁ ଡାକିଥିଲା । ଆଉ ସେଠାରେ ସେ ମୋ ଡ୍ରେସ୍ ଖୋଲି ମତେ ବିବାସ୍ତ୍ର କରି ମୋ ସହିତ ଏପରି କା-ଣ୍ଡ ଭିଇଆଲା ।

ହଁ ବନ୍ଧୁଗଣ ଏପରି ଘଟ-ଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ବ୍ଲକ ଅଞ୍ଚଳରେ । ଏହି ଗ୍ରାମର ଗୁଜୁରା ବ୍ୟକ୍ତି ଜଣେ କୁନି ଝିଅକୁ ଜାମୁ କୋଳି ଦେବ କହି ଜଙ୍ଗଲକୁ ଡାକି ନେଇଥିଲା । କୁନି ଝିଅ ପରିବାରରେ କାହାକୁ ନକହି ଗୁଜୁରା ସହ ଜାମୁ କୋଳି ଖାଇବାକୁ ଜଙ୍ଗଲକୁ ଧାଇଁ ଯାଇଥିଲା । ହେଲେ ଜଙ୍ଗଲ ଭିତରେ କେହି ନଥିବାର ସୁଯୋଗ ନେଇ ଗୁଜରା ସେ କୁନି ଝିଅଟି ସହ ଏପରି କରିଥିଲା । ତାକୁ ଵିବସ୍ତ୍ର କରି ସାଙ୍ଘା-ତିକ ଭାବେ କରିଥିଲା ଦୁ-ଷ୍କର୍ମ । ଆଉ ଏହା ପରେ କୁନି ଝିଅଟି କା-ନ୍ଦି କା-ନ୍ଦି ଘରକୁ ଆସିଥିଲା ।

କୁନି ଝିଅଟି ଘରକୁ ଆସିବା ପରେ କା-ନ୍ଦି କା-ନ୍ଦି ସମସ୍ତ କଥା ପରିବାର ଲୋକଙ୍କୁ ଜଣାଇ ଥିଲା । ଆଉ ଏହା ପରେ ସେହି କୁନି ଝିଅଟିକୁ ନେଇ ପରିବାର ଲୋକେ ନ୍ୟା-ୟ ପାଇଁ ଥା-ନାର ଦ୍ବାରସ୍ଥ ହୋଇଥିଲେ । ଏହା ପରେ ପୋ-ଲିସ ପରିବାର ଲୋକଙ୍କ ଅଭି-ଯୋଗ କ୍ରମେ ଗୁକୁରା କୁ ଅଟକ ରଖି ଅଧିକ ତ-ଦନ୍ତ ଚାଲୁ ରଖିଛି । ଗୁଜୁରା ଏହି ଘଟ-ଣାକୁ ଖଣ୍ଡନ କରୁଥିବା ବେଳେ ଆଗକୁ ପୋ-ଲିସ ସେହି କୁନି ଝିଅକୁ କେଉଁ ଭଳି ନ୍ୟା-ୟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *