ନବୀନଙ୍କୁ ଡାକ ନହେଲେ ଲ-ଙ୍ଗଳା ହେବି….

ନବୀନଙ୍କୁ ଡାକିବାକୁ କେଉଁ ସମୟରୁ କହୁଛି ହେଲେ ମୋ କଥା ନ ଶୁଣି ତୁମେ ମାନେ ନାଟକ ଦେଖୁଛ ନାଟକ। ନବୀନଙ୍କୁ ଯଦି ନ ଡାକିବନା ଆଉ ନବୀନଙ୍କ ସହ ଯଦି ମୋର ଦେଖା ନକରେଇବ ତେବେ ସତ କହୁଛି ଏହି ରାଜ ରାସ୍ତା ଉପରେ ମୁଁ ଲ-ଙ୍ଗଳା ହେବି ହିଁ।

ନବୀନଙ୍କ ସହ ମୋର ଅଲଗା ସ-ମ୍ପର୍କ। ମୁଁ ତାଙ୍କୁ ଖାଲି ଟିକେ ଦେଖିବି । ରାଜ ଧାନୀର ରାଜ ରାସ୍ତା ଉପରେ ଗତକାଲି ଏକ ମହିଳାଙ୍କ ଉତୁପାତ ଦେଖିବାକୁ ମିଳିଥିଲା। ମହିଳାଙ୍କ ସ୍ୱପ୍ନ ସେ ନବୀନ ନହେଲେ ମୋଦିଙ୍କୁ ବିବାହ କରିବେ।ଆଉ କାଲି ମହିଳା ଜଣଙ୍କ ଏକା ଜିଦ ଧରିଥିଲେ କି ତାଙ୍କୁ ଟିକେ ନବୀନଙ୍କ ସହ ଦେଖା କରେଇବାକୁ ଦିଅ

ହେଲେ ଉକ୍ତ ମହିଳାଙ୍କୁ ପୋ-ଲିସ କର୍ମଚାରୀ ଅନେକ ସମୟ ଧରି ବୁଝାଇଥିଲେ ବି ମହିଳା ଜଣଙ୍କ ବୁଝିନଥିଲେ ବଂର ପୋ-ଲିସ କର୍ମଚାରୀଙ୍କୁ ଧ-ମକ ଦେଇଥିଲେ ଓ ଉଲ-ଗ୍ନ ହେବାର କଥା କହିଥିଲେ। ମହିଳାଙ୍କର ଗୋଟିଏ କଥା ଥିଲା କି ନବୀନ ବାବୁଙ୍କୁ ଡାକ ତାଙ୍କୁ ମୁଁ ବିବାହ କରିବାକୁ ପ୍ରସ୍ତାବ ଦେବି। ମୋ ସହ ଆମ ଘରକୁ ଯିବାକୁ ସ୍ୱାଗତ କରିବି।

ସତ କହୁଛି ବାଧ୍ୟ କରିବିନି ମୁଁ ତାଙ୍କୁ କେବଳ ସ୍ୱାଗତ କରିବି ଆମ ଗାଁକୁ ଯିବାକୁ। ନବୀନ ଗଲେ ଖୁସି ହେବି ନଗଲେ ବି ଚଳିବ। ହେଲେ ମତେ ଖାଲି ନବୀନଙ୍କ ସହ ଦେଖା କରେଇ ଦିଅ। ଏମିତି ଜିଦି କରୁଥିବା ବେଳେ ମହିଳା ପୋ-ଲିସ ଉକ୍ତ ମହିଳାଙ୍କୁ ଅନେକ ବୁଝାଇବା ପରେ ଯେତେବେଳେ ମହିଳା ଜଣଙ୍କ ନିଜ ଜିଦରୁ ଓହରି ନଥିଲେ ଶେଷରେ ବାଧ୍ୟ ହୋଇ ପୋଲିସ ମହିଳାଙ୍କୁ କହିଥିଲେ ତୁମେ ଯଦି ନବୀନଙ୍କୁ ଦେଖା କରିବାକୁ ଚାହୁଁଛ ତେବେ ଗରିଭାନ୍ସରେ ଏକ ଦରଖାସ୍ତ ଦିଅ।

ହେଲେ କିନ୍ତୁ ଏଥିରେ ବି ମହିଳାଙ୍କ ମନ ବୁଝିନଥିଲା କି ସେ ମଧ୍ୟ ଜିଦରୁ ଓହରି ନଥିଲେ। କହିଥିଲେ କି ଭିଡିଓ କଲରେ ହେଉ ପଛେ ମତେ ଟିକେ ନବୀନଙ୍କୁ ଦେଖିବାକୁ ସୁଯୋଗ ଦିଅନ୍ତୁ।

ଏହି ମହିଳାଙ୍କ ଏପରି କାଣ୍ଡ ଦେଖି ଲୋକେ ମଜା ନେଉଥିବା ବେଳେ ଗଣ ମାଧ୍ୟମ ଏହି ଭିଡ଼ିଓକୁ ଉତ୍ତୋଳନ କରିବା ସମୟରେ ମହିଳା ଜଣଙ୍କ କହିଥିଲେ କେତେ ଘଣ୍ଟା ହେଲାଣି ନବୀନଙ୍କ ସହ ମୁଁ ଦେଖା କରିବାକୁ କହୁଛି ଶୁଣିଲଣି,ଏବେ ଚାଲି ଆସିଛ ଭିଡିଓ କରିବାକୁ। କହିଦେଉଛି ନବୀନଙ୍କୁ ଡାକ ନହେଲେ ମତେ ରାଜା ରାଜା ରାସ୍ତା ଉପରେ ବି ଉଲ-ଗ୍ନ ହେବାକୁ ମୋତେ ଅଧିକ ସମୟ ଲାଗିବ ନାହିଁ। ଆଉ ହଁ ମୁଁ ବାହା ହେବି ତ କେବଳ ମୋଦି ଆଉ ନବୀନ ଙ୍କୁ ।

Leave a Reply

Your email address will not be published. Required fields are marked *