ମହାପ୍ରଭୁଙ୍କ ଲୀଳା : ରୁଟିରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ ,ଭକ୍ତିରେ ଆଖିରୁ ଝରିଲା ଲୁହ

ଯେବେଠାରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ବ୍ୟବହାର ହୋଇଛି ସେହି ଠାରୁ ଲୋକଙ୍କ ଚିନ୍ତା ଅନେକାଂଶରେ କମିଛି । ପୂର୍ବରୁ କୌଣସି ସ୍ଥାନର ଘ-ଟ-ଣା ଜାଣିବା ପାଇଁ ଆଗାମୀ ଦିନର ଖବରକାଗଜକୁ ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ କେଉଁ ଦେଶର ଘ-ଟ-ଣା ହେଲେ ବି ତାହା ମାତ୍ର ଅଳ୍ପ କେତେ ସେକେଣ୍ଡ ମଧ୍ୟରେ ସମଗ୍ର ପୃଥିବୀର ଲୋକଙ୍କ ପାଖରେ ଖବର ପହଞ୍ଚି ଯାଉଛି । ଆଉ ଏହି ସୋସିଆଲ ମିଡ଼ିଆ ଦ୍ୱାରା ଏକ ଗାଁ ରେ ଘଟିଥିବା ଅଲୌକିକ ଘଟଣା ବିଷୟରେ ବି ସମସ୍ତେ ଜାଣିବାକୁ ପାଇଛନ୍ତି ।

ତେବେ ଭାଇରଲ ହୋଇଥିବା ଘ-ଟ-ଣା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଘରେ ପରଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଛବି ଦେଖାଯାଇଛି । ଆଉ ତାପରେ ପରିବାରରେ ଏକ ଭିନ୍ନ ଧରଣର ବାତାବରଣ ଖେଳି ଯାଇଛି । ଆଜିକାର ଲେଖାରେ ଆମେ ଏହି ଅଦ୍ଭୁତ ଘଟଣା ବିଷୟରେ କହିବୁ ତେଣୁ ଘ-ଟ-ଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘ-ଟ-ଣା ଜଗତପୁର ଅଞ୍ଚଳର ଅଟେ । ତେବେ ଜଗତପୁର ଅଞ୍ଚଳର ଖରଖିଆ ମହାଦେବ ପାର୍ଶ୍ଵ ଚିତ୍ତରଂଜନ ବେହେରାଙ୍କ ଘରେ ଏପରି ଅ-ଦ୍ଭୁ-ତ ଘ-ଟ-ଣା ଘଟିଛି । ତେବେ ବାସ୍ତବ କଥା ଏହା ଯେ ଦିନେ ରାତିରେ ଚିତ୍ତରଞ୍ଜନ ବେହରାଙ୍କ ସ୍ତ୍ରୀ ଶ୍ରୀମତୀ ବେହରା ନିଜ ଝିଅ ପାଇଁ ପରଟା ବନାଉଥିଲେ । ଆଉ ସେହି ସମୟରେ ଗୋଟିଏ ପରଟାରେ ଭଗବାନ ଜଗନ୍ନାଥଙ୍କ ପ୍ରତିମା ଛବି ଆଙ୍କି ଯାଇଥିଲା ।

ଏହା ଦେଖିବା ପରେ ଶ୍ରୀମତୀ ବେହେରା ନିଜ ସ୍ୱାମୀଙ୍କୁ ଘ-ଟ-ଣା ବିଷୟରେ ଜଣାଇଲେ । ଘରେ ପରଟାକୁ ଏକ ଥାଳିରେ ରଖି ଯେମିତି ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା ହୁଏ କରିବାକୁ ଲାଗିଲେ । ମାତ୍ର ଅଳ୍ପ କେଇଟା ମୁହୂର୍ତ୍ତ ମଧ୍ୟରେ ପୁରା ଘ-ଟ-ଣା ସବୁଠି ପ୍ରସାରିତ ହୋଇଗଲା । ଆଉ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଭଗବାନ ଜଗନ୍ନାଥଙ୍କ ଦର୍ଶନ ପାଇଁ ଚିତ୍ତରଞ୍ଜନ ବେହେରାଙ୍କୁ ଘରକୁ ଆସିଲେ । ପରିବାର ଲୋକଙ୍କ ଅନୁଯାୟୀ ଭଗବାନ ଜଗନ୍ନାଥ ନିଜେ ତାଙ୍କୁ ଦେଖା ଦେଇ ଆଶୀର୍ବାଦ କରିଛନ୍ତି । ତେବେ ଏହି ମା-ମ-ଲା ପରେ ପରିବାରରେ ଏକ ଭକ୍ତିର ବାତାବରଣ ଖେଳି ଯାଇଛି । ତେବେ ଏହି ଘ-ଟଣା ଭାଇରଲ ହେବା ପରେ ବର୍ତ୍ତମାନ ସାରା ଓଡ଼ିଶାରେ ଏହି ମା-ମ-ଲାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *