ମାଂସ ତରକାରୀ କରିବାକୁ ସ୍ତ୍ରୀ ମନା କରିବାରୁ ଥା-ନାରେ ଅଭି-ଯୋଗ କଲା ସ୍ୱାମୀ, ଆଉ ତା’ ପରେ….

ବର୍ତ୍ତମାନ ସମୟରେ ଯୁବପିଢ଼ି ମାନେ ଅଧିକ ମାତ୍ରାରେ ଭୋଗବିଳସରେ ଜୀବନ ଅତି ବାହିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଆଜିର ଦିନରେ ମ-ଦ ସେବନ ଏକ ସଉକ ହୋଇ ଗଲାଣି। ଅନେକ ଲୋକମାନେ ମ-ଦ ସେବନ କରୁଛନ୍ତି। ତେବେ କିଛି ନିଜ କଷ୍ଟକୁ ଦୂର କରିବା ପାଇଁ ପିଉଛନ୍ତି ତ ଆଉ କିଛି ହସ ଖୁସି ପାଇଁ ପିଉଛନ୍ତି। ଯାହାଫଳରେ ଦିନକୁ ଦିନ ମ-ଦ୍ୟ-ପ ମାନଙ୍କ ଉପ-ଦ୍ରବ ବୃଦ୍ଧି ହେବାରେ ଲାଗିଛି। ମ-ଦ୍ୟପା-ନ କରିବା ଏକ ଖରାପ ଅଭ୍ୟାସ ହୋଇଥାଏ। ମ-ଦ ପିଇବା ଯୋଗୁଁ କାହାର ଏ ପର୍ଯ୍ୟନ୍ତ କିଛି ଭଲ ହୋଇ ନାହିଁ ବରଂ ମ-ଦ୍ୟପା-ନ ଯୋଗୁଁ ଅନେକ ଲୋକଙ୍କ ଘର ସଂସାର ଭା-ଙ୍ଗିଛି।

ଆପଣମାନେ ଜାଣିଛନ୍ତି ଯେ ଯଦି ଆପଣଙ୍କ ସହିତ ଖରାପ ବ୍ୟବହାର ହୁଏ ଅବା ଅସାମାଜିକ କାମ ହୁଏ ତେବେ ପୋ-ଲି-ସ ଆମକୁ ସେଥିରୁ ର-କ୍ଷା କରିଥାନ୍ତି। ପୋ-ଲି-ସକୁ ଯୋଗାଯୋଗ କରିବା ପାଇଁ ପୋ-ଲିସ ତରଫରୁ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। କିନ୍ତୁ ବାରମ୍ବାର ଓ ବିନା କାରଣରେ କଲ୍ କରିବା ଏହା ଦ-ଣ୍ଡନୀ-ୟ ଅପ-ରାଧ ହୋଇଥାଏ। ତେବେ ଏଭଳି ଏକ ଘ-ଟଣା ତେଲେଙ୍ଗାନାର ନାଲଗୋଣ୍ଡା ଥା-ନା ଅଞ୍ଚଳରେ ଘ-ଟିଛି। ବାରମ୍ବାର ପୋ-ଲିସ ହେଲ୍ପଲାଇନ ନମ୍ବରକୁ କଲ କରିବା ବ୍ୟକ୍ତିଙ୍କୁ ମହ-ଙ୍ଗା ପଡିଲା।

ଅଭି-ଯୋଗ ଅନୁଯାୟୀ, ମାର୍ଚ୍ଚ ୧୮ ଅର୍ଥାତ୍ ଶୁକ୍ରବାର ରାତିରେ ନବୀନ ନାମକ ବ୍ୟକ୍ତି ଜଣକ ରାତ୍ରିଭୋଜନ ପାଇଁ ଘରକୁ ମଟନ୍ ଆଣିଥିଲେ। ସ୍ତ୍ରୀକୁ ମଟନ୍ ରାନ୍ଧିବା ପାଇଁ କହିଥିଲେ। କିନ୍ତୁ ସ୍ତ୍ରୀ ମଟନ୍ ତରକାରୀ କରି ପାରିବେ ନାହିଁ ବୋଲି କହି ସିଧାସଳଖ ମନା କରିଦେଇଥିଲେ। ଏହାପରେ ମ-ଦ୍ୟ-ପ ସ୍ୱାମୀଙ୍କ ମୁଣ୍ଡକୁ ପୋକ କାମୁଡି ଥିଲା। ମଟନ୍ ତରକାରୀ ଖାଇବେ ବୋଲି ରୁଚି ରଖିଥିଲେ କିନ୍ତୁ ସ୍ତ୍ରୀ କରିବା ପାଇଁ ମନା କରିବା ତାଙ୍କୁ ବହୁତ ବାଧି ଥିଲା।

ତେବେ ସ୍ତ୍ରୀ ରାନ୍ଧିବା ପାଇଁ ମନାକୁ ନେଇ ନବୀନ ପୋ-ଲି-ସ ହେଲ୍ପ ଲାଇନ ନମ୍ବର ୧୦୦ କୁ କଲ୍ କରିଥିଲେ। ତେବେ କଲ୍ ରେ ସ୍ତ୍ରୀଙ୍କ ନାମରେ ଅଭି-ଯୋଗ କରିଥିଲେ। ତେବେ ଅପରେଟର ଏହା ଜାଣି ପାରି ମ-ଦ୍ୟ-ପଙ୍କ କାର୍ଯ୍ୟ କହି ଫୋନ ରଖିଦେଇଥିଲେ। କିନ୍ତୁ ଏତିକିରେ ନବୀନଙ୍କ ମନ ବୁଝି ନଥିଲା ଓ ସେ ବାରମ୍ବାର କଲ୍ କରିବାକୁ ଲାଗିଲେ। ନବୀନ ସମୁଦାୟ ୬ ଥର ପୋ-ଲିସ ହେଲ୍ପ ଲାଇନକୁ କଲ୍ କରି ସମାନ ଅଭି-ଯୋଗ କରିଥିଲେ।

ଅପରେଟର ଜଣଙ୍କ ବାଧ୍ୟ ହୋଇ ନିଜ ସିନିୟର ମାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ପରେ ନବୀନଙ୍କ ଘରକୁ ଏକ ପାଟ୍ରୋଲିଂ ଗାଡି ପଠାଯାଇଥିଲା। କିନ୍ତୁ ସେହି ସମୟରେ ନବୀନ ନି-ଶାରେ ଶୋଇପଡିଥିଲେ। ଏହାପରେ ପୋ-ଲି-ସ ସେଠାରୁ ଫେରିଯାଇଥିଲା ଏବଂ ତା’ପର ଦିନ ରବିବାରକୁ ପୋ-ଲି-ସ ହାଜର ହୋଇଯାଇଥିଲା ଏବଂ ନବୀନକୁ ଗାଡ଼ିରେ ବସେଇ ଥା-ନାକୁ ନେଇ ଯାଇଥିଲା। ଏହାପରେ ପୋ-ଲି-ସ ନବୀନଙ୍କ ନାମରେ ଧା-ରା ୨୯୦ ଏବଂ ଭାରତୀୟ ଦ-ଣ୍ଡ ସଂହିତା ୫୧୦ ଅନୁଯାୟୀ ମା-ମ-ଲା ରୁ-ଜୁ କରିଛି।

Leave a Reply

Your email address will not be published. Required fields are marked *