କାଳିଆ ଯୋଜନା – ୨୦୨୨ , ଆସିଗଲା ନୂଆ ଅପେଡେଟ , ଶୀଘ୍ର କରନ୍ତୁ ଆବେଦନ

ବନ୍ଧୁଗଣ କାଳିଆ ଯୋଜନାକୁ ନେଇ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ଅନେକ କିଛି ନୂଆ ଅପଡେଟ ମଧ୍ୟ ଏହାକୁ ନେଇ ହେଉଛି । କିଛି ଲୋକ ଏଥିରେ ଆବେଦନ କରି ଏହାର ଲାଭ ଉଠାଉ ଥିବା ସମୟରେ ଆଉ କିଛି ଲୋକ ମାନେ ଏଥିରେ ଲାଭ ପାଇ ପାରୁ ନାହାନ୍ତି । ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି କିନ୍ତୁ ତା ବିଷୟରେ ସବିଶେଷ ବିବରଣୀ ପାଇ ପାରୁ ନଥିବାରୁ ଲୋକମାନେ ଆବେଦନ କରି ପାରୁନାହାଁନ୍ତି ।

ତେବେ ବର୍ତ୍ତମାନ ସମୟରେ ଏହାକୁ ନେଇ ପୁଣିଥରେ ଆସିଯାଇଛି ନୂଆ ଅପଡେଟ । ଏଥିରେ ଆବେଦନ କରି ଆପଣ ଉଠାଇ ପାରିବେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ । ତେବେ କାଳିଆ ଯୋଜନାର ଅଫିସିଆଲ୍ ପୋର୍ଟାଲ ଟି ବର୍ତ୍ତମାନ ସମୟରେ ଖୋଲି ଯାଇଛି । ଫର୍ମ ଆବେଦନ କରିବାର ତାରିଖ ୩.୧୧.୨୦୨୨ ଠାରୁ ଆରମ୍ଭ ହୋଇ ଯାଇଛି । ତେବେ ଏହାକୁ ଆବେଦନ କରିବାର ଶେଷ ତାରିଖ ରହିଛି ୨.୧୨.୨୦୨୨ । ଏହାକୁ ଆପଣ ମାନଙ୍କୁ ମାତ୍ର ଏତିକି ଦିନ ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।

ଏହାପରେ ଏହି ୱେବସାଇଟ୍ ବନ୍ଦ ହୋଇଯିବ । ତେଣୁ ଶୀଘ୍ର ଶୀଘ୍ର ଆବେଦନ କରି ନିଅନ୍ତୁ । ନଚେତ୍ ଆପଣ ଏହାର ଫାଇଦା ଉଠାଇ ପାରିବେ ନାହିଁ । ଭୂମିହୀନ ମାନେ ଶୀଘ୍ର ଯାଇ ଆବେଦନ କରନ୍ତୁ । ଆପଣଙ୍କୁ ବି ମିଳିବ ୫,୦୦୦ ଟଙ୍କା । ଏଭଳି ସୁବର୍ଣ୍ଣ ସୁଯୋଗ ଆଦୌ ହାତ ଛଡ଼ା କରନ୍ତୁ ନାହିଁ । ତେବେ ଆବେଦନ କରିବା ପୂର୍ବରୁ ଗୋଟିଏ କଥା ଜାଣି ନିଅନ୍ତି କି , ଏଥିରେ ଆବେଦନ କରିବା ପାଇଁ କେଉଁ କେଉଁ ଡକ୍ୟୁମେଣ୍ଟ ର ଆବଶ୍ୟକତା ପଡ଼ିବ । ଆପଣଙ୍କର ଆଧାର କାର୍ଡ , ଜବ କାର୍ଡ , ରାସନ୍ କାର୍ଡ ଏବଂ ବ୍ୟାଙ୍କ ପାସବୁକ୍ ଆବଶ୍ୟକ ପଡ଼ିବ ।

ଏହାବ୍ୟତୀତ ଏକ ଆବଶ୍ୟକ ଜିନିଷ ହେଉଛି , ଯଦି ଆପଣଙ୍କ ଆଧାର କାର୍ଡରେ ଆପଣ ମୋବାଇଲ ନମ୍ୱର୍ ଲିଙ୍କ କରି ନାହାଁନ୍ତି , ତେବେ ଶୀଘ୍ର କରେଇ ନିଅନ୍ତୁ । କାହିଁକି ନା ଇ କେୱାଇସି କରିବା ସମୟରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ତେଣୁ ଏହି କାମ ଆପଣ ଜଲଦି କରନ୍ତୁ । ବ୍ୟାଙ୍କ ପାସବୁକ ଅପଡେଟ କରି ନଥିଲେ ମଧ୍ୟ କରାଇ ନିଅନ୍ତୁ । ଯଦି ଅପଡେଟ ନ କରିବେ ତେବେ ଆପଣଙ୍କ ଫର୍ମ ରିଜେକ୍ଟ ହୋଇ ଯାଇପାରେ । ତେଣୁ ତୁରନ୍ତ ଉପରୋକ୍ତ କାମ ଗୁଡ଼ିକ କରାଇ ନିଅନ୍ତୁ ।

Leave a Reply

Your email address will not be published. Required fields are marked *