ବିବାହିତ ପୁରୁଷମାନଙ୍କର ଜଵାନୀ କେବେ କ୍ଷୁର୍ଣ୍ଣ ହେବନି । ଆଜି ଠାରୁ ଏପରି ଆରମ୍ଭ କରନ୍ତୁ କଦଳୀ ଖାଇବା…

ଭାରତରେ ଫଳଗୁଡିକ ଋତୁକାଳୀନ ହୋଇଥାଏ ଅର୍ଥାତ୍ ବର୍ଷର ଏକ ନିର୍ଦ୍ଦିଷ୍ଟ ଋତୁରେ ଉପଲବ୍ଧ ହୋଇଥାଏ କିନ୍ତୁ କଦଳୀ ଏପରି ଏକ ଫଳ ଯାହାକି ବର୍ଷସାରା ଉପଲବ୍ଧ ହୋଇଥାଏ । କଦଳୀ ଖାଇବା ଦ୍ବାରା ଅନେକ ସୁଫଳ ମିଳିଥାଏ । ବିବାହିତ ପୁରୁଷମାନଙ୍କ ପାଇଁ ଏହା ଅଧିକ ସୁଫଳକାରୀ ଫଳ ଅଟେ । ଏଥି ସହିତ ଏହା ଚର୍ମ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ ।

କଦଳୀ ମଧ୍ୟ ଯୌ-ନ ହରମୋନ୍ ବଢାଇବାରେ ସହାୟକ ହୋଇଥାଏ । କଦଳୀରୁ ଅଧିକ ପରିମାଣର ପୋଟାସିୟମ୍ ମିଳିଥାଏ, ଯାହା ପୁରୁଷମାନଙ୍କ ମଧ୍ୟରେ ଯୌ-ନ ହର-ମୋନ୍ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏଥିରୁ ବ୍ରୋମିଲେନ୍ ନାମକ ଏକ ଏନଜାଇମ୍ ମିଳିଥାଏ, ଯାହାଦ୍ଵାରା ଇରେକ୍ସନ୍ ସଠିକ୍ ହୋଇଥାଏ । ଏଥି ସହିତ କଦଳୀ ଖାଇବା ଦ୍ବାରା ଶୁକ୍ରାଣୁ ସଂଖ୍ୟା ମଧ୍ୟ ବଢ଼ିଥାଏ । ଏହା ସହିତ କଦଳୀରେ ବହୁତ ପରିମାଣରେ କ୍ୟାଲୋରୀ ଅଛି ଯାହା ଶରୀରକୁ ଶକ୍ତି ଦେଇଥାଏ ।

କଦଳୀରେ ଫାଇବର ମଧ୍ୟ ପ୍ରଚୁର ପରିମାଣ ରେ ଥାଏ, ଯେଉଁଥିପାଇଁ ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ । ଏହି କାରଣରୁ କୋଷ୍ଠ-କାଠିନ୍ୟର କୌଣସି ଅସୁବିଧା ହୋଇନଥାଏ । ଯେଉଁମାନଙ୍କର କୋ-ଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇପାରନ୍ତି ।

କଦଳୀ ଖାଇବା ପାଇଁ ସକାଳ ହେଉଛି ସବୁଠାରୁ ଭଲ ସମୟ । ଯଦି ଆପଣ ସକାଳେ ଖାଲି ପେଟରେ ଦୁଇଟି କଦଳୀ ଖାଉଛନ୍ତି ତେବେ ଏହା କେବଳ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହିତ ଆପଣଙ୍କର ଯୌ-ନ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂରେଇ ରଖିବାର ଶକ୍ତି ମଧ୍ୟ ରଖିଥାଏ ।

Leave a Reply

Your email address will not be published. Required fields are marked *