କଳିଯୁଗର କୃଷ୍ଣ !!!! ଗୋଟିଏ ସ୍ତ୍ରୀ ନୁହେଁ ବରଂ ରଖିଛି ୭ ଟା ସ୍ତ୍ରୀ , ଘ-ଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ :-

ସୋସିଆଲ ମିଡିଆରେ ତ ପ୍ରତ୍ୟକ ଦିନ ଏକ୍ସଟ୍ରା ମେରିଟାଲ ମାମଲା ଶୁଣିବାକୁ ଏବଂ ଦେଖିବାକୁ ମିଳିଥାଏ ।ଆଉ ଏପରି ସମ୍ବେଦନଶୀଳ ଘ-ଟଣା ଦେଶରେ ତ ଦୂରର କଥା ରାଜ୍ୟରେବି ଅନେକ ଘ-ଟୁଛି । ଜଣେ ସ୍ୱାମୀ ନିଜର ସ୍ତ୍ରୀ ଥାଉ ଥାଉ ଏକାଧିକ ସ୍ତ୍ରୀ ରଖୁଛି ଆଉ ଜଣେ ସ୍ତ୍ରୀ ଏକାଧିକ ପୁରୁଷ ସହିତ ସ-ମ୍ବନ୍ଧ ରଖୁଛି । ଏସବୁ କେବଳ ଯୌ-ନ ଲାଳ-ସାକୁ ମେଣ୍ଟା-ଇବା ପାଇଁ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବୁ ଯେଉଁଥିରେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଏବଂ ଛୁଆ ଥାଉ ଥାଉ ଅନ୍ୟ ଜଣେ ମହିଳାକୁ ବିବାହ କରିଛି ।

ତେବେ ସୂଚନା ଅନୁଯାୟୀ ଏପରି ଏକ ଘ-ଟଣା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥା-ନା ଅନ୍ତର୍ଗତ ନୃସିଂହପୁରରେ ଦେଖିବାକୁ ମିଳିଛି । ସେଠାକାର ମୂଳ ବାସିନ୍ଦା ଜନକ ଦଳାଇଙ୍କର ଜଣେ ସ୍ତ୍ରୀ ଥିଲେ ଯାହାଙ୍କୁ ସେ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିନ୍ତୁ ୬ ବର୍ଷ ହେବ ଜନକ ନିଜ ସ୍ତ୍ରୀ ଛାଡ଼ିଦେଇ ପାରାଦ୍ୱୀପରେ ଅନ୍ୟ ଜଣେ ସ୍ତ୍ରୀ ସହିତ ରହୁଥିଲେ । ଆଉ ଏହା ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ପ୍ରଥମ ସ୍ତ୍ରୀ ଦ୍ୱିତୀୟ ସ୍ତ୍ରୀ କୁ ଦେଖା କରିଥିଲା । ଆଉ ଏହି ଘଟଣା ପରେ ଜନକ ଫେ-ରାର ହୋଇ ଯାଇଛି ।

ବାସ୍ତବରେ ଜନକ ପାରାଦ୍ୱୀପରେ ଚାକିରୀ କରୁଥିଲା । ସେହି ସମୟରେ ହିଁ ତାର ବିବାହ ଜଣେ ଯୁବତୀଙ୍କ ସହିତ ବୈଦିକ ରୀତିନୀତିରେ ହୋଇଥିଲା । ପ୍ରଥମ ସ୍ତ୍ରୀଙ୍କ କହିବା ଅନୁଯାୟୀ ସେମାନଙ୍କ ବିବାହ ପରେ ବୈବାହିକ ସ-ମ୍ପର୍କ ବେଶ ଭଲ ଥିଲା । ମେ ୨୦୧୩ ରେ ବାହାଘର ହେବା ପରେ ଅକ୍ଟୋବର ୨୦୧୪ ରେ ଉଭୟଙ୍କର ଏକ ପୁଅ ମଧ୍ୟ ଜନ୍ମ ହୋଇଥିଲା । ତାହାର କିଛି ମାସ ପରେ ହିଁ ଜନକ ନିଜ ସ୍ତ୍ରୀକୁ ମା-ଡ଼ ଗା-ଳି କରି ଘରର ଛାଡ଼ି ପାରାଦ୍ୱୀପରେ ଯାଇ ରହୁଥିଲା । ଆଉ ସେଠାରେ ତାର ଦେଖା ହୋଇଥିଲା ଅନ୍ୟ ଜଣେ ମହିଳାଙ୍କ ସହିତ ।

ତେବେ ପ୍ରଥମ ସ୍ତ୍ରୀ ଏହି ବିଷୟରେ ସନ୍ଦେହ କରିବା ପରେ ଖୋଡ଼ତାଳ ଆରମ୍ଭ କରିଥିଲେ । ପରେ ସେ ସ୍ପଷ୍ଟ ହୋଇଥିଲେ ଯେ ତାଙ୍କ ସ୍ୱାମୀ ପାରାଦ୍ୱୀପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ରହୁଛନ୍ତି । ଏହାପରେ ସେ ଦ୍ୱିତୀୟ ସ୍ତ୍ରୀ ସହ ଦେଖା କରିବା ପରେ ସବୁ ସତ କଥା ଜଣା ପଡ଼ିଥିଲା । ତେବେ ପ୍ରଥମ ସ୍ତ୍ରୀ ପୂର୍ବରୁ ମଧ୍ୟ ମହିଳା ଥା-ନାରେ ସ୍ୱାମୀ ନାମରେ ଅଭି-ଯୋଗ ଆଣି ଖର୍ଚ୍ଚ ବାବଦକୁ ଟଙ୍କା ଦେବାକୁ ଦାବି କରିଥିଲେ ହେଁ ସ୍ୱାମୀ ଆସି ନଥିଲେ । ଆଉ ଏବେ ଦୁଇ ସ୍ତ୍ରୀ ମିଶି ତାଙ୍କ ନାମରେ ଅଭି-ଯୋଗ ଆଣିବା ପରେ ଜନକ କୁଆଡ଼େ ଫେ-ରାର ହୋଇ ଯାଇଛି । ଏପଟେ ଦୁଇ ସ୍ତ୍ରୀ ସ୍ୱାମୀ ଘର ସାମ୍ନାରେ ଧାର-ଣାରେ ବସିବାକୁ ଧ-ମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *