କାମନା ବାସନାରେ ଆସକ୍ତ ବଡ଼ବାପା ନେଇଗଲା ଝିଆରୀର ଇ-ଜ୍ଜତ, ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ :-

ବର୍ତ୍ତମାନ ସମୟରେ ନାବାଳିକା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଦୁ-ଷ୍କ-ର୍ମର ଶିକାର ହେଉଛନ୍ତି । ଆଉ ଏସବୁ ମାମଲା ମଧ୍ୟରୁ କିଛି ମାମଲାରେ ପୀଡ଼ିତା ନିଜ ଲୋକଙ୍କ ଠାରୁ ଦୁ-ଷ୍କ-ର୍ମର ଶିକାର ହେଉଥିବା କଥା ଆପଣ ମାନେ ନିଶ୍ଚୟ ଶୁଣିଥିବେ । ବର୍ତ୍ତମାନ ଆମ ରାଜ୍ୟରେ ଏପରି ଏକ ଘଟଣା ଘଟିଛି ଯେଉଁଠି ବାପା ସମାନ ବଡବାପା ଝିଆରୀକୁ ଦୁ-ଷ୍କ-ର୍ମ କରିଛି । ଏହି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ନିମାପଡ଼ାର ପାଟପୁର ଗ୍ରାମର ଅଟେ । ଯେଉଁଠି ଜଣେ ବଡ଼ବାପା କାମନା ବାସନାସକ୍ତ ହୋଇ ନିଜ ଝିଅ ସମାନ ଝିଆରୀକୁ ଦୁ-ଷ୍କ-ର୍ମ କରିଛି । ଯାହା ବାସ୍ତବରେ ବେଶ ଲ-ଜ୍ଜା ଜନକ ଘଟଣା ଅଟେ । ବାସ୍ତବ ଘଟଣା ଅନୁଯାୟୀ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମ୍ପର୍କୀୟ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତି ନିଜର ନାବାଳିକା ଝିଆରୀକୁ ଦୁ-ଷ୍କ-ର୍ମ କରିଛି ।

ତେବେ ପାଟପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡ଼ ଘରେ କେହି ନଥିବା ସମୟରେ ୧୭ ବର୍ଷୀୟ ନାବାଳିକା ଏକୁଟିଆ ଘରେ ଥିବା ଦେଖି ଘରେ ପଶି ଜୋର ଜବରଦସ୍ତ ତାଙ୍କୁ ଦୁ-ଷ୍କ-ର୍ମ କରିଥିଲେ । ବାପା ମା କେବେବି ଚିନ୍ତା କରି ନଥିବେ ଯେ ଯିଏ ରକ୍ଷକ ସାଜିବା କଥା ସେ ହିଁ ଭକ୍ଷକ ହୋଇଛି । ତେବେ ନାବାଳିକାଙ୍କ ବାପା ମା ଘରେ ପହଞ୍ଚିବା ପରେ ନାବାଳିକା ଜଣକ ସବୁ କହିଥିଲେ ଆଉ ଯାହା ଶୁଣି ବାପା ମା ଦୁହେଁ ହାତବାକ ହୋଇ ଯାଇଥିଲେ ।

ପୀଡ଼ିତାଙ୍କ ଅବିଭାବକ ଘଟଣା ବିଷୟରେ ଜାଣିବା ପରେ ନିମାପଡ଼ା ଥାନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ଅଭି-ଯୋଗ ଆଧାରରେ ନିମାପଡ଼ା ପୋଲିସ ପାଟପୁର ଗାଁ ଉପରେ ଚଢ଼ାଉ କରି ଅଭି-ଯୁକ୍ତ ବଡ଼ବାପାକୁ ଗିରଫ କରିଛି । ତେବେ ଏହି ମାମଲାରେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାମଲାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟା-ନୁଷ୍ଠାନ ନିଆଯିବ । ଅପର ପକ୍ଷେ ପୀଡ଼ିତାଙ୍କ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *