ପ୍ରେମ ମାନେ ଫିଜିକାଲ ରିଲେସନ ନୁହେଁ ।

ବର୍ତ୍ତମାନର ଯୁବ ପିଢିଙ୍କ ପାଇଁ ଭଲ ପାଇବାର ମାନେ ହେଉଛି ଶାରି-ରୀକ ସ-ମ୍ପର୍କ। ବର୍ତ୍ତମାନର ଯୁବ ପିଢିଙ୍କ ପାଇଁ ପ୍ରେମ ମାନେ ଶରୀର ସହ ଖେଳିବା। ରାତି ରାତି ଏକାଠି ବିତାଇବା ଆଉ ଶେଷରେ ଶରୀର ସହ ଖେଳିବା ପରେ ଝିଅଙ୍କୁ ଖେଳଣା ଭାବି ଶରୀରକୁ ଉପଭୋଗ କରି ଅଧା ରାସ୍ତାରେ ଛାଡି ଚାଲିଯିବା। ହେଲେ ବନ୍ଧୁଗଣ ପ୍ରେମର ମାନେ କିଛି ଯୁବ ପିଢିଙ୍କ ପାଇଁ ଏପରି ହୋଇଥିବା ବେଳେ ସମସ୍ତେ କିନ୍ତୁ ଏପରି ନୁହଁନ୍ତି।

ଏପରି କିଛି ପ୍ରେମୀ ଯୁଗଳ ଅଛନ୍ତି,ଏପରି କିଛି ପ୍ରେମିକ ପ୍ରେମିକା ଯେଉଁ ମାନେ ପବିତ୍ର ପ୍ରେମ କଣ। ପବିତ୍ର ପ୍ରେମର ମାନେ କଣ ତାହା ବେଶ ଭଲ ଭାବରେ ବୁଝିଛନ୍ତି। ଆଉ ସେହି ମାନେ ପବିତ୍ର ପ୍ରେମର ଜ୍ୱ-ଳନ୍ତ ଉଦାହରଣ ମଧ୍ୟ ସାଜିଛନ୍ତି। ସେହି ପବିତ୍ର ପ୍ରେମର କାହାଣୀ ବର୍ତ୍ତମାନ ଆମେ ଆପଣଙ୍କୁ କହିବୁ।

ବନ୍ଧୁଗଣ ଅନେକ ଥର ଶୁଣିଥିବେ ପ୍ରେମ ପବିତ୍ର ପ୍ରେମ ସାଶ୍ୱତ ପ୍ରେମ ଚିରନ୍ତନ। ପ୍ରେମ ଦେଖେନି ଜାତି ଧର୍ମ ବର୍ଣ୍ଣ କି ପ୍ରେମ ଦେଖେନି ଛୋଟ ବଡ଼ । ହେଲେ ଏହା କିନ୍ତୁ ଆପଣ କେବଳ ଶୁଣିଥିଲେ ଏହା ଦେଖିବାକୁ ଖୁବ କମ ମିଳେ। ବର୍ତ୍ତମାନ ସମୟରେ ଏଭଳି ପ୍ରେମିକ ପ୍ରେମିକା କିନ୍ତୁ ଏ ଦୁନିଆରେ ବିରଳ। ହେଲେ ଏହି ପବିତ୍ର ପ୍ରେମର ଜ୍ୱ-ଳନ୍ତ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି। ଦୁଇ ପ୍ରେମୀ ଯୁଗଳ ଶାଶ୍ୱତ ପ୍ରେମର ଉଦାହରଣ ସାଜିଛନ୍ତି।

ହଁ ଆଜ୍ଞା ଆମେ କହୁଛୁ ସେହି ଚର୍ଚ୍ଚାରେ ଥିବା ବାଲେଶ୍ଵର ଜିଲ୍ଲା ସୋର ବ୍ଳକର ପ୍ରେମୀ ଯୁଗଳଙ୍କ କଥା । ଏକ ପ୍ରେମୀ ଯୁଗଳ କଲେଜ ସମୟରେ ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିଲେ। ଭଲ ପାଇବାକୁ ବାସ୍ତବତାର ରୂପ ଦେବା ପାଇଁ ପ୍ରେମୀ ଯୁଗଳ ନିଜ ପ୍ରେମକୁ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇ ଥିଲେ। ଦୁଇ ପରିବାର ମଧ୍ୟ ଦୁହିଁଙ୍କ ଭିତରେ ଭଲ ପାଇବା ଦେଖି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ ସବୁକିଛି ଠିକ ଠାକ ହୋଇଥିବା ବେଳେ ଲ-ଗ୍ନ ମଧ୍ୟ ସ୍ଥିର ହୋଇଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ କିନ୍ତୁ ବିଦ୍ଧିର ବିଧାନ ଥିଲା କିଛି ଅଲଗା ପ୍ରକାର। ଦୁହେଁ ମିଶି ବିବାହ ବନ୍ଧନରେ ଆବଦ୍ଧ ହେବା କଥା ଭାବୁଥିବା ବେଳେ ହଟାତ ପ୍ରେମିକାକୁ ମାଡି ବସିଥିଲା ଅଜଣା ରୋଗ ଆଉ ଏହି ରୋଗ ପ୍ରେମିକାର ଦୁଇ ଗୋଡ଼କୁ ଅକାମି କରିଦେଇଥିଲା ଆଉ ପ୍ରେମିକା ହୋଇ ଯାଇଥିଲା ହୁଇଲ ଚେଆର ବନ୍ଧୁ।

ହଟାତ ସବୁକିଛି ଏପଟ ସେପଟ ହୋଇଗଲା। ପ୍ରେମିକା ଭାବିଲା ପ୍ରେମିକ ବି ତାଙ୍କ ହାତ ଛାଡି ଦେବେ। ହେଲେ ନାଇଁ ପ୍ରେମିକାର ଦୁଇ ଗୋଡ଼ ଅକାମି ହେବା ପରେ ବି ପ୍ରେମିକ ପ୍ରେମକାଙ୍କୁ ବିବାହ କରି ସାତ ଜନ୍ମ ପାଇଁ ନିଜର ଜୀବନ ସାଥି କରିଥିଲେ। ଆଉ ଏହି ଘ-ଟଣା କେବଳ ବାଲେଶ୍ଵର ଜିଲ୍ଲା ଭିତରେ ଚର୍ଚ୍ଚାରେ ନାହିଁ ବରଂ ଏହି ଘଟ-ଣାକୁ ନେଇ ଚାରି ଆଡ଼େ ବେଶ ଚର୍ଚ୍ଚା ହେଉଛି।

ଏହି ଘଟ-ଣାକୁ ନେଇ ଏକ ଯୁବତୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି କି ଚିରନ୍ତନ ପବିତ୍ର ପ୍ରେମ ଆଜିବି ବଂଚିଛି ଏ ସମାଜରେ ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ରହି ପାରିବ। ଯେଉଁ ପ୍ରେମକ ପ୍ରେମିକା ଅନ୍ୟକୁ ବିଶ୍ୱାସ କରି ଶାରୀ-ରିକ ସମ୍ପ-ର୍କରେ ରହୁଛନ୍ତି ସେମାନେ ଭାବିବା ଉଚିତ ଜଣେ ତାଙ୍କ ଉପରେ ଭରସା କରିଛି ତାଙ୍କୁ କେବେ ହେଲେ ନି-ରାଶ କରିବା କଥା ନୁହେଁ । କିନ୍ତୁ ଦର୍ଶକ ବନ୍ଧୁ ସେ ଯାହା ବି କିଛି ହେଉ ବର୍ତ୍ତମାନ ବାଲେଶ୍ଵରର ଏହି ଦମ୍ପତ୍ତିଙ୍କୁ ନେଇ ଚାରି ଆଡ଼େ ଖୁବ ଚର୍ଚ୍ଚା ହେଉଥିବା ବେଳେ ସମସ୍ତେ କହୁଛନ୍ତି ଭଲ ପାଇବ ତ ଠିକ ଏପରି।

Leave a Reply

Your email address will not be published. Required fields are marked *