ମ-ଦ ନି-ଶାରେ ସ୍ତ୍ରୀଙ୍କୁ ବାଡେଇଲେ ସ୍ବାମୀ , ହସି ହସି କହୁଛନ୍ତି କାହାଣୀ

ଯୁଗ ଯୁଗ ଧରି ଏହି କଥା ରହି ଆସିଛି କି , ମ-ଦ ପିଇଲା ପରେ କେହି କାହାକୁ ଜାଣି ପାରନ୍ତି ନାହିଁ । ନିଜର ଲୋକ ବି ନିଜ ଲୋକଙ୍କୁ ଚିହ୍ନି ପାରନ୍ତି ନାହିଁ । ସମସ୍ତେ ନିଜ ହିତାହିତ ଜ୍ଞାନକୁ ଭୁଲି ଯାଇଥାନ୍ତି । ଆଉ ଏପରି ବ୍ୟବହାର କରନ୍ତି , ଯାହା ଅତ୍ୟନ୍ତ ଲ-ଜ୍ଜାକର ହୋଇଥାଏ । ତେବେ କୁହାଯାଏ ଯେ , ମ-ଦ ନି-ଶା ସମସ୍ତଙ୍କୁ ପାଗଳ କରି ଦେଇଥାଏ । ଆଉ ଏହି କଥାଟି ସତ ମଧ୍ୟ ।

ଥରେ ଯିଏ ନି-ଶାରେ ବୁଡି ଯାଆନ୍ତି ସେ ନିଜ ହିତାହିତ ଜ୍ଞାନକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥାନ୍ତି । ଆଉ ତାଙ୍କୁ ମ-ଦ ଛଡ଼ା କିଛି ଦେଖା ଯାଏନାହିଁ । ସେମାନେ ଅଜବ ପ୍ରକାରର ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି । ଆଉ ବାସ୍ତବରେ କେଉଁ ବ୍ୟବହାର କରୁଛନ୍ତି , ତାହା ଜାଣି ପାରନ୍ତି ନାହିଁ । ତେବେ ଏପରି ଖବର ବିଷୟରେ ଆମେ ବର୍ତ୍ତମାନ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

ଜଣେ ବ୍ୟକ୍ତି ମ-ଦ ନି-ଶାରେ ସବୁବେଳେ ନିଜ ସ୍ତ୍ରୀଙ୍କୁ ମା-ଡ ମା-ରି ଥାଆନ୍ତି । ଆଉ ଏହି କଥା ସେ ଗଣମାଧ୍ୟମ ଆଗରେ ହସି ହସି କହୁଛନ୍ତି । ସେ କହୁଛନ୍ତି କି , ମ-ଦ ପିଇ ଦେଲା ପରେ ଟିକିଏ ନି-ଶା ହୋଇଯାଏ । ଆଉ ସେ ଜାଣିପାରନ୍ତି ନାହିଁ କଣ କରୁଛନ୍ତି । ସେଥିପାଇଁ ସେ ଆସି ନିଜ ସ୍ତ୍ରୀ ଉପରକୁ ଟିକିଏ ହାତ ଉଠାଇ ଦେଇଥାନ୍ତି । ଏପରିକି ଏହା ଗୋଟିଏ ଦିନର ନୁହେଁ , ସବୁଦିନ କଥା ଅଟେ ।

ସବୁଦିନ ସେ ନିଜ ସ୍ତ୍ରୀଙ୍କୁ ମା-ଡ ମା-ରିଥାନ୍ତି । ଆଉ ତାଙ୍କୁ ଏଥିରୁ ଶାନ୍ତି ମିଳିଥାଏ । ହସି ହସି ସେ ନିଜ ମନର ଭାବନାକୁ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି କି , ପ୍ରତିଦିନ ମ-ଦ ପିଇ ଘରକୁ ଫେରିବା ତାଙ୍କର କାମ । ଆଉ ଏପରିକି ସେ ଗତକାଲି ନିଜ ସ୍ତ୍ରୀଙ୍କର ଗୋଟିଏ ଶାଢ଼ୀ ମଧ୍ୟ ପୋ-ଡ଼ି ଦେଇଛନ୍ତି । ତେବେ ବ୍ୟକ୍ତିଙ୍କର ଏପରି କଥା ଶୁଣି ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *