ମାଆ ଶୋଉଥିଲେ ବଡ ଭାଇଙ୍କ ଶଶୁର ପାଖରେ , ଏହାକୁ ଦେଖି ଝିଅ କଲେ ପ୍ରତି-ବାଦ , ହେଲା ଏମିତି

ବୟସର ଅପରାହ୍ନରେ ପାଦ ଦେବା ପରେ ମଧ୍ୟ ଆଜିକାର ମହିଳା ଆଉ ପୁରୁଷ ମାନେ ମଧ୍ୟ ପ୍ରେମ କରିବା ଛାଡି ପାରୁ ନାହାଁନ୍ତି । ନିଜର ଜନ୍ମ କରିଥିବା ଝିଅ ପୁଅ ମାନଙ୍କୁ ପର କରି ଦେଇ ସେମାନେ ଚାଲି ଯାଉଛନ୍ତି ପର ପୁରୁଷ ପାଖକୁ । ଆଉ ସେଠାରେ କିଛି ଦିନ ବିତାଇବା ପରେ ମନ ନ ଲାଗିଲେ ପୁଣି ଫେରି ଆସୁଛନ୍ତି ଘରକୁ । ତେବେ ଆଜିର ଦୁନିଆଁରେ ପର-କୀୟା ପ୍ରୀ-ତି ଭାବ ବିଶେଷ ଭାବରେ ବିବାହିତ ମହିଳା ଆଉ ପୁରୁଷ ମାନଙ୍କ ମଧ୍ୟରେ ଦେଖା ଯାଉଛି ।

ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଘଟ-ଣାଟି କିଛି ଏହିପରି । ଜଣେ ବୃଦ୍ଧ ମାଆ ନିଜ ଝିଅ ପାଇଁ ସାଜିଛି କାଳ । ନିଜ ଜନ୍ମ କରିବା ଝିଅକୁ ଭୁଲି ଯାଇଛି ଆଉ ତା ନାମରେ ଥା-ନାରେ ଦେଉଛି ନାନାଦି ଅଭି-ଯୋଗ । ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ଜଣେ ମହିଳା ନିଜ ମାଆଙ୍କ ନାମରେ ଆଣିଛନ୍ତି ଏପରି କିଛି ଅଭି-ଯୋଗ । ଏକ ଧନୀ ପରିବାରର ଝିଅ ଅଟନ୍ତି ଜାଗ୍ୟସେନି । ତଥାପି ତାଙ୍କ ଜୀବନରେ ନାହିଁ ଶାନ୍ତି ।

ସେ ବିବାହ କରି ନାହାଁନ୍ତି , ତେଣୁ ନିଜ ମାଆ ଆଉ ଭାଇଙ୍କ ପାଖରେ ରହୁଛନ୍ତି । କିନ୍ତୁ ତାଙ୍କୁ ବି ଅନେକ ଉପାୟରେ ସମସ୍ତେ ହଇ-ରାଣ କରୁଛନ୍ତି । ତାଙ୍କୁ ହଇ-ରାଣ କରି ତାଙ୍କ ନାଁରେ ହିଁ ଦୋ-ଷ ଦେଇ ଦେଉଛନ୍ତି ଆଉ ଥା-ନାରେ ବି ଅଭି-ଯୋଗ କରୁଛନ୍ତି । କିନ୍ତୁ ଜାଗ୍ୟସେନି କିଛି ନ କରି ଦୋ-ଷୀ ସାବ୍ୟସ୍ତ ହେଉଛନ୍ତି । ଏପରିକି ସେ କହିଛନ୍ତି କି , ବଡ ଭାଇଙ୍କ ଶଶୁର ସହିତ ତାଙ୍କ ମାଆଙ୍କର ରହିଛି ସ-ମ୍ପର୍କ । ତାଙ୍କ ମାଆ ଶଶୁର ପାଖରେ ଶୋଉଥିଲେ । ଯାହାକୁ ତାଙ୍କ ବାପା ଦେଖି ଦେଇଥିଲେ ।

ତେଣୁ ତାଙ୍କ ମାଆ ଆଉ ଭାଇ ମିଶି ତାଙ୍କ ବାପାଙ୍କର ନେଇ ଯାଇଛନ୍ତି ଜୀବନ । ଏବେ ପରିବାର ଥାଇ ମଧ୍ୟ ଜାଗ୍ୟସେନି ପୁରାପୁରି ଏକୁଟିଆ । ବଡ ଭାଇ ତାଙ୍କୁ ଶାରୀରିକ ଆଉ ମାନ-ସିକ ନିର୍ଯ୍ୟା-ତନା ଦେଉଛନ୍ତି । ଯାହା ବିଷୟରେ ଥା-ନାରେ ଅଭି-ଯୋଗ କରିବା ପରେ ମଧ୍ୟ ସବୁ ଲୁ-ଚି ଯାଉଛି । ସବୁ ମାମ-ଲା ବନ୍ଦ ହୋଇ ଯାଉଛି । ପୋ-ଲିସ କିଛି ବୁଝୁ ନାହିଁ । ମାମ-ଲାକୁ ବନ୍ଦ କରି ତାଙ୍କ ଭାଇଙ୍କୁ ଛାଡି ଦେଉଛି । ମାଆ ମଧ୍ୟ ତାଙ୍କୁ କ-ଷ୍ଟ ଦେଉଛନ୍ତି । ତେଣୁ ଏବେ ପୁରାପୁରି ବେସାହାରା ହୋଇ ପଡିଥିବା ଜାଗ୍ୟସେନି ଏବେ ନ୍ୟା-ୟ ଅପେକ୍ଷାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *