ମାନସର ଭୁ-ତ ଅଧ ରାତିରେ ଆସି ଡ଼-ରାଉଛି , ଭ-ୟରେ ଥରି ଉଠୁଛନ୍ତି ନିରଞ୍ଜନ

ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ମା-ମ-ଲାର ସମସ୍ତ ଅଭି-ଯୁକ୍ତ ମାନଙ୍କୁ ପୋ-ଲି-ସ ଗି-ରଫ କରିସାରିଛି । ସମସ୍ତେ ବର୍ତ୍ତମାନ ସମୟରେ ଜେ-ଲ ଦ-ଣ୍ଡ ଭୋଗୁଛନ୍ତି । ସମସ୍ତଙ୍କୁ ନିଜ ପା-ପର ପ୍ରାୟଶ୍ଚିତ ହୋଇ ସାରିଛି । ସମସ୍ତେ ନିଜ ଭୁଲ୍ ମଧ୍ୟ ପୋ-ଲି-ସ ସମ୍ମୁଖରେ ସ୍ୱୀ-କାର କରିଛନ୍ତି । ମା-ମ-ଲାରେ ସଂପୃକ୍ତ ଥିବା ଗୋଟିଏ ପରେ ଗୋଟିଏ ଅଭି-ଯୁକ୍ତକୁ ପୋ-ଲି-ସ ଖୋଜି ଖୋଜି ବାହାର କରିଛି ଆଉ ସେମାନଙ୍କ ଠାରୁ ସମସ୍ତ ସତକୁ ଆଦାୟ କରିଛି । ତେବେ ଏହି ମା-ମ-ଲାର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠାଙ୍କୁ ମଧ୍ୟ ପୋ-ଲି-ସ ରି-ମା-ଣ୍ଡରେ ନେଇ ଯାଇଛି ଏବଂ ଅନ୍ୟମାନଙ୍କୁ ଜେ-ଲର ଚାରି କାନ୍ଥ ମଧ୍ୟରେ ରହିବାକୁ ପଡୁଛି ।

ତେବେ ଏସବୁ ମଧ୍ୟରେ ଏକ ନୂତନ ଖବର ସାମ୍ନାକୁ ଆସିଛି । ମାନସ ହ-ତ୍ୟାକା-ଣ୍ଡ ମା-ମ-ଲାରେ ନିରଞ୍ଜନ ମଧ୍ୟ ଜେ-ଲ ଦ-ଣ୍ଡ ଭୋଗୁଛନ୍ତି । ଆଉ ଜେ-ଲ ମଧ୍ୟରେ ଏକୁଟିଆ ଗୋଟିଏ ସେଲ ରେ ରହୁଛନ୍ତି । କିନ୍ତୁ ଏସବୁ ମଧ୍ୟରେ ସେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ବ-ୟା-ନ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ , ମାନସଙ୍କର ଭୁ-ତ ଆସି ତାଙ୍କୁ ରାତି ଅଧରେ ଡ଼-ରାଉଛି । ଆଉ ତାଙ୍କୁ ଜୀବନରୁ ମା-ରିଦେ-ବ ବୋଲି ମଧ୍ୟ କହୁଛି । ତାଙ୍କୁ ଯେମିତି ଏମାନେ କଲବଲ କରି ମା-ରିଛନ୍ତି , ସେ ବି ସେମିତି ମା-ରିବ ବୋଲି ଧ-ମ-କ ଦେଉଛି । ଆଉ ନିରଞ୍ଜନଙ୍କୁ ମା-ରିଲେ ମାନସଙ୍କର ଆତ୍ମା ଶାନ୍ତି ପାଇବ ବୋଲି ସେ କହୁଛନ୍ତି ।

ସର୍ବପ୍ରଥମେ ନିରଞ୍ଜନଙ୍କୁ ମା-ରିବ ଆଉ ତାପରେ ଗୋଟି ଗୋଟି କରି ସମସ୍ତଙ୍କୁ ମା-ରିଦେବ ବୋଲି ମାନସର ଆତ୍ମା ଧ-ମକ ଦେଉଛି । ନଚେତ ତାର ଆତ୍ମା ଅତୃ-ପ୍ତ ଆତ୍ମା ହୋଇ ଘୁରି ବୁଲିବ । ଆଉ ଏହାପରେ ବାବୁ ନିରଞ୍ଜନଙ୍କର ନିଦ ଜେ-ଲ ମଧ୍ୟରେ ଭା-ଙ୍ଗି ଯାଉଛି ଆଉ ସେ ନିଦରୁ ଉଠି ଦେଖିଲା ବେଳକୁ ମାନସର ଆତ୍ମା କୁଆଡେ ଗାଏବ ହୋଇ ଯାଉଛି । ତେବେ ଏହାପରେ ସେ ଭ-ୟରେ ଥରି ଉଠୁଛନ୍ତି । ରାତି ଅଧରେ ଚି-ତ୍କା-ର କରି ତାଙ୍କୁ ବଞ୍ଚାଇବା ପାଇଁ କହୁଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଖବର ସାମ୍ନାକୁ ଆସିଅଛି ଯେ , ରାତି ଅଧରେ ମାନସର ଭୁ-ତ ଆସି ନିରଞ୍ଜନଙ୍କୁ ଡ଼-ରାଉଛି ଆଉ ସେ ନିଦରୁ ଉଠିପଡ଼ି ଚି-ତ୍କା-ର କରୁଛନ୍ତି । ବଞ୍ଚାଅ ବଞ୍ଚାଅ ବୋଲି ପାଟି କରି ବାବୁ ନିରଞ୍ଜନ ଭୋ ଭୋ ହୋଇ କା-ନ୍ଦୁଛନ୍ତି । ଆଉ ପୁଣି କହୁଛନ୍ତି ସେ ଏକୁଟିଆ ଶୋଇପାରିବେ ନାହିଁ ତାଙ୍କୁ ସାଥିଟିଏ ଦରକାର । ଏକୁଟିଆ ଶୋଇବାରୁ ମାନସର ଭୁ-ତ ଆସି ତାଙ୍କୁ ଡ଼-ରାଉଛି ଆଉ ମା-ରିଦେବ ବୋଲି ମଧ୍ୟ କହୁଛି । ତେଣୁ ତାଙ୍କୁ ସାଥିଟିଏ ଦିଆଯାଉ , ନହେଲେ ମାନସର ଭୁ-ତ ତାଙ୍କୁ ମା-ରିଦେବ ବୋଲି କହୁଛନ୍ତି ବାବୁ ନିରଞ୍ଜନ ।

Leave a Reply

Your email address will not be published. Required fields are marked *