ଗ୍ରାହକ ମାନଙ୍କ ପାଇଁ ଖୁସି ଖବର , ପୁଣି ଖୋଲିବ କିଶୋର ମୋଟନ୍

ବିଏମସି ଦ୍ଵାରା କିଛି ଦିନ ପୂର୍ବରୁ ସାରା ଭୁବନେଶ୍ବରରେ ଖାଦ୍ୟ ସୁର-କ୍ଷା କୁ ଯା-ଞ୍ଚ କରା ଯାଉଥିଲା । ବିଏମସି ର ଏକ ଟିମ୍ ଭୁବନେଶ୍ୱରରେ ଛାନଭିନ କରି ଦେଇଥିଲେ । ଆଉ କିଛି ହୋଟେଲ ଉପରେ ଚଢାଉ କରି ବନ୍ଦ ମଧ୍ୟ କରି ଦେଇଥିଲେ । ତେବେ ଏହାରି ମଧ୍ୟରେ ରହି ଯାଇଥିଲା ଭୁବନେଶ୍ୱର ତଥା ବାହାର ଲୋକ ମାନଙ୍କର ପସନ୍ଦ ହୋଟେଲ କିଶୋର ଭାଇନା ମୋଟନ୍ ।

ବିଏମସିର ଏକ ଟିମ୍ ଆସି ଏହି ହୋଟେଲ ଉପରେ ଚଢାଉ କରିଥିଲା ଆଉ ଏହାର ଅସ୍ୱଚ୍ଛ ଖାଦ୍ୟ ବ୍ୟବସ୍ଥା ଉପରେ ଯା-ଞ୍ଚ କରିଥିଲା ଆଉ କହିଥିଲା କି , ଖାଦ୍ୟରେ ଶସ୍ ମିଶିବା ସହିତ ଏକ୍ସପାରି ତାରିଖ ପଳାଇ ଥିବା ଜିନିଷ ବ୍ୟବହାର କରାଯାଉଥିଲା । ଏହାପରେ ବିଏମସି ଦଳ ହୋଟେଲ ବନ୍ଦ କରି ଦେଇଥିଲେ ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ , ତା ପରଦିନ ସେମାନେ ବିନା ନୋଟିସରେ ହୋଟେଲ ଭା-ଙ୍ଗି ଦେଇଥିଲେ ।

ତେବେ ଏହାପରେ ହୋଟେଲ ମାଲିକ କିଶୋର ଭାଇନା ଅତ୍ୟନ୍ତ ମନ ଦୁଃ-ଖ କରି ଗାଆଁ କୁ ଫେରି ଯିବେ ବୋଲି ଭାବିଥିଲେ ଆଉ କିଶୋର ମୋଟନକୁ ଭଲ ପାଉଥିବା ଲୋକ ନିରାଶ ହୋଇ ଯାଇଥିଲେ । ତେବେ ଏହାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଅଛି । ଆଉ ବ୍ୟସ୍ତ ହେବାର ନାହିଁ । କିଶୋର ଭାଇନା ଆଉ ଘରକୁ ଯିବେ ନାହିଁ । ପୁଣିଥରେ ହାଣ୍ଡି ବସିବ ଆଉ ପୁଣି ଥରେ ସେହି ଗମ୍ ଗମ୍ ହୋଇ କ୍ଵିଣ୍ଟାଲ କ୍ଵିଣ୍ଟାଲ ମୋଟନ ଫୁଟିବ ।

କାରଣ କିଶୋର ମୋଟନର ନୂଆ ଠିକଣା ଆସିଯାଇଛି । ପୁଣିଥରେ ନୂଆ ଲାଇ-ସେନ୍ସ ସହିତ ନୂଆ ଜାଗାରେ ଖୋଲା ହେବ କିଶୋର ମୋଟନ । ତାହା ପୁଣି ବେଶୀ ଦୂର ନୁହେଁ । ସେହି ଆପୋଲୋ ହସ୍ପିଟାଲ ଏବଂ ଦୂରଦର୍ଶନର ଆଖାପଖରେ କିଶୋର ମୋଟନ ଦୋକାନ ଖୋଲାଯିବ । ଆଉ ପୁଣି ଥରେ ଲୋକ ମାନଙ୍କର ଭିଡ ଲାଗିବ ।

Leave a Reply

Your email address will not be published. Required fields are marked *