ପ୍ରେମିକାର ପରିବାର ଲୋକେ ପ୍ରେମକୁ ସମାଧି ଦେଇଦେଲେ, ପ୍ରେମିକକୁ ମା-ରି ପ୍ରେମକୁ ପୋତିଦେଲେ।

ପ୍ରେମ’ ଦୁନିଆରେ ଏମିତି କିଏ ନାହିଁ ଯିଏ ଜୀବନରେ ପ୍ରେମ କରି ନାହିଁ। କିଏ ପ୍ରତା-ରଣା ଦେଉଛି ତ ଆଉ କିଏ ପ୍ରେମରେ ଜୀବନ ହାରି ଦେଉଛି। କିଏ ପ୍ରେମ ପାଇଁ ପ୍ରେମିକାର ଘର ପାଖକୁ ଚାଲି ଯାଉଛି ତ ଆଉ କିଏ ପ୍ରେମ ଠୁ ଲୁ-ଚି ପ୍ରେମରେ ଛଳନା କରୁଛି। ଏ ଅଢେ଼ଇ ଅକ୍ଷର ପ୍ରେମକୁ ବୁଝିବା ସମସ୍ତଙ୍କ ପାଇଁ ବେଶ କାଠିକର ପାଠ। ହଁ ଆଜ୍ଞା ଆମେ ବର୍ତ୍ତମାନ ଆପଣଙ୍କୁ ଏମିତି ଏକ ଘ-ଟଣା କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କ ଲୋମ ମଧ୍ୟ ଟା-ଙ୍କୁରି ଉଠିବ। ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ ପ୍ରେମିକ। ଆଉ କିଏ ଜାଣିଥିଲା ପ୍ରେମିକାକୁ ଟିକେ ଦେଖିବା ପୂର୍ବରୁ ପ୍ରେମିକାର ଗାଁ ଜଙ୍ଗଲରେ ସମା-ଧି ନେଇଯିବ ପ୍ରେମ।

ବୌଦ୍ଧରୁ ପ୍ରେମିକ ଜଣଙ୍କ ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ କନ୍ଧମାଳ ହେଲେ ପ୍ରେମିକଙ୍କୁ ଜଣା ନଥିଲା ତାଙ୍କ ପ୍ରେମ ସେହିଠାରେ ସେହିଦିନ ହିଁ ସମା-ଧି ନେଇଯିବ। ପ୍ରେମ ପାଇଁ ତାଙ୍କ ଜୀବନ ଚାଲିଯିବ। ସ୍ୱପ୍ନ ପୂରଣ ହେବା ପୂର୍ବରୁ ରାତି ପାହିଯିବ। ବୌଦ୍ଧ ଜିଲ୍ଲାର ଏକ ଯୁବକ ଭଲ ପାଉଥିଲେ କନ୍ଧମାଳ ଜିଲ୍ଲାର ଏକ ଯୁବତୀଙ୍କୁ କଲେଜରୁ ଆରମ୍ଭ ହୋଇଥିଲା ପ୍ରେମ। ଦୁହେଁ ଦୁହିଁଙ୍କୁ ମନ ପ୍ରା-ଣ ଦେଇ ଭଲ ପାଉଥିଲେ। ଆଉ ଦୁହେଁ ଦୁହିଁଙ୍କୁ ଦେଖା କରିବାକୁ ଚାହୁଁଥିଲେ। ସେଥିପାଇଁ ପ୍ରେମିକ ଅନେକ ଦୂରରୁ ଏକ ସାଙ୍ଗକୁ ସାଥିରେ ଧରି ବାଇକରେ ଆସି ପହଞ୍ଚିଥିଲେ ପ୍ରେମିକର ଗାଁରେ।

ଯୁବକଙ୍କ ସାଙ୍ଗ ବାଇକ ଯୋଗେ ଏକା କନ୍ଧମାଳ ଫେରିଥିବା ବେଳେ ପ୍ରେମିକ ଜଣଙ୍କ ଯୁବତୀଙ୍କ ଗ୍ରାମରେ ରହିଯାଇଥିଲେ। ତେବେ ପ୍ରେମିକଙ୍କୁ ଦେଖି ଯୁବତୀଙ୍କ ପରିବାର ଲୋକେ ଆରମ୍ଭ କରିଥିଲେ ହ-ତ୍ୟା ଯୋଜନା। ସେ ଚାହୁଁନଥିଲେ ଯୁବକ ଜଣଙ୍କ ତାଙ୍କ ଝିଅକୁ ଭଲ ପାଉ କି ତାକୁ ବିବାହ କରୁ। ତେଣୁ ଯୁବକଙ୍କ ସହ କିଛି କଥା ହେବାକୁ ଯୁବକଙ୍କୁ ଡାକିଥିଲେ ନିକଟସ୍ଥ ଜଙ୍ଗଲକୁ ଆଉ ସେହିଠାରେ ହିଁ ଦୁହିଁଙ୍କ ପ୍ରେମକୁ ସବୁଦିନ ପାଇଁ ସ-ମାଧି ଦେଇଦେଇଥିଲେ। ଯେଉଁ ପ୍ରେମକୁ ନେଇ ଦୁହିଁଙ୍କ ଆଖିରେ ଅସୁମାରୀ ସ୍ୱପ୍ନ ଥିଲା ସେହି ସ୍ୱପ୍ନ ସେହି ଜଙ୍ଗଲ ଭିତରେ ହିଁ କବର ନେଇଗଲା।

ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହ-ତ୍ୟା କରି ଜଙ୍ଗଲ ଭିତରେ ଫୋ-ପାଡ଼ି ଦେଇ ଚାଲି ଆସିଲେ। ଯୁବକ ଜଣଙ୍କ ପ୍ରେମର ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇ ଯୁବତୀଙ୍କ ଗ୍ରାମକୁ ଯାଇଥିବା ବେଳେ ଦଶ ଦିନ ପରେ ଜଙ୍ଗଲରୁ ମିଳିଥିଲା ଯୁବକଙ୍କ ଖପୁରୀ। ଯୁବକଙ୍କ ପରିବାର ପକ୍ଷରୁ ଥା-ନାରେ ଏତ-ଲା ଦେବା ପରେ ପୋ-ଲିସ ଖୋ-ଳତା-ଡ଼ ଆରମ୍ଭ କରିଥିଲା ଓ ତିନି ଜଣଙ୍କୁ ଅଟକ ରଖି ପ-ଚରା ଉ-ଚୁରା କରିଥିଲା। ଆଉ ଏହା ପରେ ପୋ-ଲିସ ଜାଣିବାକୁ ପାଇଥିଲା କି ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହ-ତ୍ୟା କରି ଫିଙ୍ଗିଦେଇଛନ୍ତି। ଏନେଇ ପୋ-ଲିସ ତିନି ଜଣଙ୍କୁ ଗି-ରଫ କରିଥିବା ବେଳେ ସମସ୍ତେ କହିଛନ୍ତି କଲେଜ ର ପ୍ରେମ ଜଙ୍ଗଲରେ ସ-ମାଧି ନେଇଗଲା।

Leave a Reply

Your email address will not be published. Required fields are marked *