କାମ ଦେଲାନି ସୌମ୍ୟଙ୍କ ସୁଇ-ସାଇଡ଼ ନୋଟ, କିନ୍ତୁ ଯୁବତୀଙ୍କ ଗୋଟିଏ ଅଭିଯୋଗରେ ବନ୍ଧା ହେଲେ ଅଭିନେତା ସୁମନ… ଦେଖନ୍ତୁ ଭିଡିଓ

ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହିଙ୍କ ଆ-ତ୍ମ-ହ-ତ୍ୟା ମାମଲା ଏବେ ନୂଆ ମୋଡ ନେଇଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୌମ୍ୟଙ୍କ ମୃ-ତ୍ୟୁକୁ ପ୍ରାୟ ଅଢେ଼ଇ ମାସ ବିତି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ। ତେବେ ସେ ଛାଡି ଯାଇଥିବା ସୁଇସାଇଡ଼ ନୋଟକୁ ଯଦି ଧରା ଯାଏ ତେବେ ସୌମ୍ୟଙ୍କ ମୃ-ତ୍ୟୁ ପଛରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟଙ୍କ ପ୍ରେମିକା ସୋନାଲି ହେବେ। ପୋଲିସ ଜାଣିଥିଲେ ମଧ୍ୟ ଏହାକୁ ଏଡେଇ ଦେଉଛି।

ସୌମ୍ୟ ଛାଡି ଯାଇଥିବା ସୁଇସାଇଡ଼ ନୋଟରେ ସେ ନିଜ ପ୍ରେମିକାର ଦୋଷ ଦେଇଥିଲେ। ତେବେ ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସୋନାଲି ଏବଂ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ସ୍ୱର ଉଠେଇ ଥିଲେ ମଧ୍ୟ ପୋଲିସ ଏହାକୁ ଅଣଦେଖା କରିଛି। ଯାହାଫଳରେ ଆ-ରୋ-ପୀ ସୋନାଲି ଏ ପର୍ଯ୍ୟନ୍ତ ଖୋଲାରେ ବୁଲୁଛନ୍ତି। ଅନ୍ୟପଟେ ଅଭିନେତା ସୁମନ ଅଭିନେତ୍ରୀଙ୍କ ଗୋଟିଏ ଅଭିଯୋଗରେ ଜେ-ଲ-ରେ ବନ୍ଧା ହୋଇଛନ୍ତି।

ଘରେ ଘରେ ପରିଚିତ ଏମ୍ ସୁମନ ଯିଏକି ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ ଏବଂ ଲିଭିଙ୍ଗ ରିଲେଶନଶିପ୍ ରେ ରହୁଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଝ-ଗ-ଡା ହେବାରୁ ଅଲଗା ହୋଇଯାଇଥିଲେ। ଯୁବକ ଜଣକ ଧୋ-କା ଦେଇଛନ୍ତି ବୋଲି କହି ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଗୋଟିଏ ଅଭିଯୋଗରେ ପାହାଳ ପୋଲିସ ସୁମନଙ୍କୁ ଗିରଫ କରିଛି। ବର୍ତ୍ତମାନର ମୁଖ୍ୟ ପ୍ରଶ୍ନ ହେଉଛି ସୌ-ମ୍ୟ-ଙ୍କ ଆ-ତ୍ମ-ହ-ତ୍ୟା କରିବାର ମୁଖ୍ୟ ଅଭିଯୁକ୍ତ ସୋନାଲି ଖୋଲାରେ ବୁଲୁଛି। ଅନ୍ୟପଟେ ବିବାହ କରିବାକୁ ମନା କରିଦେବାରୁ ସୁମନକୁ ଗିରଫ କରାଯାଇଛି।

ତେବେ ଯଦି ଏହାକୁ ଆଇନ ଦୃଷ୍ଟିରେ ଦେଖିବା ତେବେ ପୁରୁଷ ମାନଙ୍କ ସହ ଅତ୍ୟା-ଚାର ହେଉଛି ବୋଲି ଜଣା ପଡିବ। ଯୁବତୀ ଯଦି ଦୋଷ କରୁଛନ୍ତି ତେବେ ସେମାନଙ୍କ ପ୍ରତି କୋହଳ ମନବୃତ୍ତି ପୋଷଣ କରାଯାଉଛି କିନ୍ତୁ ଯଦି ଯୁବକ କୌଣସି ଭୁଲ କରୁଛନ୍ତି ତେବେ ସେଠାରେ ଆଇନ ଓ କାନୁନ କଠୋର ହେଇ ଯାଉଛି। ଯାହାକି ଆପଣ ଏହାକୁ ଗଭୀର ଭାବେ ଦେଖିବେ ତେବେ ନିଜେ ଜାଣି ପାରିବେ। ବର୍ତ୍ତମାନ ସମସ୍ତ ପୁରୁଷ ସମାଜ ପାଇଁ ଏହା ଏକ ବଡ଼ ପ୍ରଶ୍ନ ଉଠିଛି।

ଯଦି କୌଣସି ମହିଳା ବାଟରେ ଯିବା ସମୟରେ ପଡିଯାଏ ତେବେ ତାଙ୍କୁ ଅନେକ ସହାନୁଭୂତି ମିଳିଥାଏ। ଅନେକ ପୁରୁଷ ସାହାଯ୍ୟ କରିବା ପାଇଁ ମା-ଡି ଆସନ୍ତି। କିନ୍ତୁ ଯଦି କୌଣସି ପୁରୁଷ ସଡକ ଦୁର୍ଘ-ଟଣା ଅବା ଅଂଶୁଘାତ ର ଶିକାର ହୁଏ ତେବେ ତାହାକୁ ମଦୁଆ ଆଦି କହି ଏଡେଇ ଦେଇ ଚାଲି ଯାଆନ୍ତି। ଏଭଳି ଭେଦଭାବ ସୃଷ୍ଟି ଆରମ୍ଭରୁ ହିଁ ଦେଖିବାକୁ ମିଳିଛି। କିନ୍ତୁ ଆଇନ ଆଗରେ ସମସ୍ତେ ସମାନ ବୋଲି କୁହାଯାଏ। କିନ୍ତୁ ଯେତେବେଳେ କେସ ପୁରୁଷ ଓ ମହିଳା ମଧ୍ୟରେ ହୋଇଥାଏ ସେତେବେଳେ ଆଇନ ମହିଳା ଆଡକୁ ଝୁକି ଥାଏ।

ଆଇନଜୀବୀ ତ୍ରିପାଠୀ ସୋନାଲି ଓ ସୁମନଙ୍କ କେସକୁ ନେଇ ପ୍ରଶ୍ନ ଉଠେଇଛନ୍ତି। ସୋନାଲି ସୌମ୍ୟଙ୍କ ଆ-ତ୍ମ-ହ-ତ୍ୟା ର ମୁଖ୍ୟ ଅଭିଯୁକ୍ତ ସାଜିଥିଲେ ମଧ୍ୟ ଖୋଲାରେ ବୁଲୁଛନ୍ତି। କିନ୍ତୁ ସୁମନ ବିନା ଅପ-ରାଧରେ ଜେଲରେ ବନ୍ଧା ହୋଇ ପଡିଛନ୍ତି। ଆଇନଜୀବୀ ତ୍ରିପାଠୀଙ୍କ କହିବାନୁଯାୟୀ, ୨୦୧୬ ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଯଦି କୌଣସି ଶିକ୍ଷିତ ଏବଂ ବୟସ ପ୍ରାପ୍ତ ଯୁବତୀ ପୁରୁଷଙ୍କ ସହ ପ୍ରେମ କରିବା ପରେ ଶାରୀ-ରିକ ସ-ମ୍ପ-ର୍କ ରଖୁଛନ୍ତି ତେବେ ତାହାକୁ ରେ-ପ କୁହାଯିବ ନାହିଁ। କାରଣ ଦୁହିଁଙ୍କ ସମ୍ମିତ ପରେ ସେମାନେ ଶାରୀ-ରିକ ସଂପର୍କ ରଖିଲେ। କିନ୍ତୁ ସୁମନଙ୍କୁ ଧୋକା ଓ ସେ-କ୍ସ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି।

ଆଇନଜୀବୀ ଆହୁରି ମଧ୍ୟ କହିଛନ୍ତି ଯେ ଏହାକୁ ନେଇ ସମସ୍ତ ପୁରୁଷ ଏକତ୍ରିତ ହେବା ଉଚିତ। ଆଇନର ଅସମାନତା ବିରୁ-ଦ୍ଧରେ ସମସ୍ତ ପୁରୁଷ ସମାଜ ସ୍ୱର ଉଠେଇବା ଦରକାର। ନଚେତ ଆଗକୁ ଏହା ପୁରୁଷ ମାନଙ୍କ ପାଇଁ ଏକ ବିପଦ ସାଜିବ।

ଏହାକୁ ନେଇ ଆପଣଙ୍କ ମତା ମତ କଣ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ…

Leave a Reply

Your email address will not be published. Required fields are marked *