ଶ୍ରୀମନ୍ଦିରରେ ବଡ଼ ଅଘ-ଟଣ , ମାଡି ଆସୁଛି କଳା ପାହାଡ଼ ଆଉ ଘ-ଟିପାରେ ବଡ଼ ବିପତ୍ତି

ଆମ ଓଡ଼ିଶାର ଗର୍ବ ଗୌରବ ଆମ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଅର୍ଥାତ ମହାପ୍ରଭୁ ଜଗନ୍ନାଥଙ୍କର ମନ୍ଦିର । କୋଟି କୋଟି ଓଡ଼ିଆଙ୍କର ମନ ଏହି ମନ୍ଦିର ସହ ଯୋଡି ହୋଇ ରହିଛି । ଜଗନ୍ନାଥଙ୍କୁ ଓଡ଼ିଆ ମାନଙ୍କର ଆବେଗ ଏବଂ ଉତ୍କଣ୍ଠା ବୋଲି କୁହ ଯାଇଥାଏ । ରାତି ପାହିଲେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ କୁଆଡୁ କୁଆଡୁ ଆସି ଯାଇଥାନ୍ତି । ଆଉ ପ୍ରଭୁଙ୍କର ଦର୍ଶନ ପାଇ , ଆନନ୍ଦ ବଜାରର ଅଭଡ଼ା ଖାଇ ଆଉ ତାଙ୍କ ପ୍ରସାଦ ନେଇ ଆନନ୍ଦର ସହ ଘରକୁ ଫେରି ଯାଇଥାନ୍ତି । ନିଜ ମନର ଶହ ଶହ ଅସୁବିଧାକୁ ସେମାନେ ପ୍ରଭୁଙ୍କ ଆଗରେ ବଖାଣି ଥାଆନ୍ତି ।

ତେବେ କୋଟି କୋଟି ଓଡିଆ ମାନଙ୍କର ହୃଦୟ ବୋଲି କୁହା ଯାଉଥିବା ଶ୍ରୀମନ୍ଦିର ଉପରେ ସମସ୍ତଙ୍କର ନଜର ରହି ଆସିଛି । କେବେ କେବେ ବାହାର ଦେଶର ଶତ୍ରୁ ମାନେ ଏହା ଉପରେ ଆକ୍ର-ମଣ କରିବାପାଇଁ ଚେଷ୍ଟା କରିଛନ୍ତି ଆଉ ପ୍ରଭୁଙ୍କୁ ନିଜ ସାଙ୍ଗରେ ନେଇ ଯିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି । କିନ୍ତୁ ଆମର ସୌଭାଗ୍ୟ ଯେ , ସେମାନେ ଏଭଳି ଘ-ଟଣା ଘଟାଇ ପରିନାହାଁନ୍ତି । ଅନେକ ଚେଷ୍ଟା କରି ମଧ୍ୟ ସେମାନେ ବି-ଫ-ଳ ହୋଇଛନ୍ତି । ତେବେ ପୁଣିଥରେ ଶ୍ରୀମନ୍ଦିର ପରିସରରୁ ଏକ ଦୁଃ-ଖ ଖବର ଆସି ପହଞ୍ଚି ଯାଇଛି । ତେବେ ସୂଚନା ମୁତାବିକ , ରୋଷେଇ ଶାଳାର ଚୁଲି ଗୁଡିକୁ ଭା-ଙ୍ଗି ଦିଆଯାଇଛି । ତେବେ ଏହି ଚୁଲି ଗୁଡିକୁ କିଏ ଭା-ଙ୍ଗିଛି , ସେ ବିଷୟରେ ଏ ଯାଏଁ ସୂଚନା ମିଳି ପାରିନାହିଁ ।

ସେବାୟତ ମହଲରେ ଏ ନେଇ ଚର୍ଚ୍ଚା ଚାଲିଅଛି । ଏଭଳି ଘ-ଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଘଟିଅଛି । ରୋଷଶାଳାର ଏକାଧିକ ମାତ୍ରାର ଚୁଲି ଭା-ଙ୍ଗି ଦିଆଯାଇଛି । ତେବେ ଅନ୍ୟପକ୍ଷରେ ଏହି ଘଟ-ଣାର ତ-ଦ-ନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଗଲାଣି । ଏବଂ ଜିଲ୍ଲାପାଳ ନିଜେ ମଧ୍ୟ ରୋଷଶାଳାକୁ ଯାଇ ମାମ-ଲାର ତ-ଦ-ନ୍ତ କରିବାରେ ଲାଗିଛନ୍ତି । ପୁରୀ ଏସିପି ମଧ୍ୟ ଘଟ-ଣାର ତ-ଦ-ନ୍ତ କରୁଛନ୍ତି । କିଏ କେଉଁ ବାଟ ଦେଇ ଆସିଛି ଏବଂ ଚୁଲି ଭା-ଙ୍ଗିଛି ସେ ବିଷୟରେ ତ-ଦ-ନ୍ତ କରିବା ନିହାତି ଜରୁରୀ ଅଟେ । ପୂର୍ବତନ ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି ଯେ , ଏହା ଅତ୍ୟନ୍ତ ଦୁଃ-ଖର ବିଷୟ କି ଆମର ମାଆ ଦେହରେ କିଏ ହାତ ଲଗାଇ ପାରିଲା ।

ତେବେ ପୂର୍ବରୁ ଏହି ମାମଲାରେ ପ୍ରଶାସନକୁ ରୋଷଶାଳାର ଦାୟିତ୍ୱ ନିଆଯିବା ପାଇଁ ବାରମ୍ବାର କୁହାଯାଇଥିଲା । କିନ୍ତୁ କେହି ମଧ୍ୟ ଏ ବିଷୟରେ ବୁଝି ନଥିଲେ । ପ୍ରକୃତରେ ରୋଷଶାଳାରେ ଚାବି ପଡିବା କଥା କାରଣ ପଛ ମଣ୍ଡପରେ ଆଉ କେହି ରୋଷଶାଳାରେ ରହୁନାହାଁନ୍ତି ଆଉ ଯେଉଁମାନେ ବି ରହୁଛନ୍ତି , ସେମାନେ ମହାପ୍ରଭୁଙ୍କ ନୀତି ପାଇଁ ରହୁଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି , ଚୁଲି କିଏ ଭା-ଙ୍ଗିଲା , କାହାର ହାତ ଲକ୍ଷ୍ମୀ ପ୍ରତିମା ଉପରକୁ ଗଲା । ତେବେ ଆଉ ଜଣେ ସେବାୟତଙ୍କର କହିବା ଅନୁଯାୟୀ , ସେ ଅତ୍ୟନ୍ତ ମର୍ମା-ହତ ଅଛନ୍ତି କାରଣ ରୋଷଶାଳାକୁ ଯିବା ତାଙ୍କର କାମ , କିନ୍ତୁ ସେ ଆଉ ସେଠାକୁ ଯାଇପାରିବେ ନାହିଁ । ତେଣୁ ମାମ-ଲାର ସଠିକ ତ-ଦ-ନ୍ତ କରାଯାଉ । ଏବଂ ପ୍ରକୃତ ଦୋ-ଷୀକୁ ଦ-ଣ୍ଡ ଦିଆଯାଉ ।

Leave a Reply

Your email address will not be published. Required fields are marked *