ମଦ ନିଶାରେ ଚୁର ହୋଇଗଲା ବର, ବିବାହ ମଣ୍ଡପରେ ଘଟିଲା ଏପରି କାଣ୍ଡ ଯାହାକୁ ଦେଖିଲେ ହୋସ ଉଡିଯିବ। ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରନ୍ତି ନାହିଁ। ସେହିଭଳି ଆଉ କିଛି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ତେବେ ଏହି ଭାଇରାଲ ଭିଡ଼ିଓରେ ବର ଓ କନ୍ୟାଙ୍କୁ ଦେଖିବାକୁ ପାଇବେ।

ବାହାଘର ପ୍ରତ୍ୟେକ ଯୁବକ ଓ ଯୁବତୀ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ସେମାନେ ତାଙ୍କର ବାକି ଅଧା ଜୀବନ ସ୍ୱାମୀ ସ୍ତ୍ରୀ ହୋଇ କାଟିଥାନ୍ତି। ତେବେ ପ୍ରତ୍ୟେକ ଯୁବକ ଓ ଯୁବତୀ ଏକ ଭଲ ସାଥି ଟିଏ ଖୋଜି ଥାନ୍ତି। ଯଦି ତାଙ୍କୁ ଭଲ ସାଥି ମିଳିଯାଏ ତେବେ ତାଙ୍କର ବାକି ଜୀବନ ଅତି ଖୁସିରେ କଟିଯାଏ। ଆଜି ଆମେ ଆପଣଙ୍କ ପାଇଁ ବାହାଘରରେ ବରକନ୍ଯା କରିଥିବା କିଛି ମଜାଦାର ଘଟଣା ନେଇ ଆସିଛୁ।

ଆଜିର ସମୟରେ ସମସ୍ତ ବ୍ୟକ୍ତି ନିଜର ବାହାଘରକୁ ସବୁଦିନ ପାଇଁ ସ୍ମରଣୀୟ କରିବା ପାଇଁ ଚାହୁଁଛନ୍ତି। ଏହା ଯୋଗୁଁ ବାହାଘର ସମୟରେ ବିଭିନ୍ନ ଘଟଣା ମାନ ଦେଖିବାକୁ ମିଳିଥାଏ। ଭାଇରାଲ ଭିଡ଼ିଓର ପ୍ରଥମ ଦୃଶ୍ୟରେ ମଧ୍ୟ କିଛି ମଜାଦାର ଦେଖିବାକୁ ପାଇବେ। ବର ଓ କନ୍ୟା ବରଣ ମାଳା ଗଳେଇବା ସମୟରେ ଜଣେ ଯୁବକ ପଛରୁ ଆସି ବରକୁ ଟେକି ଦେଲା ଯାହାଫଳରେ କନ୍ୟା ଜଣକ ସହଜରେ ମାଳ ଗଳେଇ ପାରିବେ ନାହିଁ।

କିନ୍ତୁ ହଠାତ ପଛରୁ ଏକ ଯୁବକ ଆସି କନ୍ୟାଙ୍କୁ ଟେକି ଦେଲେ ସେ ବରକୁ ବରଣମାଳ ପକେଇଲେ। କିନ୍ତୁ ତଳକୁ ହେବା ମାତ୍ରେ ବିନା ଅନୁମତିରେ ଟେକିଥିବାରୁ କନ୍ୟାଟି ସେହି ବ୍ୟକ୍ତିଙ୍କୁ ଶକ୍ତ ଚାପୁଡା ପକାଇଦେଲା । ଲୋକଟି ଲଜ୍ଜିତ ହୋଇ ପାଖରେ ଥିବା ଅନ୍ୟ ଜଣେ ଝିଅଙ୍କୁ ଚାପୁଡା ମାରି ସେଠାରୁ ଚାଲିଗଲା।

ଦ୍ୱିତୀୟ ଦୃଶ୍ୟରେ ବର କନ୍ୟା ସହ ଏକ ଲଜ୍ୟାଜନକ ଘଟଣା ଘଟିଲା। ଷ୍ଟେଜ ଉପରେ ବର କନ୍ୟା ଅନେକ ମସ୍ତି କରିଥାନ୍ତି। କିନ୍ତୁ ଏଥିରେ ଅତି ଗେଲ ଖରାପ ବୋଲି ଜଣା ପଡିଗଲା। ବରଣ ମାଳା ସମୟରେ ଯୁବକ ଜଣକ ଭଲ ଭାବରେ ଯତ୍ନର ସହ ଯୁବତୀଙ୍କ ବେକରେ ମାଳ ଗଳେଇ ଦେଲେ କିନ୍ତୁ ଯୁବତୀଙ୍କ ବାହାଘରରେ ଇଚ୍ଛା ନଥିବା ଭଳି ଦୂରରୁ ଛିଡା ହୋଇ ଯୁବକଙ୍କ ବେକରେ ମାଳା ଫୋପାଡିବାକୁ ଚେଷ୍ଟା କରିଥିଲେ।

ମାଳା ଯୁବକଙ୍କ ବେକରେ ନ ପଡି ଯୁବକଙ୍କ ମୁକୁଟରେ ଲାଗି ଯାଇଥିଲା। ପଣ୍ଡିତ ଏହାକୁ ମନାକରି ଝିଅକୁ ଆଉଥରେ ମାଳା ପିନ୍ଧାଇବାକୁ କହିଲେ । କିନ୍ତୁ ଏଥର ମଧ୍ୟ ଝିଅଟି ଠିକ ସେମିତି କଲା । ଶେଷରେ ପୁଅଟି ରାଗିଯାଇ ମାଳାକୁ ଛିଣ୍ଡାଇ ଫୋପାଡିଦେଲା।

ଆଉ ଏକ ଦୃଶ୍ୟରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ପାଇବେ। ଯାହାକୁ ଦେଖିବା ପରେ ନିଜ ହସକୁ ରୋକି ପାରିବେ ନାହିଁ। ତେବେ ବାହାଘର ସମୟରେ ବାଜା ରୋଶନି ଏବଂ ବାଣ ସହ ବେଶ ଆଡମ୍ବରରେ ହୋଇଥାଏ। ତେବେ ବେଦୀ ଉପରେ ବର ଓ କନ୍ୟା ପରସ୍ପରକୁ ମାଳା ପିନ୍ଧାଉ ଥିବା ସମୟରେ ହଠାତ ଏକ ବାଣ ଫୁଟିଥିଲା। ତେବେ ବାଣ ଶବ୍ଦରେ ବରର ପ୍ୟାଣ୍ଟ ତଳକୁ ଖସି ଯାଇଥିଲା। ତେବେ ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ହସିବାକୁ ଲାଗିଲେ। ବିଚରା ବରଟି ଲଜ୍ଜିତ ହୋଇଗଲା।

ସେହିପରି ଆଉ ଏକ ବାହାଘରରେ କନ୍ୟା ବର ବେକରେ ବରଣମାଳା ପିନ୍ଧାଇ ଦିଏ। କିନ୍ତୁ ବରର ଇଚ୍ଛା କନ୍ୟା ଉପରେ ନଥିଲା ବରଂ କନ୍ୟାର ଶାଳୀ ଉପରେ ଅଧିକ ନଜର ଥିଲା। ଶାଳୀର ପତଲି ଅଣ୍ଟା ଦେଖିକି ଫିଦା ହୋଇ ଯାଇଥିଲା ବର। ତେବେ ସେ କନ୍ୟା ବେକରେ ମାଳା ଗଳେଇବା ବଦଳରେ ଶାଳୀ ବେକରେ ମାଳା ଗଳେଇ ଦେଲା।

Leave a Reply

Your email address will not be published. Required fields are marked *