ସେ ଟୋକାର ପ୍ରବଳ ଦୋ-ଷ,ଝିଅ ମାନେ ମିଶି ବାନ୍ଧିକି ବାଡେ-ଇବା ଉଚିତ।

ଏ ଗୀତ ଗାଇଥିବା କଳାକାର ଜଣଙ୍କ ବିରାଟ କଳାକାର ହୋଇଥିବେ। ଆଉ ଗୀତ ଗାଇଥିବା କଳାକାର ଜଣଙ୍କ ସବୁ ପୋଖରୀରେ ଗାଧେଇଥିବେ ନିଶ୍ଚିତ ନହେଲେ ଏତେ ଅନୁଭୂତି କୋଉଠି ଥାନ୍ତା। ଆଉ ଝିଅ ମାନଙ୍କ ପାଖରୁ ଏ ନିହାତି ମା-ଡ଼ ଖାଇଥିବେ ନିଶ୍ଚିତ ନହେଲେ ସବୁ ଝିଅ ମାନେ ତାର ଶାଳୀ କିପରି ହେଲେ। ଜଣେ କଳାକାର ହୋଇ ଆମ ଓଡିଶାରେ ଜନ୍ମ ନେଇ କିପରି ଆମ ଝିଅଙ୍କୁ ଗୀତରେ ଏମିତି କହି ପାରିଲା। ସବୁ ଝିଅ ମାନେ ତାର କଣ ଶାଳୀ ହେବେ ? ଏନେଇ ଜଣେ ମହିଳା ଗଣ ମାଧ୍ୟମରେ କହିଛନ୍ତି କି ମୁଁ ବୁଝି ପାରୁନି ଯୁବକ ଏତେ ଅନୁଭୂତି କେଉଁଠୁ ଆଣିଲେ।

ଝିଅ ମାନଙ୍କ ଉପରେ ଏତେ ଅନୁଭୂତି ଯେ କୋଉ ଝିଅ କଣ କରୁଛି କୋଉ ଝିଅ କେମିତିକା କିଏ ମୋଟା କିଏ ପତଳା,କିଏ ଗୋରୀ କିଏ କାଳୀ ସବୁ ଝିଅଙ୍କ ଉପରେ ଗୀତ କରିଛି। ଏନେଇ ଜଣେ ମହିଳା କହିଛନ୍ତି କି ଏହା ଆମ ଝିଅ ମାନଙ୍କ ପାଇଁ ଅପ-ମାନ। ଏହି ଗୀତକୁ ବ୍ୟା-ନ କରାଯିବା ଆବଶ୍ୟକ। ଆଉ ସବୁ ଜିଲ୍ଲାର ଝିଅ ମାନଙ୍କୁ ଗୋଟି ଗୋଟି କରି ତା ସାମ୍ନାକୁ ଆଣିବା ଦରକାର ଝିଅ ମାନେ ଜଣାଇ ଦେବେ ଝିଅ ମାନଙ୍କ ସମ୍ମାନ ଉପରେ ଆଞ୍ଚ ଆସିଲେ ସେମାନେ କଣ କରି ପାରନ୍ତି।

ଏହି ଗୀତକୁ ନେଇ ରାଜ୍ୟ ଉଠୁଛି ପଡୁଛି। ଆଉ ସେହି ଗୀତ ଭାଇରାଲ ହେବା ପରେ ଏବେ ଗୀତ ଗାଇଥିବା ବ୍ୟକ୍ତିଙ୍କୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଲାଗି ରହିଛି। କେଉଁଠି ଝିଅ ମାନେ ତାତି ଉଠୁଛନ୍ତି ତ ଆଉ କେଉଁଠି ମା ମାନେ ତାତି ଉଠୁଛନ୍ତି। ହେଲେ ଏହି ସବୁ ଭିତରେ ଗୀତ ଗାଇଥିବା କମେଡି କଳାକାର ଜଣଙ୍କ ନିଜ ଭୁଲକୁ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର କରୁ ନାହାଁନ୍ତି।

ଗୀତ ଗାଇଥିବା ଅଭିନେତା ଜଣଙ୍କ କ୍ଷୋଭ ପ୍ରକାଶ କରୁଥିବା ବେଳେ ମନରେ ଦୁଃ-ଖ ରଖିଛନ୍ତି କି ତାଙ୍କର ଗୀତ ପ୍ରତି କୌଣସି ଉ-ଦ୍ୟଶ ଖରାପ ନଥିଲା ହେଲେ କାହିଁକି ଲୋକେ ତାଙ୍କ ଗୀତକୁ ବି-ରୋଧ କଲେ ବୋଲି ଭାବି ଗଣ ମାଧ୍ୟମରେ ପ୍ରତି-କ୍ରିୟା ଦେବା ସମୟରେ ମନ ଦୁ-ଖ କରିଥିଲେ। ହେଲେ ମହିଳା କହୁଛନ୍ତି କି ଗୀତ ଗାଇଥିବା ଯୁବକଙ୍କୁ ମା-ଡ଼ ଦରକାର । ଆଉ କେହି ନୁହନ୍ତି ଯେଉଁ ଯେଉଁ ଆଇଟମ ଗୁଡା କୁହାଯାଇଛି ସେହି ଆଇଟମ ମାନେ ଏକାଠି ହେଲେ ଯୁବକଙ୍କୁ ଶିଖାଇ ଦେବେ କି ଝିଅ ମାନଙ୍କୁ କେଉଁ ଭଳି ସମ୍ମାନ ଦେବାକୁ ପଡେ। ଝିଅ ମାନଙ୍କ ସହ କିପରି ବ୍ୟବହାର କରିବାକୁ ହୁଏ।

ଝିଅ ମାନେ ଆଦୌ ଆଇଟମ ନୁହନ୍ତି ଝିଅ ମାନଙ୍କୁ ଓଡ଼ିଆ ଘରେ ମା ବୋଲି ସମ୍ବୋଧନ କରାଯାଏ। ମା ଅର୍ଥ ମା ଲକ୍ଷ୍ମୀଙ୍କୁ ବୁଝାଯାଏ ତେଣୁ ଝିଅ ମାନଙ୍କୁ ଏଭଳି ଆଇଟମ କହି ଗୀତ ଗାଇବା ସମୟରେ କିପରି ଭୁଲି ଗଲେ ଘରେ ବି ମା ଭଉଣୀ ସ୍ତ୍ରୀ ଅଛନ୍ତି ବୋଲି। ତାଙ୍କର ବି ମା ଭଉଣୀ ଦିନେ ଝିଅ ଥିଲେ ଆଉ ଆଜି ସ୍ତ୍ରୀ ହୋଇଛନ୍ତି ତେଣୁ ସାରା ଜିଲ୍ଲାର ଝିଅଙ୍କୁ ନେଇ ଯେତେବେଳେ ଗୀତ ଗାଇଲେ ଘରେ ମା ସ୍ତ୍ରୀ ଭଉଣୀଙ୍କ କଥା ମନେ ପଡ଼ିଲାନି କେମିତି ବୋଲି ପ୍ରଶ୍ନ କରିଛନ୍ତି। ମହିଳା ଜଣଙ୍କ ଗଣମାଧ୍ୟମରେ ଆହୁରି କହିଛନ୍ତି କି ଏ ଯୁବକଙ୍କୁ ସମସ୍ତେ ବହେ ଉତ୍ତମ ମଧ୍ୟମ ଦେଇଛନ୍ତି ଯାହା ଫଳରେ ଝିଅ ମାନଙ୍କୁ ନେଇ ସେ ଏଭଳି ଗୀତ କରିବାକୁ ସାହସ କରିଛନ୍ତି। ତେଣୁ ତାଙ୍କୁ ଧରିକି ବାନ୍ଧି ରଖିବା ସହ 30 ମାସ 30 ଟି ଜିଲ୍ଲାର ଲୋକେ ବାନ୍ଧିକି ରଖିବାକୁ ମହିଳା ଜଣଙ୍କ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ଝିଅ ମାନଙ୍କ ଉପରେ ଗୀତ ଗାଇ ଫ-ସିଗଲେ ଯୁବକ। ପ୍ରଥମେ ଟିକଟକ ରେ ଭାଇରାଲ ହେବା ପରେ ନିଜେ ଗୀତ ଗାଇ ଗୀତ ଅପଲୋଡ଼ କଲେ ଆଉ ତା ପରେ ଯୁବକ ଭାବି ନଥିଲେ ଯେ ସେହି ଗୀତକୁ ନେଇ ଯୁବକଙ୍କୁ ଏତେ ସବୁକୁ ସାମ୍ନା କରିବାକୁ ପଡିବ। ଆଉ ଯୁବକ ଜଣଙ୍କ ବର୍ତ୍ତମାନ ନିଜର ଭୁଲକୁ ମାନିଥିବା ବେଳେ ସେ କହିଥିଲେ କି ମୁଁ ଜାଣିନଥିଲି ଗୀତକୁ ନେଇ ଏପରି କିଛି ହେବ ବୋଲି ଏହା ପୂର୍ବରୁ ଝିଅ ମାନଙ୍କ ଉପରେ ଗୀତ ଆସିଛି ହେଲେ ମୁଁ ଗାଇଥିବା ଗୀତକୁ ବି-ରୋଧ କରାଗଲା। ସେପଟେ ଏହି ଗୀତକୁ ନେଇ ମହିଳା ଓ ଯୁବତୀ ମାନେ ଥା-ନାର ଦ୍ୱାରସ୍ଥ ହୋଇଥିବା ବେଳେ ଯୁବକଙ୍କୁ ଗି-ରଫ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *