ମୁସଲମାନ ଭାବି ବୃଦ୍ଧ ବ୍ୟକ୍ତିଙ୍କୁ ପି-ଟି ପି-ଟି ହ-ତ୍ୟା, ସନ୍ଦେହରେ ବିଜେପି କର୍ପୋରେଟର…

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଇବେ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ହିଂ-ସା-କା-ଣ୍ଡର ଏକ ଭିଡ଼ିଓ ଭାଇରାଲ ହେଉଛି। ଧର୍ମ ନାମରେ ବୃଦ୍ଧ ବ୍ୟକ୍ତିଙ୍କୁ ପି-ଟି ପି-ଟି ହ-ତ୍ୟା କରୁଥିବାର ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣଙ୍କ ରକ୍ତ ଗରମ ହୋଇଯିବ।

ଧର୍ମକୁ ନେଇ ଅନେକ ସମୟରେ ହିଂ-ସାକା-ଣ୍ଡ ଦେଖିବାକୁ ମିଳିଥାଏ। ଭାରତର ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାରେ ହିନ୍ଦୁ ଧର୍ମର ଲୋକ ବହୁଳତା ରହିଛି। ଭାରତବର୍ଷରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଅନେକ ଦଙ୍ଗା ଦେଖିବାକୁ ମିଳିଛି। ଏହି ଦଙ୍ଗାରେ ଅନେକ ଲୋକ ମୃ-ତ୍ୟୁ ବରଣ ମଧ୍ୟ କରିଛନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ଧର୍ମକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକି ସମସ୍ତଙ୍କୁ ସ୍ତ-ବ୍ଧ କରିଦେଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓଟି ରାଜସ୍ଥାନର ଚିତୌଗଢ ସ୍ଥିତ ରତଲାମ ଜିଲ୍ଲାର। ତେବେ ଭଅଁରଲାଲ ଜୈନ ନାମକ ବୃଦ୍ଧ ବ୍ୟକ୍ତି ଜଣକ ନିଜ ପରିବାର ସହ ରୁହନ୍ତି। ତେବେ ସେ କାମକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ଶେଷରେ ଯାଇ ପୋଲିସରେ ଏଫେୟାରେ ଦେଇଥିଲେ। ପୋଲିସ ବୃଦ୍ଧ ବ୍ୟକ୍ତିଙ୍କ ମୃ-ତ ଦେହ ମା-ରୁତି ଶୋ ରୁମ ନିକଟରୁ ଉଦ୍ଧାର କରିଥିଲା। ଏଥିସହିତ ପୋଲିସ ହାତରେ ଏକ ଭିଡ଼ିଓ ମଧ୍ୟ ଲାଗିଛି।

ପୋଲିସ ପାଇଥିବା ଭିଡ଼ିଓରେ ଜଣା ପଡ଼ିଛି ଯେ ୬୫ ବର୍ଷୀୟ ଭଅଁରଲାଲ ଜୈନଙ୍କ ହ-ତ୍ୟା କରାଯାଇଛି। ତେବେ ଏହି ହ-ତ୍ୟା ପଛରେ କୌଣସି ମାମୁଲି ଲୋକର ହାତ ନାହିଁ ବୋଲି ପୋଲିସ ମଧ୍ୟ କହିଛି। ପୋଲିସ ଦେଇଥିବା ସୁଚନା ଅନୁସାରେ ବୃଦ୍ଧ ଭଅଁରଲାଲ ଜୈନ ରାତିରେ ଘରକୁ ଫେରୁଥିବା ବେଳେ ଏକ ଗୋଷ୍ଠୀ ଘେରାଉ କରି ପଚରା ଉଚରା କରିଥିଲେ। ତେବେ ପ୍ରଥମେ ବୃଦ୍ଧ ବ୍ୟକ୍ତିଙ୍କୁ ପରିଚୟ ପ୍ରମାଣ ପତ୍ର ମାଗିଥିଲେ।

ଏହାପରେ ବୃଦ୍ଧ ବ୍ୟକ୍ତିଙ୍କୁ ମା-ଡ ମା-ରିବା ଆରମ୍ଭ କରି ଦେଲେ। ଆଉ ମାଡ ଖାଉଥିବା ଭଅଁରଲାଲ ୨୦୦ ଟଙ୍କା ନେଇ ଯାଆନ୍ତୁ କହୁଥିବା ଶୁଣିବାକୁ ମିଳିଛି। ପ୍ରବଳ ମା-ଡରୁ ବୃଦ୍ଧଙ୍କ ମୃ-ତ୍ୟୁ ଘଟିଛି। ବର୍ତ୍ତମାନ ପୋଲିସ ଭିଡ଼ିଓ ଆଧାରରେ ହତ୍ୟା-କାରୀ ମାନଙ୍କୁ ଖୋଜିବାରେ ଲାଗିଛି। ତେବେ ପୋଲିସ ଜଣେ ଅଭିଯୁକ୍ତକୁ ସନ୍ଦେହରେ ଗିରଫ କରିଛି ଏବଂ ଅଭିଯୁକ୍ତଙ୍କ ପତ୍ନୀ ଜଣେ କର୍ପୋରେଟର ରହି ସାରିଛନ୍ତି ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *