ସୌନ୍ଦର୍ଯ୍ୟକୁ ଭଲ ପାଉଥିଲେ ଅର୍ଚ୍ଚନା। କୁଆଡେ ଅର୍ଚ୍ଚନାଙ୍କର ରାତା ରାତି କୋଟି ପତି ହେବାକୁ ଯେତିକି ଇଚ୍ଛା ଥିଲା ରାତା ରାତି ଗୋରୀ ହୋଇ ସୁନ୍ଦରୀ ହେବାକୁ ମଧ୍ୟ ତାଙ୍କର ସେତିକି ମନ ଥିଲା। ଅର୍ଚ୍ଚନାଙ୍କର ଟଙ୍କା ପ୍ରତି ଯେତିକି ଦୁର୍ବ-ଳତା ଥିଲା ସେତିକି ଧନୀ ହେବା ପାଇଁ ମଧ୍ୟ ଦୁର୍ବ-ଳତା ଥିଲା। ଆଉ ସୁନ୍ଦରୀ ହେବା ପାଇଁ ଅର୍ଚ୍ଚନାଙ୍କୁ ଏହି ସହର କରିଥିଲା ବେଶ ସାହାଯ୍ୟ। ଥିଲେ କଳା ହେଲେ ଗୋରା। ଆଉ ଗୋରା ହେବା ପରେ ସେହି ସୁନ୍ଦର ଚେହେରା ଅର୍ଚ୍ଚନାଙ୍କୁ ଲକ୍ଷ ପତି କରିଦେଲା।
ବାସ ତା ପରେ ଅର୍ଚ୍ଚନା ଆରମ୍ଭ କଲେ ନିଜର କେଳେଙ୍କାରୀ ର ସାମାର୍ଯ୍ୟ। ଆଉ ଅର୍ଚ୍ଚନାଙ୍କ ସେହି ଗୋରା ତକ ତକ ଦେହକୁ ଯେଉଁ ନେତା ମନ୍ତ୍ରୀ ଦେଖୁଥିଲେ ତାଙ୍କର ଲୋ-ଭ ହେଉଥିଲା ନିଜକୁ ଆଦୌ ସମ୍ଭାଳି ପାରୁ ନଥିଲେ। ଏପରିକି ଅର୍ଚ୍ଚନାଙ୍କ ପାଖକୁ ଧାଇଁ ଆସୁଥିଲେ ଆଉ ଖାଦ୍ୟ ଅନେଶ୍ୱରଣରେ ଆସି ହାତୀ ଶିକା-ରୀର ଜା-ଲରେ ପଡିବା ଭଳି ଅର୍ଚ୍ଚନାର ଜା-ଲରେ ପଡୁଥିଲେ କୋଟି ପତି ବ୍ୟବସାୟୀ ମାନେ।
କଳାହାଣ୍ଡି ରୁ କ-ଳାଦେ-ହ ନେଇ ମୁମ୍ବାଇ ଯାଇଥିଲି ଆଉ ସେଠାରେ ବହୁତ କସରତ କରି ଗୋରା ହେଇ ରାଜଧାନୀକୁ ଫେରିଲି ରାଜଧାନୀର ଚାକ ଚକ୍ୟ ସହର ଭିତରେ ମୁ ମଧ୍ୟ ଚକ ଚକ କରିବାକୁ ଲାଗିଲି। ଆଉ ମୋ ଭିତରେ ଗୋଟେ ଗୁଣ ଥିଲା ମୁଁ ଯାହାକୁ ଚାହୁଁଥିଲି ତାକୁ ପ-ଟାଇ ଦେଉଥିଲି।
ହଁ ଆଜ୍ଞା ଅର୍ଚ୍ଚନା ଏମିତି ଯାଦୁ ଜାଣିଥିଲେ ଅର୍ଚ୍ଚନାଙ୍କ ପାଖରେ ଏପରି ଯାଦୁ ଥିଲା ଯେ ସେ ଯାହାକୁ ଚାହୁଁଥିଲେ ତାକୁ ଫ-ସାଇ ଦେଉଥିଲେ ଆଉ ସେଥିପାଇଁ ଅର୍ଚ୍ଚନା ଧନୀ ବ୍ୟକ୍ତି ମାନଙ୍କୁ ଗୋଟେ ଚୁଟିକିରେ ଫ-ସାଇ ଦେଇ ତା ପରେ ଲୁ-ଟି ଚାଲୁଥିଲେ। ଆଉ ଯିଏ ଅର୍ଚ୍ଚନାଙ୍କ ଜା-ଲରେ ଫ-ସୁଥିଲେ ମୁଣ୍ଡ କାନ ଆଉଁଶି ହେଉଥିଲେ କାରଣ କୁଆଡେ ଅର୍ଚ୍ଚନାଙ୍କ ଯା-ଲରୁ ମୁକୁଳିବା ଥିଲା ବହୁତ କ-ଷ୍ଟ।
ଦିନେ ଅର୍ଚ୍ଚନା ଥିଲେ ଅମାବାସ୍ୟାର ଅନ୍ଧାର ପରି ହେଲେ ସେ ମୁମ୍ବାଇ ଯିବା ପରେ ହେଇଗଲେ ପୂର୍ଣ୍ଣିମାର ଜହ୍ନ ଭଳି। ଆଉ ତା ପରେ ଅର୍ଚ୍ଚନାଙ୍କ ରଙ୍ଗୀନ ରୂପ ଦେଖି ଲାଗିଥିଲା ବଡ଼ ବଡ଼ିଆଙ୍କ ଲମ୍ବା ଲାଇନ। ଶୁଣିବାକୁ ମିଳୁଛି ଦିନେ ଅର୍ଚ୍ଚନା କଳା ଥିଲେ ଆଉ ସେହି କଳା ଶରୀରକୁ ସେ ଆଦୌ ପସନ୍ଦ କରୁନଥିଲେ ସେଥିପାଇଁ ଅର୍ଚ୍ଚନା ମୁମ୍ବାଇ ଯାଇଥିବା ବେଳେ ସେଠାରୁ ଏକ ଦମ ପୂର୍ଣ୍ଣିମାର ଜହ୍ନ ହୋଇ ଫେରିଥିଲେ।
ଯେତେବେଳେ ଅର୍ଚ୍ଚନା କଳା ଥିଲେ ସେ ତାଙ୍କ ଲକ୍ଷ ପୂରଣ କରି ପାରୁ ନଥିଲେ କାରଣ ଅର୍ଚ୍ଚନାଙ୍କ କଳା ଚେହେରାରେ କୁଆଡେ କେହି ଆକର୍ଷିତ ହେଉନଥିଲେ ଶେଷରେ ବାଧ୍ୟ ହୋଇ ଅର୍ଚ୍ଚନା ଅନେକ ପରିଶ୍ରମ କରି କଲାରୁ ହୋଇଗଲେ ଧଳା। ଆଉ ଗୋରା ହେବା ପରେ ଟାର୍ଗେ-ଟରେ ଥିଲେ ଧନୀ ଘରର ବଡ଼ ବଡ଼ ବଡ଼ିଆ ବାବୁ। ଏ ସବୁ ସମ୍ଭବ ହେଲା ମୁମ୍ବାଇ ସହର ପାଇଁ। ଦୁଇଟି ସହର ମତେ ବଦଳାଇ ଦେଇଥିଲା।
ଧନ୍ୟବାଦ ମୁମ୍ବାଇ ମତେ କଳାରୁ ଗୋରା କଲୁ। ଆଉ ଧନ୍ୟବାଦ ଭୁବନେଶ୍ୱର ମୋ ସ୍ୱପ୍ନ ମୋ ଆଶା ଆଉ ମୋ ଆକାଂକ୍ଷାକୁ ପୂରଣ କଲୁ। ତତେ ଧନ୍ୟ ନ ଦେଇ ରହି ପାରିବି ନାହିଁ କାରଣ ମୁଁ କଣ ଥିଲି ତୁ ମତେ କଣ କରିଦେଲୁ। ଦର୍ଶକ ବନ୍ଧୁ ଅର୍ଚ୍ଚନା କୁଆଡେ ଛୋଟ ଦିନୁ ଏତେ ସୁନ୍ଦରୀ ନଥିଲେ ହେଲେ ଅର୍ଚ୍ଚନାଙ୍କର ସୁନ୍ଦରୀ ହେବାକୁ ଥିଲା ପ୍ରବଳ ଇଚ୍ଛା। କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଉ କଠୋର ପରିଶ୍ରମ ଆଗରେ ସବୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ।
ତେଣୁ ଅର୍ଚ୍ଚନାଙ୍କ ଦୃଢ ଇଚ୍ଛା ଅର୍ଚନାଙ୍କୁ ସୁନ୍ଦରୀ କରିବାରେ ସାହାଯ୍ୟ କରିଥିଲା। ଆଉ ଗୋଟିଏ ଗୁ-ଳିରେ ଦୁଇଟି ଶି-କାର କରିବା ଭଳି ଅର୍ଚ୍ଚନା ସୁନ୍ଦରୀ ହେବା ସହିତ ଧନୀ ମଧ୍ୟ ହୋଇଗଲେ। ହେଲେ ଏବେ ସବୁକିଛି ବଦଳି ଗଲା। ଜେଲରେ ରହି ଅନୁତାପ କରୁଛନ୍ତି ଭୁଲ ହେଇଗଲା କି ଆଉ ସୁନ୍ଦରୀ ହେଇ।