ବିମାନ ଚୋ-ରି କରି ମଲ ଉପରେ କ୍ରା-ସ କରିବାକୁ ଦେଲେ ଧ-ମକ , ଭାଇରଲ ହେଲା ଭିଡ଼ିଓ :-

ବର୍ତ୍ତମାନ ସମୟରେ ଏକ ଗମ୍ଭୀର ଘ-ଟଣା ସାମ୍ନାକୁ ଆସିଛି । ଯେଉଁ ଘ-ଟଣା ଅନୁଯାୟୀ ଏହା ଶୁଣିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଏକ ବିମାନ ଚୋ-ରି କରି ଆକାଶରେ ନିର୍ଭୀକତାର ସହିତ ଉଡ଼ାଇବାରେ ଲାଗିଛନ୍ତି । ଏହାସହ ପୋଲି-ସକୁ କଲ କରି ମଲ ଉପରେ କ୍ରା-ସ କରିବାକୁ ଧ-ମକ ମଧ୍ୟ ଦେଇଥିବା ଜଣା ପଡ଼ିଛି । ତେବେ ଏହି ଘ-ଟଣା ବର୍ତ୍ତମାନ ସେଠାକାର ଅଂଚଳରେ ଭ-ୟ ସୃଷ୍ଟି କରିଛି । କାରଣ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ଘଟ-ଣା ବାସ୍ତବରେ ଭ-ୟଙ୍କର ଅଟେ । ତେବେ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ଆମେରିକାର ମିସିସିପିର ଅଟେ । ମିସିସିପିର ଟୁପେଲୋ ସହରରେ ଏହି ଘଟ-ଣା ଘ-ଟିଛି । ଘ-ଟଣା ଏହା ଯେ ଆମେରିକା ସମୟ ଅନୁଯାୟୀ ଆଜି ସକାଳ ୫ ରେ ଜଣେ ବ୍ୟକ୍ତି ଏକ ଛୋଟ ବିମାନ ଚୋ-ରି କରି ନେଇ ଯାଇଥିଲେ । ଖାଲି ସେତିକି ନୁହେଁ ସେହି ବ୍ୟକ୍ତି ବିମାନରେ ଉଡାଣ ଭରି ସହର ଉପରେ ଲଗାତାର ଉଡାଣ ଜାରି ରଖିଛନ୍ତି । ତେବେ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଜାରି ରହିବା ପରେବି ବ୍ୟକ୍ତି ଜଣକ ବନ୍ଦ କରି ନଥିଲେ ।

କିଛି ସମୟ ପରେ ସେହି ବ୍ୟକ୍ତି ଜଣକ ୯୧୧ ରେ ପୋଲି-ସକୁ କଲ କରିଥିଲେ । କଲ କରି ବିମାନକୁ ୱାଲମାର୍ଟ ମଲ ଉପରେ କ୍ରା-ସ କରାଇବାକୁ ଧ-ମକ ମଧ୍ୟ ଦେଇଥିଲେ । ଯାହାକୁ ଧ୍ୟାନରେ ରଖି ଆମେରିକା ପୋ-ଲିସ ତୁରନ୍ତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଛି । ତେବେ ପୋ-ଲିସ ସେହି ସହରର ମଲ ପାଖାପାଖି ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ସତ-ର୍କ ରହିବାକୁ ସୂଚନା ଦେଇଛି । ତେବେ ଏହା ସେତେ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଉଡାଣ ଜାରି ରଖିଛନ୍ତି । କହିବାକୁ ଗଲେ ୱାଲମାର୍ଟ ଷ୍ଟୋରସ କର୍ପୋରେସନ ଏକ ଆମେରିକୀୟ କମ୍ପାନୀ ଯାହା ବର୍ତ୍ତମାନ ଦୁନିଆର ସବୁଠାରୁ ବଡ଼ ରିଟେଲର କମ୍ପାନୀ ଅଟେ ।

ଏହି କମ୍ପାନୀ ସାଧରଣତଃ ଖାଦ୍ୟ ପାନୀୟ ବ୍ୟବସାୟ କରିଥାଏ ଏବଂ ଏହା ଏକ ଲୋକପ୍ରିୟ କମ୍ପାନୀ ଅଟେ । ପ୍ରାୟ ୨୧ ଲକ୍ଷରୁ ଅଧିକ ଲୋକ ଏହି କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ଏବଂ ଏହି କମ୍ପାନୀ ସାରା ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ତେବେ ସେହି ବ୍ୟକ୍ତି ଜଣକ ସହରର ଯେଉଁ ପାର୍ଶ୍ଵରେ ଏହି ମଲ ରହିଛି ସେହିଠାରେ ବିମାନ କ୍ରା-ସ କରାଇବାକୁ ଧ-ମକ ଦେଇଛନ୍ତି । ଯାହାକି ମିସିସିପି ଗୋଆ ଟେଟ ରିଭସ ବ-ୟାନ ଦେଇଛନ୍ତି ଏବଂ ସେଥିପାଇଁ ରାଜ୍ୟରେ ଆ-ଇନ ଶୃ-ଙ୍ଖଳା ଏବଂ ଜରୁ-ରୀକା-ଳୀନ ପରିସ୍ଥିତି ସୃଷ୍ଟି କରାଯାଇଛି । ସବୁ ଲୋକଙ୍କୁ ମଲ ପାର୍ଶ୍ୱକୁ ଯିବାକୁ ମନା କରିବା ସହିତ ସତ-ର୍କ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *