ମୁଁହ ଖୋଲିଲେ ଓକିଲ ବ୍ୟୋମକେଶ ତ୍ରିପାଠୀ , କହିଲେ ମୋତେ ଲାଗୁଛି ହ୍ୟୁମାନଙ୍କ ଠାରୁ ତାଙ୍କ ସ୍ତ୍ରୀ ଅଧିକ ମ-ଦ ପିଅନ୍ତି

ଦୀର୍ଘ ଦିନ ଧରି ଷ୍ଟାର ଦମ୍ପତି ବି-ବାଦ ଚାଲି ଆସିଛି । ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଉଭୟଙ୍କ ପାରିବାରିକ ବି-ବାଦ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମତାନ୍ତର ଆରମ୍ଭ ହୋଇଥିଲା । ଆଉ ତାପରେ ନିଜ ସ୍ବାମୀଙ୍କୁ ଦୋ-ଷୀ ସାବ୍ୟସ୍ତ କରି ଗାୟିକା ଶ୍ରୀୟା ମିଶ୍ର କିଛି ଦିନ ଆଗରୁ ଥା-ନାର ଦ୍ଵାରସ୍ଥ ହୋଇଥିଲେ ।

ଆଉ ନିଜ ସ୍ୱାମୀଙ୍କ ନାମରେ ଅଭି-ଯୋଗ ଆଣିଥିଲେ କି , ତାଙ୍କୁ ମାନସିକ ଏବଂ ଶାରୀ-ରିକ ନିର୍ଯ୍ୟା-ତନା ଦିଆ ଯାଇଛି । ଆଉ ଏହି ନିର୍ଯ୍ୟା-ତନା ତାଙ୍କ ସ୍ଵାମୀ ତାଙ୍କୁ ମ-ଦ ପିଇ କରି ଆସି ଦେଉଛନ୍ତି । କେବଳ ଏତିକି ନୁହେଁ , ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ମାଗୁଛନ୍ତି । ତେଣୁ ଦୀର୍ଘ ବର୍ଷ ଧରି ସେ ଯେଉଁ କଷ୍ଟ ସହି ଆସୁଛନ୍ତି , ତାହା ଆଉ ସହି ପାରିଲେ ନାହିଁ ।

ଗାୟିକା ଶ୍ରୀୟା ମିଶ୍ର ସିଧାସଳଖ ଯାଇ ଥାନାରେ ପହଞ୍ଚି ଯାଇ ସ୍ଵାମୀ ତଥା ବିଶିଷ୍ଟ ଗାୟକ ହ୍ୟୁମାନ ସାଗରଙ୍କ ନାମରେ ଆଣିଥିଲେ ଏପରି ଅଭି-ଯୋଗ । ଯାହା ସମସ୍ତ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ହଠାତ୍ କେହି ଏହି କଥା ବିଶ୍ୱାସ କରି ପାରି ନଥିଲେ । ତେବେ ଖାଲି ଏତିକି ନୁହେଁ , ଶ୍ରୀୟାଙ୍କ ବ୍ୟତୀତ ତାଙ୍କ ବାପା ମାଆ ମଧ୍ୟ ଥାନା ଯାଇ ପହଞ୍ଚି ଥିଲେ ଆଉ କହିଥିଲେ କି , ତାଙ୍କ ଝିଅ ଆଉ ହ୍ୟୁମାନଙ୍କ ପାଖରେ ରହି ପାରିବ ନାହିଁ ।

କାହିଁକି ନା ଏତେ ବର୍ଷ ହେଲାଣି ଝିଅ ତାଙ୍କର ଅନେକ କଷ୍ଟ ସହି ଆସୁଛି , କିନ୍ତୁ ଏବେ ଆଉ ସହିବ ନାହିଁ । କିନ୍ତୁ ପରେ ଥା-ନାରେ ଯାଇ ହ୍ୟୁମାନ ଯାଇ ପହଞ୍ଚି ଥିଲେ ଆଉ ତାଙ୍କ ନାମରେ କରା ଯାଇଥିବା ସମସ୍ତ ଅଭି-ଯୋଗକୁ ଖ-ଣ୍ଡନ କରିଥିଲେ ଆଉ କହିଥିଲେ କି , ସେ ଏପରି କିଛି ବି କାମ କରି ନାହାଁନ୍ତି ।

ତେବେ ବର୍ତ୍ତମାନ ବରିଷ୍ଠ ଆଇ-ନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି କଥା ବାବଦରେ ମୁଁହ ଖୋଲିଛନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ହ୍ୟୁମାନ ସାଗରଙ୍କ ସପକ୍ଷରେ କଥା କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ହ୍ୟୁମାନ ସାଗର ସମ୍ପୂର୍ଣ୍ଣ ଭାବରେ ନି-ର୍ଦ୍ଦୋଷ ଅଟନ୍ତି । ସେ କିଛି ବି ଭୁଲ କରି ନାହାନ୍ତି । ତାଙ୍କୁ ଜାଣି ଶୁଣି ଆଉ ଏକ ଯୋଜନାଗତ ହଇ-ରାଣ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି ।

ଆଉ ଏଥିରେ ତାଙ୍କ ସ୍ତ୍ରୀଙ୍କ ସହିତ , ଶାଶୁ , ଶଶୁର ସମସ୍ତେ ଜଡିତ ଅଛନ୍ତି । ତାଙ୍କ କହିବା ଅନୁଯାୟୀ , ହ୍ୟୁମାନ ସାଗରଙ୍କ ତ ଶ୍ରୀୟା ମିଶ୍ରଙ୍କୁ ପାଖରେ ରଖିବା ପାଇଁ ହଁ କହୁଛନ୍ତି କିନ୍ତୁ କାହିଁକି ଶ୍ରୀୟା ମନା କରି ଦେଉଛନ୍ତି। ଏହା ପଛରେ ନିଶ୍ଚିତ ଭାବରେ କିଛି ନା କିଛି କାରଣ ରହିଛି , ଯେଉଁଥି ପାଇଁ ସେ ମନା କରୁଛନ୍ତି ।

ଆଉ ଏଥିରେ ତାଙ୍କ ବାପା ମାଆ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ନିଜ ଝିଅର ପାରିବାରିକ ମାମ-ଲାରେ ସେମାନେ କାହିଁକି ମୁଣ୍ଡ ପୁରାଉଛନ୍ତି । ସେମାନେ ନିଜ ଝିଅର ଘରକୁ ଭାଙ୍ଗିବାରେ ଲାଗିଛନ୍ତି , ସେଥିପାଇଁ ତ କହୁଛନ୍ତି ଆମ ଝିଅ ତାଙ୍କ ପାଖରେ ଆଉ ରହିପାରିବ ନାହିଁ । ସେମାନେ ହେଲେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ତୃତୀୟ ଲୋକ ।

ବ୍ୟୋମକେଶ ତ୍ରିପାଠୀ କହିଛନ୍ତି କି , ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଘରୋଇ ମାମ-ଲା ସମାଧାନ ହୋଇ ଯାଇ ତେବେ ଭଲ କଥା ଆଉ ଯଦି ନ ହୁଏ , ତେବେ ପରସ୍ପରର ସହମତିରେ ଛା-ଡ଼ପ-ତ୍ର ହୋଇଯିବ । କିନ୍ତୁ ଏଥିରେ ସ୍ଵାମୀ ସ୍ତ୍ରୀ ଛଡ଼ା ଆଉ କେହି କଥା କହିବା କିମ୍ବା ମତ ରଖିବା ଅପ-ରାଧ ଅଟେ । ଏଭଳି କାମ ଆଦୌ ଠିକ୍ ନୁହେଁ ।

Leave a Reply

Your email address will not be published. Required fields are marked *