ଝୁଲନ୍ତା ପ୍ରେମିକକୁ ଦେଖି ଠିକ ସେମିତି ଝୁଲିପଡ଼ିଲେ ପ୍ରେମିକା , ଘ-ଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ :-

ପ୍ରେମ ପାଇଁ ବର୍ତ୍ତମାନ ସମୟରେ ଯେଉଁ ଭଳି ଭାବରେ ଯୁବକ ଯୁବତୀ ଆ-ତ୍ମହ-ତ୍ୟା ଭଳି ପଦକ୍ଷେପ ନେଇ ଯାଉଛନ୍ତି ତାହା ଆଗାମୀ ସମାଜ ପାଇଁ ଆଦୌ ଭଲ ହେବ ନାହିଁ । ପ୍ରାୟ ପ୍ରତ୍ୟେକ ଦିନ ଏପରି ଅନେକ ଘ-ଟଣା ଶୁଣିବାକୁ ମିଳୁଛି ଯେଉଁଠି ପ୍ରେମର ଅର୍ଥ ବୁଝି ନଥିବା ଯୁବକ ଯୁବତୀ ଆ-ତ୍ମହ-ତ୍ୟା କରୁଛନ୍ତି । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏପରି ଏକ ହୃଦୟ ବିଦା-ରକ ଘ-ଟଣା ବିଷୟରେ କହିବୁ । ଯାହା ଜାଣିଲେ ଆପଣ ବି ଦୁଃ-ଖିତ ହେବେ ।

ଘ-ଟଣା ଅନୁଯାୟୀ ଦୁଇ ପ୍ରେମୀ ଯୁଗଳ ସାଥିରେ ଆ-ତ୍ମହ-ତ୍ୟା କରିଛନ୍ତି । କେଉଁ କାରଣ ଏମିତି ଥିଲା କେଜାଣି ଯାହାକି ପ୍ରେମିକ ଆ-ତ୍ମହ-ତ୍ୟା କଲା ଆଉ ପରେ ପରେ ପ୍ରେମିକା ମଧ୍ୟ ବିରହ ସହି ନପାରି ଆ-ତ୍ମହ-ତ୍ୟା କଲା । ପ୍ରେମିକର ମୃ-ତ୍ୟୁ ପରେ ଜୀବନରେ ଆଉ କିଛି ନାହିଁ ଭାବି ପ୍ରେମିକା ମଧ୍ୟ ନିଜକୁ ଶେଷ କରିଦେଲା । ଏଭଳି ଘ-ଟଣା ଆଶ୍ଚର୍ଯ୍ୟ କରୁଥିଲେ ବି ସତ । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ଗଞ୍ଜାମ ଜିଲ୍ଲାର ଅଟେ । ଯେଉଁଠି ଏକ ଗାଁ ରେ ଦୁଇ ପ୍ରେମୀ ଯୁଗଳ ଆ-ତ୍ମହ-ତ୍ୟା କରିଛନ୍ତି ।

ଘ-ଟଣା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଜରଡ଼ା ଥା-ନା ସାମନ୍ତରାପୁର ଗାଁ ରେ ଦୁଇ ଯୁବକ ଯୁବତୀ ପାରସ୍ପରକୁ ଭଲ ପାଉଥିଲେ । କିନ୍ତୁ ହଠାତ ଏମିତି କଣ ଘ-ଟିଲା ଯାହାକି ଉଭୟେ ଆ-ତ୍ମହ-ତ୍ୟା କଲେ । ପ୍ରଥମେ ଗାଁ ଲୋକେ ପ୍ରେମିକକୁ ଏକ ଗଛରେ ଝୁ-ଲୁଥିବାର ଦେଖିଲେ । ଆଉ ଏହା ଦେଖି ପ୍ରେମିକା ନିଜର କୋହକୁ ଅଟକାଇ ପାରି ନଥିଲା । ପ୍ରେମକର ଗୋଡ଼ ଧରି କା-ନ୍ଦି-ବାରେ ଲାଗିଥିଲା । ପରେ ଯୁବତୀଙ୍କୁ ବୁଝା ସୁଝା କରି ଘରକୁ ମଧ୍ୟ ଲୋକେ ପଠାଇଲେ । କିନ୍ତୁ ଯେଉଁଠି ବିରହର ଯ-ନ୍ତ୍ର-ଣା ରହିଛି ସେଠାରେ ଶାନ୍ତି ଆସିବ କେଉଁଠାରୁ ?

ବାସ ଘ-ଟଣା ସ୍ଥଳରୁ ପ୍ରାୟ ଅଧା କିଲୋମିଟର ଦୂରରେ ଆଉ ଏକ ଗଛରେ ଝୁଲି ପଡ଼ିଲେ ଯୁବତୀ । ଏପଟେ ଗୋଟିଏ ହୃଦୟ ବିଦା-ରକ ଘଟ-ଣାକୁ ଲୋକେ ଦେଖିଛନ୍ତି କି ନାହିଁ ସେପଟେ ଯୁବତୀଙ୍କ ଆ-ତ୍ମହ-ତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କେଉଁ କାରଣରୁ ଏମିତି ଯୁବକ ଆ-ତ୍ମହ-ତ୍ୟା କଲେ , ଆଉ ବିନା କୌଣସି ସ୍ପଷ୍ଟ କାରଣରେ ଯୁବତୀ ପ୍ରେମକ ବିରହରେ ଜୀବନ ହାରିଦେଲେ । ଗାଁ ର ଦୁଇ ପାଖରେ ଦୁଇଟି ଜୀବନ ନିରର୍ଥକ ଚାଲିଗଲା । କେହି କିଛି ବୁଝିବା ଆଗରୁ ସବୁ ଶେଷ ହୋଇଗଲା । ତେବେ ଏହି ଘ-ଟଣା ପରେ ପୋ-ଲି-ସ ଘଟ-ଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଘଟ-ଣାର ତ-ଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *