ଭାଇରଲ ହେଲା ମିଷ୍ଟର ଗଜପତିଙ୍କ ଅଜବ ବ-ୟାନ । କହିଲେ ବିବାହିତା ନାରୀ ତିନି ଚାରିଟା ପିଲା ଥାଇ ଅନ୍ୟ ପୁରୁଷଙ୍କୁ ……..

ଆଜିକା ସମୟରେ ସମାଜରେ ଯେଉଁ ସବୁ ଅନୈତିକ କା-ଣ୍ଡ ଘଟିଲାଣି ତାହାକୁ ନଜର ଦେଲେ ଜାଣି ହେବ ଯେ ବର୍ତ୍ତମାନ ସମୟରେ ସମାଜ କିଭଳି ଭାବରେ କଳୁ-ଷିତ ହୋଇ ଗଲାଣି । ପୁଣି ସେସବୁ ଘଟଣା ସମାଜ ଉପରୀ କେଉଁ ପ୍ରକାରର ପ୍ରଭା-ବ ପକାଇବ ତାହା ଜାଣିବା ସତ୍ତ୍ୱେବି ଅନେକ ସୋସିଆଲ ମିଡ଼ିଆ ୟୁଜର ଏବଂ ଅନେକ ନ୍ୟୁଜ ଚ୍ୟାନେଲ ସେହିଭଳି ଘଟ-ଣାକୁ ପ୍ରସାରଣ କରୁଛନ୍ତି । ଏହାକୁ ସମସ୍ତଙ୍କୁ ବୁଝିବାକୁ ପଡ଼ିବ ଯେ , ଏଭଳି ଅନୈ-ତିକ କାର୍ଯ୍ୟ ହେବା ପଛରେ ଯେତିକି ପରିବେଶ ଦାୟୀ ସେତିକି ଲୋକଙ୍କ ମାନସିକତା ମଧ୍ୟ ଦାୟୀ ଅଟେ ।

ଏଭଳି ଏକ ବୟାନ ବର୍ତ୍ତମାନ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁରୁ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଛି । ମିଷ୍ଟର ଗଜପତି ନାମରେ ନାମିତ ଜଣେ ବ୍ୟକ୍ତି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନୈ-ତିକ ସମ୍ପ-ର୍କକୁ ନେଇ ଖୋଲାଖୋଲି ଭାବରେ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଯାହା ବାସ୍ତବରେ ବିବା-ଦୀୟ ବ-ୟାନ କହିବା ଯୋଗ୍ୟ ଅଟେ ।

ସୋସିଆଲ ମିଡିଆରେ ମିଷ୍ଟର ଗଜପତି ନାମରେ ନାମିତ ଏହି ବ୍ୟକ୍ତି ଜଣକ ବିବାହିତା ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହିତ ସ-ମ୍ପର୍କ ରଖିବାର କାରଣ ବିଷୟରେ ମତ ଦେଇଛନ୍ତି । ପ୍ରଥମ କଥା ଯେ ତାଙ୍କ ବୟା-ନକୁ କିଛି ଲୋକ ଗ୍ରହଣ କରୁ ଥିବାରୁ , ବାରମ୍ବାର ତାଙ୍କର ଏଭଳି ବୟାନ ସୋସିଆଲ ମିଡିଆରେ ପ୍ରକାଶ କରାଯାଉଛି ।

ତାଙ୍କ ମତ ଅନୁଯାୟୀ ଅନେକ ବିବାହିତା ସ୍ତ୍ରୀ ଭିନ୍ନ ଭିନ୍ନ କାରଣରୁ ନିଜ ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହିତ ସ-ମ୍ପର୍କ ରଖୁଛନ୍ତି । ପ୍ରଥମ କାରଣ ହେଉଛି , ଯେଉଁ ବିବାହିତା ମହିଳାଙ୍କ ସ୍ୱାମୀ ତାଙ୍କ ଠାରୁ ଦୂରରେ ଅଛନ୍ତି ସେହି ମହିଳା ମାନେ ଶାରୀରିକ ସୁଖ ପାଇବା ପାଇଁ ଅନ୍ୟ ପୁରୁଷଙ୍କୁ ଆକର୍ଷିତ କରୁଛନ୍ତି ।

ପୁଣି ଆଉ କିଛି ମହିଳା ଅଛନ୍ତି ଯେଉଁ ମାନଙ୍କୁ ନିଜ ସ୍ୱାମୀ ଠିକ ଭାବରେ ଭରଣ ପୋଷଣ କରି ପାରୁ ନାହିଁ । ସେଭଳି ମହିଳା ମାନେ ମଧ୍ୟ ଟଙ୍କା ଅଧିକ ଥିବା ପୁରୁଷ ପ୍ରତି ଆକର୍ଷିତ ହେଉଛନ୍ତି । ଟଙ୍କା ବଦଳରେ ତାଙ୍କ ସହିତ ସ-ମ୍ପର୍କ ରଖୁଛନ୍ତି । ପୁଣି ତୃତୀୟ କାରଣ ଅନୁଯାୟୀ ଆଉ କିଛି ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ୱାମୀ ଥାଉ ଥାଉ ଏକାଧିକ ପୁରୁଷ ସହିତ ଶାରୀ-ରିକ ସମ୍ପ-ର୍କ ରଖୁଛନ୍ତି ।

ଯାହା ବାସ୍ତବରେ ନିନ୍ଦ-ନୀୟ ଅଟେ । ଏହାବ୍ୟତୀତ ସେ ଏଭଳି ସ୍ତ୍ରୀ ଲୋକ ମାନଙ୍କୁ ବେ-ଶ୍ୟା ବୋଲି କହିଛନ୍ତି । ଏପଟେ କହିବାକୁ ଗଲେ ବେ-ଶ୍ୟା ବୃତ୍ତି କରିଥିବା ନାରୀ ମାନଙ୍କ କାରଣରୁ ହିଁ ଦୁଷ୍କ-ର୍ମ ଜନିତ ସମସ୍ୟା କମ ରହିଛି । କିନ୍ତୁ ଏଠାରେ ପ୍ରଶ୍ନ ଏହା ମଧ୍ୟ ଉଠୁଛି ଯେ ସ୍ତ୍ରୀ କ୍ଷେତ୍ରରେ ଏହି ସମସ୍ୟା ଯେତେ ଲାଗୁ ହେଉଛି ପୁରୁଷ କ୍ଷେତ୍ରରେ ମଧ୍ୟ । କିନ୍ତୁ ଏଭଳି ଘଟ-ଣାକୁ ଏଭଳି କଦ-ର୍ଜ କରି ସମଗ୍ର ଗଣମାଧ୍ୟମ ସାମ୍ନାରେ କହିବା କେତେ ଦୂର ଗ୍ରହଣୀୟ ଅଟେ ? ଯାହାବି ହେଉ ଏଭଳି ମାମ-ଲା ମଧ୍ୟ ସାମ୍ନାକୁ ଆସିବା ଆଦୋୖ ଗ୍ରହଣୀୟ ନୁହେଁ ।

Leave a Reply

Your email address will not be published. Required fields are marked *