ଚାକିରୀ ରେ ପଦୋନ୍ନତି ନ ହେବାରୁ ବ୍ୟକ୍ତି ଏମିତି କିଛି ପଦକ୍ଷେପ ନେଇଥିଲେ, ମାଲିକ ସମେତ ସମଗ୍ର ପରିବାରକୁ ମାରିଦେଲେ।

କଠିନ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ ପରିଶ୍ରମର ମୂଲ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅନେକ ଥର ଏମିତି କିଛି ଘଟେ କର୍ମଚାରୀ ନିଜ ପରିଶ୍ରମ ଅନୁଯାୟୀ ଟଙ୍କା ପାଆନ୍ତି ନାହିଁ ତା’ପରେ ସେ ତାଙ୍କ ମାଲିକଙ୍କ ଉପରେ ରା-ଗି ଯାଆନ୍ତି। ଆମେରିକାର ଜଣେ କର୍ମଚାରୀଙ୍କ ସହ ମଧ୍ୟ ସମାନ ଘ-ଟଣା ଘଟିଥିଲା, କିନ୍ତୁ ସେ ରା-ଗିଯାଇ ଯେଉଁ ପଦକ୍ଷେପ ନେଇଥିଲେ ତାକୁ ଶୁଣିବା ପରେ ତୁମ ପାଦ ତଳୁ ମାଟି ଖସିଯିବ।

ଏହି ଘଟ-ଣା ଆମେରିକାରେ ଘ-ଟିଛି। ଯେଉଁଠାରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଚାକିରୀ ରେ ପଦୋନ୍ନତି ନ ହେବାରୁ ସେ ୫ ଜଣଙ୍କୁ ହ-ତ୍ୟା କରିଥିଲେ। ଫାଙ୍ଗ ଲୁ ନାମକ ଏହି ହ-ତ୍ୟାକା-ରୀ ତାଙ୍କ ମାଲିକଙ୍କ ସମେତ ସମଗ୍ର ପରିବାରକୁ ମା-ରି ଦେଲେ।ଫାଙ୍ଗ ଲୁ ତୈଳ କ୍ଷେତ୍ର ସେବା କମ୍ପାନୀ ସ୍ଲୁମ୍ବର୍ଗର୍ ପାଇଁ କାମ କରୁଥିଲେ। ସେ ହ-ତ୍ୟା କରିଥିବା ଲୋକଙ୍କ ଭିତରେ ତାଙ୍କ କମ୍ପାନୀର ବସ୍ ମାଓ, ତାଙ୍କର ୯ ବର୍ଷର ଝିଅ, ୭ ବର୍ଷର ପୁଅ ଏବଂ ପତ୍ନୀ ମେକ୍ସି ମଧ୍ୟ ଥିଲେ। ସେ ସମସ୍ତଙ୍କୁ ଗୁ-ଳି ହ-ତ୍ୟା କରିଥିଲେ। ଏହି ହ-ତ୍ୟାକା-ଣ୍ଡର ପାଖାପାଖି ୮ ବର୍ଷ ବିତିଗଲାଣି, କିନ୍ତୁ ଏତେ ବର୍ଷ ପରେ ଏବେ ଫାଙ୍ଗ ଲୁ ଗି-ରଫ ହେଇଛନ୍ତି।

ହ୍ୟୁଷ୍ଟନ୍ କ୍ରୋନିକଲରେ ପ୍ରକାଶିତ ଏକ ରି-ପୋର୍ଟ ଅନୁଯାୟୀ, ଫାଙ୍ଗ ଲୁ ହ-ତ୍ୟା ପରେ କୁଆଡେ ପଳେଇ ଯାଇଥିଲେ। ହ-ତ୍ୟାକା-ରୀ ଲୁ ଆମେରିକାରୁ ଚାଇନାକୁ ପ-ଳେଇ ଯାଇଥିଲେ ଏବଂ ବର୍ତ୍ତମାନ ପ୍ରାୟ ୮ ବର୍ଷ ପରେ ସେ ଆମେରିକାକୁ ଫେରିଲେ। ଏବଂ ତାପରେ ପୋ-ଲିସ୍ ତାଙ୍କୁ ଗି-ରଫ କଲା।

ଅଭି-ଯୁକ୍ତ ଫାଙ୍ଗ କହିଛନ୍ତି ଯେ ସେ ଅଫିସ୍ ରେ କାମ କରୁଥିବା ସମୟରେ ମାଲିକ ତାଙ୍କୁ ଅପ-ମାନିତ କରିଥିଲେ ଏବଂ ତାଙ୍କୁ ପ୍ରମୋ-ସନ ମଧ୍ୟ ଦେଇ ନଥିଲେ। ସେ ଅନ୍ୟ ବିଭାଗରେ କାମ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ସ୍ଥାନାନ୍ତର କରାଯାଉ ନଥିଲା। ଏଥିପାଇଁ ସେ ରା-ଗିଯାଇ ତାଙ୍କ ମାଲିକ ମାଓଙ୍କ ସମେତ ସମଗ୍ର ପରିବାରକୁ ହ-ତ୍ୟା କରିଦେଲେ। ପୋ-ଲିସ ଅନୁସ-ନ୍ଧାନ କରି ଫାଙ୍ଗ ଲୁଙ୍କୁ ଦୋ-ଷୀ ସାବ୍ୟସ୍ତ କରିଛି, କିନ୍ତୁ କୋର୍ଟରେ ଉପସ୍ଥାପିତ ଦଲିଲ ଅନୁଯାୟୀ ଫାଙ୍ଗ ଲୁ ତାଙ୍କ ବିବୃତ୍ତିକୁ ଅନେକ ଥର ପରିବର୍ତ୍ତନ କରିଛନ୍ତି।

Leave a Reply

Your email address will not be published. Required fields are marked *