ଶାଶୁଘର ଲୋକଙ୍କ ନିର୍ଯା-ତନାରେ ଝିଅର ମୃ-ତ୍ୟୁ , ଅଭି-ଯୋଗ ଆଣିଲେ ଜଣେ ବାପା

ଯୌତୁକ ଯାତନରେ ଆଉ କେତେଯେ ଏଭଳି ନି-ରୀହ ଜୀବନ ତାହା କେହି କେହି କହି ପାରିବେ ନାହିଁ । କେଉଁଠି ବି ଲେଖାଯାଇ ନାହିଁ ଯେ ବିବାହ ବେଳେ ଝିଅ ଘର ପକ୍ଷରୁ ଯୌ-ତୁକ ଦିଆଯାଏ । ଏ ସମାଜ ସବୁବେଳେ ପୁରୁଷକୁ ମହତ୍ତ୍ୱ ଦେଇ ଭାବୁଛି ଯେ ନାରୀର କିଛି ମହତ୍ତ୍ୱ ନାହିଁ ଏବଂ ଜଣେ ଝିଅ ଯେତେବେଳେ ବାପଘରୁ ଶାଶୁ ଘରକୁ ଯାଏ ସେ କେବଳ ଦାୟର ପାତ୍ର ହୋଇଯାଏ । ଏହି ଭୁଲ ଧାରଣା କାରଣରୁ ଅନେକଙ୍କ ସୁଲଭ ଜୀବନ ଯାଇ ସାରିଲାଣି । ଆଉ ବର୍ତ୍ତମାନ ଏଭଳି ଅନ୍ୟ ଏକ ଘ-ଟଣା ଘ-ଟିଛି ଯେଉଁଠି ଜଣେ ମହିଳାଙ୍କୁ ଯୌ-ତୁକ ନିର୍ଯା-ତନାରେ ହ-ତ୍ୟା କରାଯାଇଥିବା ଝିଅର ବାପା ଅଭି-ଯୋଗ ଆଣିଛନ୍ତି । ତେବେ ମା-ମ-ଲା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଯୌ-ତୁକ ଜୁଇରେ ଆଉ ଜଣେ ବୋହୂର ପ୍ରା-ଣ ଚାଲି ଯାଇଛି । ଘ-ଟଣା ଏହା ଥିଲା ଯେ ଖୁବ ଧୂମଧାମରେ ବାପଘର ଲୋକେ ଝିଅର ବାହାଘର କରିଥିଲେ । କଥା ଥିଲା ୨୫ ଲକ୍ଷ ଟଙ୍କା ଯୌ-ତୁକ ଦିଆଯିବ । ବାପା କଷ୍ଟେ ମଷ୍ଟେ ୨୦ ଲକ୍ଷ ଦେବା ପରେ ବି ଶାଶୁ ଘର ଲୋକଙ୍କ ମନ ଶାନ୍ତି ହୋଇ ନଥିଲା । ଆଉ ବିବାହର କିଛି ଦିନ ପରେ ହିଁ ବୋହୂ ଉପରେ ନିର୍ଯା-ତନା ଆରମ୍ଭ କରି ଦେଇଥିଲେ ।

ଝିଅ ଫୋନରେ ବାପାଙ୍କୁ ନିଜ ଉପରେ ନିର୍ଯା-ତନା ହେବା କଥା କହୁଥିଲେ । ଝିଅର ବାପା ମଧ୍ୟ ଆଉ ୫ ଲକ୍ଷ ଟଙ୍କା ଦେଇଦେବେ ବୋଲି ମଧ୍ୟ କହିଥିଲେ ।ତଥାପି ଝିଅ ଉପରେ ଶାରୀ-ରିକ ଏବଂ ମାନ-ସିକ ନିର୍ଯା-ତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ଆଉ ଯେତେବେଳେ ଝିଅର ମୃ-ତ୍ୟୁ ଖବର ଆସିଲେ ସେତେବେଳେ ଝିଅର ବାପା ଯାଇ ଦେଖନ୍ତି ତ ଝିଅ ବେଡ଼ରେ ପଡିଛି , ହାତରେ ଦାଗ ରହିଛି ଏବଂ ଶାଢ଼ୀରେ ର-କ୍ତ ଲାଗିଛି । ଯାହାକୁ ନେଇ ଝିଅର ବାପା ଶାଶୁଘର ପରିବାର ଲୋକଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି

ତାଙ୍କ ବ-ୟା-ନ ଅନୁଯାୟୀ କିଛିଦିନ ତଳେ ତାଙ୍କ ଝିଅର ଦେଢଶୁର ଘରକୁ ଆସିଥିଲେ ଆଉ କଲ କରି କୋ-ର୍ଟ କଚେରୀ ନାମ ନେଇ ଧ-ମକ ବି ଦେଇଥିଲେ । ଝିଅର ମୃ-ତ୍ୟୁ ପରେ ଶାଶୁ ଘର ଲୋକେ ଏହାକୁ ଆ-ତ୍ମହ-ତ୍ୟା ବୋଲି ଘୋଷଣା କରିଥିଲେ ହେଁ ଝିଅର ବାପା ଏହାକୁ ହ-ତ୍ୟା ବୋଲି ଦାବି କରିଛନ୍ତି । ଝିଅର ଏପରି ୱା ଅବସ୍ଥା ଦେଖି ବାପା ଜଣକ ଖୁବ ଦୁଃ-ଖରେ ଭା-ଙ୍ଗି ପଡ଼ିଛି । ୨୫ ଲକ୍ଷ ଟଙ୍କା ଯୌ-ତୁକ ସହିତ ତାର ଖୁବ ଆଦରର ଝିଅର ଜୀବନ ବଳି ପଡ଼ିଛି ।

Leave a Reply

Your email address will not be published. Required fields are marked *