ଆ-ତ୍ମହ-ତ୍ୟା ପୂର୍ବରୁ ନବ ବିବାହିତାଙ୍କର ସୁଇ-ସା-ଇଡ଼ ନୋଟ , ମୁଁ ମରିଗଲେ ମୋ ଶାଶୁଘର ଲୋକ ଯେମିତି ମୋ ମୁଁହ ନଦେଖନ୍ତି…

ନବ ବିବାହିତା ଆଉ ଆ-ତ୍ମହ-ତ୍ୟା , ଏଭଳି କଥା ଶୁଣିବା ପରେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ସତ। ଜଣେ ନବ ବିବାହିତା ବଧୁ କିପରି ଆ-ତ୍ମହ-ତ୍ୟା କରିପାରିବେ । ବିବାହର କିଛି ଦିନ ହେଉଣୁ ଆ-ତ୍ମହ-ତ୍ୟା କରି ଦେଇଛନ୍ତି ଜଣେ ବୋହୁ । ତେବେ ଏଭଳି କେଉଁ କାରଣ ଥିଲା , ଯେଉଁଥିପାଇଁ ନବ ବିବାହିତାଙ୍କୁ ଆ-ତ୍ମହ-ତ୍ୟା କରିବାକୁ ପଡିଲା । ସେ ଆଉ କୌଣସି ବାଟ ବି ଆପଣାଇ ପାରିଥାନ୍ତେ କିନ୍ତୁ କାହିଁକି ସେ ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ ହେଲେ । ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ହରିୟାଣାର ଗୁରୁଗ୍ରାମରୁ ଏଭଳି ମାମଲା ବିଷୟରେ ସାମ୍ନାକୁ ଆସିବା ପରେ ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି । ଆଉ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଆ-ତ୍ମ-ହ-ତ୍ୟା ପଛର ପ୍ରକୃତ କାରଣ ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଉଠିବେ । ଆଉ ଏହା ପଛର କାରଣ ହେଉଛି ଯୌତୁକ । ଏହା ବିଷୟରେ ଶୁଣି ଆପଣ ନିଶ୍ଚିତ ବ୍ୟସ୍ତ ହୋଇ ପଡିବେ । କିନ୍ତୁ କଥାଟି ପ୍ରକୃତରେ ସତ । ଯୁଗ ଏତେ ଆଗକୁ ଯିବା ପରେ ମଧ୍ୟ ଲୋକମାନଙ୍କର ଚିନ୍ତାଧାରା ବଦଳି ନାହିଁ । ଲୋକେ ନିଜର ଅଭ୍ୟାସକୁ ବଦଳାଇ ପାରୁ ନାହାଁନ୍ତି ।

ଉନ୍ନତ ସମାଜ ଆଉ ଉନ୍ନତ ମାନବ ଜାତି କୁହା ଯାଉଥିବା ବେଳେ ଲୋକଙ୍କର ଚିନ୍ତାଧାରା ସେଇ ପଛରେ ପଡି ରହିଛି। ଆଉ ଅଭ୍ୟାସ ବଦଳି ନାହିଁ । ଆଜି ବି ସେଇ ଯୌତୁକ ପାଇଁ ନି-ର୍ଯ୍ୟାତନା ଲାଗିରହିଛି । ଆଜି ବି ଅନେକ ଝିଅ ବୋହୁ ନିର୍ଯ୍ୟାତନା ସହି ନ ପାରି ଆ-ତ୍ମହ-ତ୍ୟା କରିବାକୁ ପଛାଉ ନାହାଁନ୍ତି । ତେବେ ସୂଚନା ମୁତାବିକ , ରିତୁ ନାମକ ଏହି ବୋହୁ ତିନି ମାସ ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ମାସରେ ଚେତନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଆଉ ବିବାହ ପର ଠାରୁ ଶାଶୁ ଘର ଲୋକ ଯୌତୁକ ପାଇଁ ତାଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ ।

ତଥାପି ଛାତିକୁ ପଥର କରି ନିର୍ଯ୍ୟାତନା ସହିଥିଲେ ରିତୁ । ଆଉ ସେମାନଙ୍କୁ କିଛି ପ୍ରତ୍ୟୁତ୍ତର ମଧ୍ୟ ଦେଉ ନଥିଲେ । କିନ୍ତୁ ପରିଶେଷରେ ସେ ଆ-ତ୍ମହ-ତ୍ୟା କରିବାପାଇଁ ବାଧ୍ୟ ହୋଇଥିଲେ କାରଣ ପରିସ୍ଥିତି ଅତ୍ୟନ୍ତ ଅସମ୍ଭାଳ ହୋଇ ପଡ଼ିଥିଲା । ଆଉ ଶେଷରେ ହାତରେ ସୁଇସାଇଡ଼ ନୋଟ ଲେଖି ଆ-ତ୍ମ-ହ-ତ୍ୟା କରିଦେଲେ ରିତୁ । ନିଜ ମନର ବେଦନାକୁ ପ୍ରକାଶ କରି ଲେଖିଥିଲେ କି , ବହୁତ କଷ୍ଟ ହେଉଛି ଆଉ ସହି ହେଉନାହିଁ । ଆଉ ଅତ୍ୟାଚାର ସହି ହେଉନାହିଁ । ମୁଁ ଆ-ତ୍ମହ-ତ୍ୟା କରୁଛି । ମରିବା ପରେ ମୋ ମୁହଁ ଶାଶୁ ଘର ଲୋକଙ୍କୁ ଦେଖାଇବ ନାହିଁ। ଏତିକି ଲେଖି ସେ ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *