ପରିବା ବେପାରୀଙ୍କ ସାଂଘା-ତିକ କା-ଣ୍ଡ,ପରିବା ଉପରେ ପାଣି ବଦଳରେ ପ-ରିଶ୍ରା ଛିଞ୍ଚୁଛନ୍ତି ।

ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପରିବା ବେପାରୀଙ୍କ କାଣ୍ଡ କାରନାମା। ଆଉ ପରିବା ବେପାରୀଙ୍କ ଏପରି କା-ଣ୍ଡ କାର-ନାମା ଯିଏ ଦେଖୁଛନ୍ତି ସେ ପରିବା କିଣିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି। ହଁ ଆଜ୍ଞା ପରିବା ନ ଖାଇବାକୁ ମଧ୍ୟ ଭାବୁଛନ୍ତି। ପରିବା ବେପାରୀ ଙ୍କ ଅଜବ କା-ଣ୍ଡ ବିଷୟରେ ଜାଣିଲେ ହୁଏତ ଆପଣ ମୁଣ୍ଡରେ ହାତ ଦେଇଦେବେ। ଖାଲି ମୁଣ୍ଡରେ ହାତ ଦେବେ ନାହିଁ କହିବେ ହେ ଭଗବାନ ଏମିତି ମଣିଷ ବି ଏ ଦୁନିଆରେ ବାସ କରୁଛନ୍ତି।

ଗ୍ରାହକ ବଜାରକୁ ଯାଇଥାନ୍ତି ତାଜା ପରିବା କିଣିବାକୁ ଯାହା ବାହାରକୁ ସୁନ୍ଦର ଦେଖା ଯାଉଥିବ। ହେଲେ ମାତ୍ର ଏହି ପରିବା ବିକ୍ରି କରୁଥିବା ପରିବା ବ୍ୟବସାୟୀ ଜଣଙ୍କ ଯେ ପରିବାରେ ଏପରି କରୁଥିବେ ତାହା ସମସ୍ତଙ୍କ କଳ୍ପନା ବାହାରେ। ହଁ ଆଜ୍ଞା ଆସନ୍ତୁ ପୁରା ଘ-ଟଣା ଉପରେ ନଜର ପକାଇବା ଉତ୍ତରପ୍ରଦେଶ ବରେଲୀରେ ଜଣେ ବ୍ୟକ୍ତି ପରିବା ଉପରେ ପରି-ସ୍ରା ପକାଇ ବିକ୍ରି କରୁଥିଲେ। ପରିବା ଉପରେ ସାଧାରଣତ ପାଣି ଛିଞ୍ଚା ଯିବା ବା ବ୍ୟବସାୟୀ ମାନେ ପରିବା ଶୁଖିଗଲେ ପାଣି ଛିଞ୍ଚୁଥିବା ଆପଣ ଦେଖିଥିବେ ମାତ୍ର ବ୍ୟବସାୟୀ ଜଣଙ୍କ ପାଣି ବଦଳରେ ପରିବା ଉପରେ ପରି-ଶ୍ରା ଛିଞ୍ଚୁଥିଲେ।

ଏହି ସମୟରେ ଜଣେ ଯୁବକ ବ୍ୟବସାୟୀଙ୍କ ଏପରି କା-ଣ୍ଡ କାର-ନାମାକୁ ମୋବାଇଲରେ କ-ଏଦ କରି ନେଇଥିଲେ। ଆଉ ଏହା ପରେ ଘ-ଟଣା ସଂପ-ର୍କରେ ଲୋକଙ୍କୁ ଅବଗତ କରାଇଥିଲେ ମଧ୍ୟ। ଏହି ଭିଡିଓ ମୋବାଇଲରେ ଭାଇରାଲ ହୋଇଥିଲା ଯିଏ ଭିଡିଓ ଦେଖୁଥିଲେ ସେ ପରିବା ଖାଇବାକୁ ଇଚ୍ଛା ପ୍ରକାଶ କରୁନଥିଲେ। ମଣିଷ ସୁସ୍ଥ ଶରୀର ପାଇଁ ସତେଜ ପରିବା ଖାଇଥାନ୍ତି ମାତ୍ର ଏଠାରେ କିନ୍ତୁ ବ୍ୟବସାୟୀ ଜଣଙ୍କ ମଣିଷ ମାନଙ୍କୁ ସୁସ୍ଥ ରଖିବା ପରିବର୍ତ୍ତେ ଅସୁସ୍ଥ କରିଦେବେ ବୋଲି କହି ନିକଟସ୍ଥ ଲୋକେ ମୁଣ୍ଡରେ ହାତ ଦେଉଥିଲେ। ଏ ଘ-ଟଣା ସଂପ-ର୍କରେ ଯିଏ ଜାଣୁଥିଲେ ସେ କହୁଥିଲେ ପରିବା ବେପାରୀ ପଇସା ନେଇ ପରିବା ଦେଉଛନ୍ତି ହେଲେ ଏହା ପରେ ବି କଣ ପାଇଁ ମଣିଷଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବ୍ୟବସାୟୀ ଜଣଙ୍କ।

ସେପଟେ ଏହି ଘଟ-ଣାର ଭିଡିଓ ବେଶ ଭାଇରାଲ ହେବା ପରେ ସ୍ଥାନିୟ ଲୋକେ ଏ ଘ-ଟଣା ସଂପ-ର୍କରେ ପରିବା ବ୍ୟବସାୟୀ ଙ୍କୁ ପଚାରିଥିଲେ ହେଲେ ପ୍ରଥମେ ବ୍ୟବସାୟୀ ଜଣଙ୍କ ମାନୁ ନଥିବା ବେଳେ ପରେ ବ୍ୟବସାୟୀ ଜଣଙ୍କ ଭିଡିଓ ଦେଖି ମାନି ଥିଲେ ଓ କହିଥିଲେ କି ମୋ ଭୁଲକୁ ମୁଁ ସ୍ୱୀ-କାର କରୁଛି ଆଗକୁ ଆଉ ଏପରି ଭୁଲ ହେବ ନାହିଁ।

ହେଲେ ସ୍ଥାନୀୟ ଲୋକେ କିନ୍ତୁ ସେହି ଭୁଲ ପାଇଁ ବେବସାୟୀଙ୍କୁ ଉଚିତ ଶା-ସ୍ତି ଦେଇଥିଲେ ବ୍ୟବସାୟୀ ଜଣଙ୍କ ଆଗକୁ ଏପରି କାର୍ଯ୍ୟ ପୁନର୍ବାର କରିବେ ବୋଲି ଭାବି ନିକଟସ୍ଥ ଥା-ନାରେ ଅଭି-ଯୋଗ କରିଥିଲେ। ଅଭି-ଯୋଗ ପାଇ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଏ ସମ୍ପ-ର୍କରେ ବ୍ୟବସାୟୀ ଜଣଙ୍କୁ ପଚ-ରା ଉ-ଚୁରା କରିଥିଲେ। ଆଉ ଏହା ପରେ ପୋ-ଲିସ ଜି-ମାରେ ରହିଥିଲେ ବ୍ୟବସାୟୀ।

ଏହି ଘଟ-ଣା ଉତ୍ତରପ୍ରଦେଶ ବରେଲୀର ପ୍ରେମ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ପରିବା ବିକ୍ରି କରୁଥିଲେ। ଏବେ ବି ସେଠାକାର ଲୋକଙ୍କ ନିକଟରେ ଏହି ଭିଡିଓ ଥିବା କୁହାଯାଉଥିବା ବେଳେ। ବର୍ତ୍ତମାନ ବଜାରରୁ ପରିବା କିଣିବା ସମୟରେ ଲୋକେ ଘୃ-ଣା କରୁଛନ୍ତି କାରଣ ଲୋକେ ଏଭଳି ଭିଡିଓ ଦେଖିବା ପରେ ପରିବା ଖାଇବାକୁ ମଧ୍ୟ ଇଚ୍ଛା କରୁ ନାହାଁନ୍ତି। ଆଉ ଏହି ଘଟ-ଣାକୁ ନେଇ ବ୍ୟବସାୟୀକୁ ଉଚିତ ଶା-ସ୍ତି ଦେବାକୁ ପୋ-ଲିସ ବ୍ୟବସାୟୀଙ୍କୁ ଗି-ରଫ କରି ତାଙ୍କ ବିରୋ-ଧରେ ଆଇପିସି ଧା-ରା ୧୫୩ ଏ, ୨୯୫, ୨୬୯ ଏବଂ ୨୭୦ ଦ-ଫା ଲଗାଇଛି। ଏହା ପରେ ଏହି ପରି କାର୍ଯ୍ୟ ଭିଆଇବା ପୂର୍ବରୁ ଆଉ କେହି ଶହେ ଥର ଚିନ୍ତା କରିବା ସହ ସାହାସ କରିବେ ନାହିଁ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *