ମହିଳାଙ୍କ ଏହି ଗୋଟିଏ ଅଙ୍ଗକୁ ଛୁଇଁଲେ ରାଜା ବି ହୋଇଯିବ ଭିକାରୀ

ସୃଷ୍ଟି ର ଆରମ୍ଭରୁ ହିଁ ନାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛି । କଥାରେ କୁହାଯାଇ ଥାଏ ଯେ ନାରୀ ଯଦି ସୃଷ୍ଟି କରି ପାରୁଛି ତେବେ ନଷ୍ଟ ମଧ୍ୟ କରିପାରେ । ସବୁରି ମୂଳରେ ହିଁ ନାରୀ । ନାରୀ କୁ ସମାଜରେ ଖୁବ ସମ୍ମାନ ମିଳିଥାଏ । ଗୋଟିଏ ପରିବାରର ସୁଖ ଦୁଃଖ ଅଭାବ ଅନଟନ କୁ ସବୁବେଳେ ଜଣେ ନାରୀ ସମ୍ଭାଳି ନେଇଥାଏ ।

କାରଣ ନାରୀ ପାଖରେ ସହିବାର ଯେତେ କ୍ଷମତା ଅଛି ତାହା ଆଉ କାହା ପାଖରେ ବି ନାହିଁ । କିନ୍ତୁ ନାରୀ କ୍ରୋଧିତ ହେଲେ ତାର କ୍ରୋଧକୁ ସହିବାର ବି କାହାର କ୍ଷମତା ନାହିଁ । କିନ୍ତୁ ସମାଜରେ କିଛି ଭଲ ଗୁଣର ନାରୀ ଥିଲେ ବି କିଛି ଖରାପ ଗୁଣର ନାରୀ ରହିଥାନ୍ତି । ବିବାହ ପରେ ନାରୀ ନିଜ ସ୍ୱାମୀଙ୍କର ସବୁ ସୁଖ ଦୁଃଖର ସାଥି ହୋଇଥାଏ । ସବୁବେଳେ ନିଜ ସ୍ୱାମୀର ଯତ୍ନ ନେଇଥାଏ । 

ସ୍ୱାମୀକୁ କଷ୍ଟ ହେଲେ ସ୍ତ୍ରୀ କୁ କଷ୍ଟ ସହିବାକୁ ପଡ଼ିଥାଏ । କାରଣ ଏମିତିରେ ସ୍ତ୍ରୀ କୁ ସ୍ୱାମୀର ଅର୍ଦ୍ଧାଙ୍ଗିନୀ ମଧ୍ୟ କୁହାଯାଇଥାଏ । ଜଣେ ଭଲ ସ୍ୱଭାବର ମହିଳା ନିଜ ସ୍ୱାମୀର ସବୁ ଦୁଃଖ କଷ୍ଟକୁ ସାଥିରେ ବାଣ୍ଟି ନେଇଥାଏ ଏବଂ ସବୁବେଳେ ସ୍ୱାମୀର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥାଏ । ମାତ୍ର କିଛି ଏପରି ଖରାପ ସ୍ଵଭାବ ର ନାରୀ ଥାଆନ୍ତି ଯେଉଁମାନେ ନିଜ ସ୍ୱାମୀ ଜୀବନକୁ ଆସିଲେ ସବୁବେଳେ ସମସ୍ୟା ଲାଗି ରହିଥାଏ । ଏହି ପ୍ରକାରର ସ୍ତ୍ରୀ ରହିଲେ ସ୍ୱାମୀର ଦୁର୍ଭାଗ୍ୟ ବୋଲି କୁହାଯାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସ୍ତ୍ରୀ ର କେଉଁ କାମ କାରଣରୁ ସ୍ୱାମୀ ଭାଗ୍ୟବାନ ହୋଇଥାଏ । 

୧ . ବିବାହ ହେଉଛି ଏକ ଏପରି ସମ୍ପର୍କ ଯାହାକି ଦୁଇ ଆତ୍ମାକୁ ମିଳାଇ ଏକ କରିଥାଏ । ତେବେ ବିବାହ ପରେ ସ୍ତ୍ରୀ ର କର୍ମ ଅନୁଯାୟୀ ସ୍ୱାମୀ କର୍ମଫଳ ପାଇଥାଏ । ତେଣୁ ଯଦି ସ୍ତ୍ରୀ ହୃଦୟର ସହିତ ଭଗବାନଙ୍କ ଆରାଧନା କରେ ତେବେ ତାର ସ୍ୱାମୀ ସବୁବେଳେ ଧନବାନ ହୋଇଥାଏ । ଘରେ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ଏବଂ ଘର ପରିବେଶରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ । 

୨ . ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ସମେତ ପରିବାରର ସମସ୍ତଙ୍କ ଯତ୍ନ ନେଇଥାଏ ସେହି ଘରେ ସବୁବେଳେ ଶାନ୍ତି ବଜାୟ ରହିଥାଏ । ଏପରି ସ୍ତ୍ରୀ ଉପରେ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ହୋଇଥାନ୍ତି ଏବଂ ସ୍ତ୍ରୀ ର ଏହି ଗୁଣ କାରଣରୁ ସ୍ୱାମୀ ପ୍ରତିଷ୍ଠାବାନ ହୋଇଥାନ୍ତି । ସେହି ପରିବାର ଉପରେ ଭଗବାନଙ୍କ କୃପା ସବୁବେଳେ ରହିଥାଏ । 

୩ . ଯେଉଁ ନାରୀ ଘରକୁ ଆସୁଥିବା ଭିକାରୀ କୁ କେବେବି ଖାଲି ହାତରେ ଫେରାଇ ଦେଇ ନଥାଏ ସେ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସଦୃଶ ହୋଇଥାଏ । ଏପରି ସ୍ତ୍ରୀ ଥିଲେ ସ୍ୱାମୀ ଖୁବ ଭାଗ୍ୟବାନ ହୋଇଥାନ୍ତି । ଏପରି ସ୍ତ୍ରୀ ଥିଲେ ଘରେ କେବେବି ଅଭାବ ହୋଇ ନଥାଏ ।

Leave a Reply

Your email address will not be published. Required fields are marked *