ଅର୍ଚ୍ଚନାର ଘର ଉପରେ ଦୁଇଟି ନାଗ।

ଅର୍ଚ୍ଚନା ନାଗ ଭୁବନେଶ୍ୱରରେ ଦାମୀ ଧଳା ରଙ୍ଗର ବିରାଟ କୋଠା। ଯାହାକୁ ଦେଖିଲେ ଆପଣଙ୍କ ଆଖି ଲାଖି ଯିବ ଆଉ ନିଜ ଗ୍ରାମରେ ମଧ୍ୟ ଗୋଲାପୀ ରଙ୍ଗର ଆଖି ଖୋସି ହେଲା ପରି ବିରାଟ ଘର ଯାହାକୁ ଦେଖିଲେ ପାଞ୍ଚ ମିନିଟ ଚାହିଁ ରହିବେ। ଆଉ ଘର ଉପରେ ରହିଛି ଭ-ୟଙ୍କର ରହସ୍ୟ କାରଣ ଅର୍ଚ୍ଚନାଙ୍କ ପୈତୃକ ଘର ଉପରେ ରହିଛନ୍ତି ବିରାଟ ନାଗ ଦୁଇଟି। ଏହି ନାଗ କଣ ପାଇଁ ଅଛନ୍ତି ତାହା ଆପଣ ଚିନ୍ତା କରି ପାରୁଛନ୍ତି।

ଅର୍ଚ୍ଚନା ଯିଏ ରାଜଧାନୀରେ ବିସ୍ତାର କରିଥିଲେ ନିଜର କଳା ସାମ୍ରାଜ୍ୟ। ଆଉ ଏବେ ସେହି କଳା ସାମ୍ରାଜ୍ୟର ଗୁମର ଖୋଲିବା ପରେ ଲେଡି ବ୍ଲା-କମେ-ଲର ଓ ସହଯୋଗୀ ସ୍ୱାମୀ ଦୁହେଁ ମିଶି ଜେ-ଲ ଭିତରେ ରହିଛନ୍ତି। ହେଲେ ସେମାନେ ସିନା ଜେ-ଲ ଭିତରେ ଅଛନ୍ତି। ହେଲେ ଅର୍ଚ୍ଚନାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ର-ହସ୍ୟ। ଯାହା ଶୁଣିଲେ ହୁଏତ ଆପଣଙ୍କ ମୁଣ୍ଡ ଘୁରାଇ ଦେବ। ଅର୍ଚ୍ଚନା ନାଗ ଯିଏ ବଡ଼ ବଡ଼ ନେତା ମନ୍ତ୍ରୀଙ୍କୁ ନିଜ ହାତ ମୁଠାରେ ରଖି ନଚାଉ ଥିଲେ।

ହାତ ମୁଠାରେ ରଖି ନେତା ମନ୍ତ୍ରୀଙ୍କୁ ଲୁ-ଟୁଥିଲେ ଆଉ ନେତା ମନ୍ତ୍ରୀଙ୍କ ଦ୍ୱାରା ଅସମ୍ଭବ କାର୍ଯ୍ୟ ମଧ୍ୟ କରୁଥିଲେ। ଯାହା ଚାହୁଁଥିଲେ ଅର୍ଚ୍ଚନା କରି ପାରୁଥିଲେ। ଯାହା ଇଚ୍ଛା କରୁଥିଲେ ଅର୍ଚ୍ଚନା ପାଇ ପାରୁଥିଲେ। ଯାହା ମନ କରୁଥିଲେ ତାହା ହାସଲ କରୁଥିଲେ। ସାଧାରଣ ଝିଅ ଅର୍ଚ୍ଚନା ଭୁବନେଶ୍ୱରରେ ବିଳାସପୂର୍ଣ ଜୀବନ ବିତାଇବା ସହ ନିଜ ପୈତୃକ ଘର କେସିଙ୍ଗାରେ ମଧ୍ୟ ଗଢି ତୋଳିଥିଲେ ଗୋଲାପୀ ରଙ୍ଗର ବିରାଟ କୋଠା। ଆଉ ସେହି ଘରକୁ ନେଇ ବର୍ତ୍ତମାନ ସାମ୍ନାକୁ ଆସିଛି ସାଂଘା-ତିକ ର-ହସ୍ୟ। ମାଳ ମାଳ ନେତାମନ୍ତ୍ରୀ ଙ୍କୁ ନିଜ ହାତ ମୁଠାରେ ରଖି ଅର୍ଚ୍ଚନା ନାଗ ତିଆରି କରିଥିଲେ ସରକାରୀ ଜାଗାରେ ନିଜର ବିରାଟ ଅଟାଳିକା।

ଅର୍ଚନା ନାଗ ଯେଉଁ ଘର ତାଙ୍କ ନିଜ ବାପା ମାଙ୍କ ପାଇଁ ତିଆରି କରିଥିଲେ ତାହା ତାଙ୍କର ନିଜର ଜାଗା ନୁହେଁ ବରଂ ସରକାରୀ ଜାଗା ବୋଲି ଏବେ ଜଣେ ବ୍ୟକ୍ତି ଅଭି-ଯୋଗ ଆଣିଛନ୍ତି। ଜଣେ ବ୍ୟକ୍ତିଙ୍କ ଟ୍ରେଲର ଦୋକାନ ଭା-ଙ୍ଗି ସେହି ଦୋକାନ ଉପରେ ଗଢି ଉଠିଥିଲା ବିରାଟ ଅଟାଳିକା । ଯାହାକି ସରକାରଙ୍କ ଜାଗା। ହେଲେ ପ୍ରଶ୍ନ ଉଠୁଛି ସେହି ବିରାଟ ଅଟାଳିକା ସରକାରୀ ଜମିରେ ଗଢିଉଠିଥିବା ବେଳେ କାହିଁକି କେହି ଏହାକୁ ନଜର କୁ ଆଣି କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି।

ସରକାରୀ ଜମିରେ ଗଢି ଉଠିଥିବା ଅନେକ ଅସହାୟ ଲୋକଙ୍କ ଘର ଭା-ଙ୍ଗି ଦେଉଥିବା ବେଳେ ଅର୍ଚ୍ଚନା ନାଗଙ୍କ ଘର ଉପରେ କିପରି ପ୍ରଶା-ସନିକ ଅଧିକାରୀଙ୍କ ନଜର ପଡିନଥିଲା। ନା ପ୍ରଶା-ସନିକ ଅଧିକାରୀ ମଧ୍ୟ ଅର୍ଚ୍ଚନାଙ୍କ ମାୟା ଜା-ଲ ଭିତରେ ଛ-ନ୍ଦି ହୋଇ ରହିଛନ୍ତି।

ବନ୍ଧୁଗଣ ଅର୍ଚ୍ଚନା ଏବେ ଚର୍ଚ୍ଚାରେ ନାହାଁନ୍ତି ଅର୍ଚ୍ଚନା ଦୁଇ ହଜାର ଆଠ ମସିହାରୁ ଚର୍ଚ୍ଚାରେ ଥିଲେ। ଯେତେବେଳେ କି ଅର୍ଚ୍ଚନା ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ଅର୍ଚ୍ଚନା ଆଣିଥିଲେ ଦୁଇ ଜଣ ଯୁବକଙ୍କ ନାମରେ ସାଂଘା-ତିକ ଦୁ-ଷ୍କର୍ମ ଭଳି ଅଭି-ଯୋଗ। ଆଉ ତା ପର ଠାରୁ ଅର୍ଚ୍ଚନା ନାଗ ରୁ ଅର୍ଚ୍ଚନା ସାଜି ଥିଲା ଅର୍ଚ୍ଚନା ନାଗୁଣୀ। ଆଉ ବୋଧେ ହୁଏ ସେଥିପାଇଁ ଅର୍ଚ୍ଚନା ନାଗଙ୍କ ଘର ଉପରେ ଦୁଇଟି ନାଗ ସାପ ନିର୍ମିତ କରାଯାଇଥିବା ଦେଖିବାକୁ ମିଳିଛି।

2008 ମସିହା ପରେ ଅର୍ଚ୍ଚନା ପ୍ର-ତିଶୋ-ଧ ନେବା ପାଇଁ କଳା ସାମାର୍ଯ୍ୟ ଆରମ୍ଭ କରିଥିଲେ। ଆଉ ସେବେ ଠାରୁ ଅର୍ଚ୍ଚନା କେବେ ପଛକୁ ଫେରି ଚାହିଁ ନାହାଁନ୍ତି। ଅର୍ଚ୍ଚନା ଆଉ ଜଗବନ୍ଧୁ ଦୁହେଁ ମିଶି ନେତା ମନ୍ତ୍ରୀ ଆଉ ବଡ଼ ବଡ଼ ଧନୀ ବ୍ୟକ୍ତିଙ୍କୁ ହାତରେ ରଖି ଆରମ୍ଭ କରିଥିବା ସାମାର୍ଯ୍ୟ ଏବେ ତାହା ବହୁତ ବଡ଼ ହୋଇଛି। ଆଉ ଶେଷରେ ଅର୍ଚ୍ଚନାଙ୍କ ନାମରେ ଅଭି-ଯୋଗ ଆସିବା ପରେ ଅର୍ଚ୍ଚନା ଗି-ରଫ ହୋଇ ଜେ-ଲ ଯାଇଛନ୍ତି। ଆଉ ପରେ ସ୍ବାମୀ ଜଗବନ୍ଧୁଙ୍କୁ ମଧ୍ୟ ପୋ-ଲିସ ଗି-ରଫ କରିଥିଲା। ତେବେ ଦେଖିବାକୁ ବାକି ରହିଲା ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ଘଟ-ଣାରେ ଆଉ କେଉଁ କେଉଁ ର-ହସ୍ୟ ସାମ୍ନାକୁ ଆସୁଛି।

Leave a Reply

Your email address will not be published. Required fields are marked *