ଗଛରେ ଝୁଲୁଛି ବସ, ଦୁର୍ଘ-ଟଣାର ଶିକାର ହେଲା ଯାତ୍ରୀବାହୀ ବସ : ଦେଖନ୍ତୁ ଭିଡିଓ

ସଡକ ଦୁର୍ଘ-ଟଣାରେ ଭାରତରେ ଅନେକ ଲୋକ ମୃ-ତ୍ୟୁବରଣ କରିଥାନ୍ତି। ସଡକ ଦୁର୍ଘ-ଟଣାରେ ମୃ-ତ୍ୟୁ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାପଛରେ ମୁଖ୍ୟକାରଣ ହେଉଛି ଅସାବଧାନତା ସହ ଗାଡି ଚଳାଇବା ଏବଂ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିବା। ଆଉ କିଛି ମୂର୍ଖ ଲୋକ ନିଜର ଦୋଷକୁ ନ ମାନି ବରଂ ଅନ୍ୟମାନଙ୍କ ଦୋଷ ଦିଅନ୍ତି। ଆଉ କିଛି ମଦ୍ୟପାନ କରି ଗାଡି ଚଳାନ୍ତି। ଯେଉଁ କାରଣରୁ ସେ ନିଜ ଜୀବନକୁ ବିପଦରେ ପକେଇବା ସହ ଅନ୍ୟ ମାନଙ୍କ ଜୀବନ ମଧ୍ୟ ବିପଦରେ ପକେଇଥାନ୍ତି।

ସୋସିଆଲ ମିଡିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହାକୁ ଦେଖିବା ପରେ ସ୍ତବ୍ଧ ହୋଇଯିବ। ଏକ ସଡକ ଦୁର୍ଘ-ଟଣାର ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଏହି ଦୁର୍ଘ-ଟଣାରେ ଅଳ୍ପକେ ବର୍ତ୍ତି ଗଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ।

ତେବେ ଆପଣମାନେ ଜୀବନରେ ଅନେକ ଦୁର୍ଘ-ଟଣା ଦେଖିଥିବେ ତେବେ ନିଜ ଆଖିରେ ହେଉ ଅବା ଟିଭିରେ। ଦୁର୍ଘ-ଟଣାରେ ଅନେକ ଲୋକ ମୃ-ତ୍ୟୁବରଣ କରନ୍ତି ଆଉ କିଛି ଲୋକମାନେ ଭାଗ୍ୟ ବଳରେ ବଞ୍ଚି ଯାଆନ୍ତି। ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ଦେଖିବା ପରେ ଆପଣ ସ୍ତବ୍ଧ ହୋଇଯିବେ। ତେବେ ଏହା ଏକ ସଡ଼କ ଦୁର୍ଘ-ଟଣାର ଭିଡ଼ିଓ। ଏହା ଯାତ୍ରୀବାହୀ ବସ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲ ଖସିଗଲା।

ତେବେ ଘଟଣାଟି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୁ ବଲାଙ୍ଗୀର ପ୍ରତିଦିନ ଯାତ୍ରା କରୁଥିବା ଏହି ଯାତ୍ରୀବାହୀ ବସ ଗତ କାଲି ମଧ୍ୟ ୫୦ ରୁ ଉର୍ଦ୍ଧ ଯାତ୍ରୀଙ୍କ ନେଇ ଯାଉଥିଲା। ତେବେ ହଠାତ ବସ ଡ୍ରାଇଭର ଜଣକ ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ବସ ଯାଇ କେନାଲ ତଳକୁ ଖସିଗଲା। ହେଲେ ଏଥିରେ କୌଣସି ଯାତ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡି ନାହିଁ।

ତେବେ ଏହି ସମସ୍ତ ଦୃଶ୍ୟକୁ କେହି ଜଣେ ଫୋନରେ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଇଥିଲେ। ଯାହାକି ବର୍ତ୍ତମାନ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଲୋକମାନେ ଏହି ଭିଡ଼ିଓକୁ ସେୟାର କରିବା ସହ ନିଜ ନିଜର ମତ ମଧ୍ୟ ଦେଉଥିବାର ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *