ପୁରୀ ବଡ଼ ଦେଉଳ ରୋଷେଇ ଘରର ଚୁଲି ଭା-ଙ୍ଗିବାକୁ ନେଇ ମୁଁହ ଖୋଲିଲେ ଏହି ବ୍ୟକ୍ତି , ଆଉ ଯାହା କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ :-

ନିକଟରେ ଭାଇରଲ ହୋଇଥିବା ଏକ ଘ-ଟଣା ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଆମ ପୁରୀ ବଦଦେଉଳର ରୋଷେଇ ଘରେ ପଶି କେହି ଜଣେ ବ୍ୟକ୍ତି ଚୁଲି ଭା-ଙ୍ଗିଛନ୍ତି । ଯାହା ଶୁଣି ପ୍ରଭୁ ଶ୍ରୀଜଗନ୍ନାଥ ଏମିତିକି ସାରା ଓଡ଼ିଶାର ଲୋକେ ମଧ୍ୟ ଉତ୍ୟକ୍ତ ହୋଇଛନ୍ତି । କାରଣ ଏତେ ବର୍ଷ ମଧ୍ୟରେ ଏପରି ଘ-ଟଣା ଘଟିବାର ପ୍ରଥମ ଅଟେ । ଏବଂ ଏହାକୁ ନେଇ ଜଣେ ବ୍ୟକ୍ତି କିଛି ଏପରି କହିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ସେହି ବ୍ୟକ୍ତିଙ୍କ ନାମ ହେଉଛି ଭଗବାନ । ନିଜର ପରିଚୟ ଦେବାକୁ ଯାଇ ସେ ନିଜକୁ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ କହିଛନ୍ତି ଏବଂ ଏହି ଘଟ-ଣାକୁ ନେଇ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ ଯେମିତି ଜଣେ ଓଡ଼ିଶାର ଲୋକ ହୋଇ ଓଡ଼ିଶାର ପ୍ରିୟ ଠାକୁରଙ୍କ ରୋଷେଇ ଘରର ଚୁଲି ଭା-ଙ୍ଗି ଦେଉଛନ୍ତି । ସେହିପରି ଆଉ କିଏ ଆସି ଠାକୁରଙ୍କୁ ବି ଚୋ-ରି କରିବା ଅସମ୍ଭବ ନୁହେଁ । ଆଉ ନିଜକୁ ଉଦାହରଣ ଦେଇ ସେ ଏହା କହିଛନ୍ତି ଯେ ଯଦି ସେ ନିଜେ ବଦଦେଉଳକୁ ଦିନେ ଯାଇ ଭା-ଙ୍ଗି ଦିଅନ୍ତି ତେବେ କିପରି ଚଳିବ ।

ସେ କହିଛନ୍ତି ଯେ ସାରା ଓଡ଼ିଶାବାସୀଙ୍କ ପାଇଁ ପ୍ରଭୁ ଜଗନ୍ନାଥ ସବୁ ଦେବତାଙ୍କ ଠାରୁ ପ୍ରିୟ ଅଟନ୍ତି । ତେବେ ଜଣେ ଓଡ଼ିଶାର ଲୋକ ହୋଇ ଏପରି କୁତ୍ସିତ କାର୍ଯ୍ୟ କେମିତି କରି ପାରୁଛି । ଏସବୁକୁ ନଜର ଦେଲେ କଳିଯୁଗ ସମାପ୍ତ ହୋଇ ଆସୁଥିବା କହିଛନ୍ତି । ଏସବୁ ଘଟ-ଣା କଳିଯୁଗର ସମାପ୍ତି ଦିଗକୁ ଇ-ଙ୍ଗିତ କରୁଥିବା କହିଛନ୍ତି ଏହି ବ୍ୟକ୍ତି ।

ତେବେ ଏହି ବ୍ୟକ୍ତି ଜଣକ ଜଗନ୍ନାଥଙ୍କ ଭଜନ ପରିବେଷଣ କରନ୍ତି ଏବଂ ତାଙ୍କର ଏକ ଭଜନ ସମାରୋହ ଟିମ ଥିବା ସେ କହିଛନ୍ତି । ତେବେ ସେ ଚୁଲି ଭା-ଙ୍ଗିବା ଘ-ଟ-ଣାକୁ ନେଇ ଯେଉଁ କଥା କହିଛନ୍ତି ତାହା ବାସ୍ତବରେ ଗ୍ରହଣୀୟ ଅଟେ ଏବଂ ସାରା ଓଡ଼ିଶାର ଲୋକେ ମଧ୍ୟ ତାଙ୍କ କଥା ପ୍ରତି ସହମତ । ସେ ବଦଦେଉଳର ରୋଷେଇ ଘରର ଚୁଲି ଭା-ଙ୍ଗିବା କଥାକୁ ନେଇ ଓଡ଼ିଶାର ସରକାର , ପୋ-ଲି-ସ ପ୍ରଶାସନ ଏବଂ ଜନସାଧାରଣଙ୍କୁ ଦାୟୀ କରିଛନ୍ତି ଏବଂ ଯେଉଁ ବ୍ୟକ୍ତି ଜଣକ ଏପରି କାମ କରିଛନ୍ତି ତାଙ୍କ ବି-ରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇ ଉଚିତ ଦ-ଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *