ଏପଟେ ଘର ଭିତରୁ ମୃ-ତ ମାଆ ଦେହରୁ ପଚା ଗ-ନ୍ଧ ବାହାରୁଛି ଆଉ ସେପଟେ ଘର ଭିତରେ ଶୋଇ ରହିଛି ଝିଅ

କଥାଟି ବିଷୟରେ ଶୁଣିବା ପରେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁ ଥାଇପରେ କିନ୍ତୁ କଥାଟି ପ୍ରକୃତରେ ସତ । ଏଭଳି ଏକ ଭ-ୟଙ୍କ-ର ଖବର ବର୍ତ୍ତମାନ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। କିପରି ଜଣେ ମହିଳା ଘର ଭିତରେ ଆରାମରେ ଶୋଇ ରହିଛନ୍ତି ଆଉ ଏପଟ ଘରୁ ମୃ-ତ ମାର ଶରୀରରୁ ପଚା ଗ-ନ୍ଧ ବାହାରୁଛି । ସାହି ପଡିଶା ସମସ୍ତେ ଏ ଗନ୍ଧ ସହି ନ ପାରି ପୋ-ଲି-ସକୁ ଡାକୁଛନ୍ତି କିନ୍ତୁ ଆରାମରେ ଝିଅ ଶୋଇ ରହିଛି । ତାର ଆଖପାଖରେ କଣ ଚାଲିଛି , ସେ ବିଷୟରେ ସେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଅଟେ ।

ବାସ୍ତବରେ ଘଟ-ଣାଟି ରାଉରକେଲାର ଉଦିତନଗର ଅଞ୍ଚଳର ଅଟେ । ଏହି ଅଞ୍ଚଳରେ ଗୋଟିଏ ଘରେ ମାଆ ଆଉ ଝିଅ ଅନେକ ବର୍ଷ ଧରି ରହୁଥିଲେ । ଆଉ ସେମାନଙ୍କର କେହି ନଥିଲେ । କରୋନା ଆସି ଝିଅର ବାପାଙ୍କୁ ଛଡାଇ ନେଇଥିଲା । ଆଉ ସେବେ ଠାରୁ ଏକୁଟିଆ ମାଆ ଝିଅ ନିଜ ଦିନ କାଟୁଥିଲେ । ସାହା ଭରସା କହିବାକୁ ଗଲେ ସେମାନଙ୍କର ଆଉ କେହି ନଥିଲେ । ତେଣୁ ଯେମିତି ସେମିତି ମାଆ ଝିଅ ନିଜ ଦିନ ବିତାଇ ଦେଉଥିଲେ ।

କିନ୍ତୁ ଆଉ ଏକ କଥା ଏହା ଯେ , ବାପାଙ୍କର ଦେ-ହା-ନ୍ତ ପରେ ଝିଅ ସମ୍ପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଥିଲା ଆଉ ସେଦିନ ଠାରୁ ନିଜର ମାନ-ସିକ ଭାର-ସାମ୍ୟ ହରାଇ ବସିଥିଲା । ଆଉ ପା-ଗ-ଳୀ ହୋଇ ଯାଇଥିଲା । ଅନ୍ୟପଟେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁଯାୟୀ , ପାଞ୍ଚ ଦିନ ପୂର୍ବରୁ ସେହି ଘର ଭିତରେ ବୁଢ଼ୀ ମାଆର ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ତାଙ୍କର ମୃ-ତ୍ୟୁ ନା ତାଙ୍କୁ ଝିଅ ହ-ତ୍ୟା କରିଦେଇ ଆରାମରେ ଶୋଇ ପଡ଼ିଥିଲା , ସେ କଥା କୁହା ଯାଇପାରିବ ନାହିଁ ।

ଶ-ବ ବ୍ୟ-ବଚ୍ଛେ-ଦ ପରେ ସେ କଥା ସ୍ପଷ୍ଟ କରାଯାଇପାରିବ । ତେବେ ପଡୋଶୀ ମାନେ ଘର ଭିତରୁ ଦୁ-ର୍ଗ-ନ୍ଧ ବାହାରିବାରୁ ପୋ-ଲି-ସକୁ ଖବର ଦେଇଥିଲେ ଆଉ ପୋ-ଲି-ସ ଆସି ଏଭଳି ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଆଉ ତାପରେ ଶ-ବ ବ୍ୟବ-ଚ୍ଛେଦ ପାଇଁ ବୃଦ୍ଧାଙ୍କ ଶରୀରକୁ ପଠାଇ ଦେଇଥିଲା । ଅନ୍ୟପକ୍ଷରେ ଝିଅ ଶୋଇଥିବା ଘର ବନ୍ଦ ଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭ-ଙ୍ଗା ଯାଇଥିଲା । ଆଉ ସେହି ମାନ-ସିକ ଭାର-ସାମ୍ୟ ହରାଇ ବସିଥିବା ମହିଳାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ନିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *