ସମୁଦ୍ରର ଲହଡି ସହ ଖେଳୁଥିଲେ ଥରେ ଏହି ଘ-ଟଣା ଉପରେ ନଜର ପକାନ୍ତୁ ହୁଏତ ଆପଣଙ୍କ ଛାତିରେ ମୃଦ ଭୂମିକମ୍ଫ ହୋଇପାରେ।

ସମୁଦ୍ର ସମସ୍ତଙ୍କୁ ଭଲ ଲାଗେ। ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହାର କରି ସମସ୍ତେ ଧାଇଁ ଯାଆନ୍ତି ସମୁଦ୍ର କୂଳକୁ ଟିକିଏ ଆଶ୍ୱସ୍ତି ଅନୁଭବ କରିବାକୁ। ଜୀବନରେ ଯେତେ ସାରା ଦୁଃ-ଖ କ୍ଳାନ୍ତ ଥାଏ ବେଳାଭୂମିର କୂଳରେ ବସି ସମୁଦ୍ର କୂଳକୁ ଲମ୍ପ ଦେଉଥିବା ଦେଖିଲେ ଦୁଃଖ ଦୂର ହୋଇଯାଏ କ୍ଳାନ୍ତ କମିଯାଏ।ହେଲେ ଜାଣିଛନ୍ତି କି ସେହି ସମୁଦ୍ର ବି କେବେ କେବେ ଅତି ଭ-ୟଙ୍କର ହୋଇପାରେ।

ସେହି ସମୁଦ୍ର ବି କେବେ କେବେ ଜୀବନ ବି ନେଇଯାଇ ପାରେ। ସେହି ସମୁଦ୍ର ବି ଭ-ୟରେ ଥରାଇ ଦିଏ ଲୋକଙ୍କ ଛାତିକୁ। ନିଜ ଜୀବନ ବଞ୍ଚାଇବାକୁ ସମୁଦ୍ର କୂଳରୁ ଧାଇଁ ଆସନ୍ତି ଲୋକେ।

ଆସନ୍ତୁ ଏମିତି କିଛି ଘ-ଟଣା ବିଷୟରେ ଜାଣିବା ଯାହା ସମୁଦ୍ର କେତେ ଅଶାନ୍ତ ହୋଇପାରେ। ୨୦୦୨ ରେ ତାଇୱାନରେ ଆସିଥିବା ବାତ୍ୟା ପରେ ସେଠାକାର ପରିସ୍ଥିତି କିଛି ଏପରି ଭ-ୟଙ୍କର ରୁପ ଧାରଣ କଲା ଯେ କିଛି ସମୟ ପାଇଁ ସମସ୍ତେ ନିରବି ଗଲେ ଆଉ ଭ-ୟରେ ଥରିବାକୁ ଲାଗିଲେ। ଚାହୁଁ ଚାହୁଁ ଆଖି ପିଛୁଳାକେ ସମୁଦ୍ରରୁ ଜୁଆର ଉଠିବା ଆରମ୍ଭ ହେଲା କେହି କିଛି ବୁଝିବା ଆଗରୁ ସମୁଦ୍ରର ପାଣିରେ ଜଳ ମଗ୍ନ ହୋଇଯାଇଥିଲା କିଛି ଅଞ୍ଚଳ। ସ୍ଥଳ ଭୂମି ପାଲଟି ଯାଇଥିଲା ଜଳମଗ୍ନ। ଯେଉଁ ଆଡେ ଚାହିଁଲେ କେବଳ ପାଣି ହିଁ ପାଣି ଦେଖିବାକୁ ମିଳୁଥିଲା।

ପାଣିକୁ ଦେଖି ଲୋକେ ଦୌଡ଼ିବାକୁ ଲାଗିଥିଲେ ବି ପ୍ରକୃତି ଆଗରେ ହାର ମାନିଥିଲା ଲୋକଙ୍କ ଶକ୍ତି। ଲାଗୁଥିଲା ଯେପରି ବଞ୍ଚି ଥାଉ ଥାଉ ମଣିଷ ନ-ର୍କ ଦେଖୁଛନ୍ତି। କେବଳ ସେହି ଘ-ଟଣା ନୁହେଁ ଏହିପରି ଜାପାନରେ ମଧ୍ୟ ଏକ ଭୂମିକମ୍ପ ପରେ ଏମିତି ଦୃ-ଶ୍ୟ ଦେଖିବାକୁ ମିଳିଲା ଯାହା ସମସ୍ତଙ୍କ ମନରେ ଆତ-ଙ୍କ ଖେଳାଇ ଦେଲା।

ଭୂମିକମ୍ପ ପରେ ପାଣିରେ ହଟାତ ଜୁଆର ଉଠିଲା କେହି କିଛି ବୁଝି ପାରିଲେ ନାହିଁ କଣ ହେଉଛି। ହେଲେ ହଟାତ ସବୁକିଛି ପରିବର୍ତ୍ତନ ହୋଇଗଲା ନଦୀରେ ଥିବା ବୋଟ ଲେଉଟି ଗଲା ଲୋକେ ହାହା କାର ଡାକୁଥିଲେ ମାତ୍ର ପ୍ରକୃତିର ତାଣ୍ଡବ ଆଗରେ ସମସ୍ତେ ଥିଲେ ନତ ମସ୍ତକ। ହେଲେ ଏହି ସମୟରେ ଏହି ଘଟ-ଣାକୁ କିଛି ଲୋକେ କ୍ୟାମେରାରେ କ-ଏଦ କରି ନେଇଥିଲେ। ଯାହା ସମସ୍ତଙ୍କୁ ଆଷ୍ଟର୍ଯ୍ୟ କରିଥିଲା ଆଉ ଏହି ଦୃ-ଶ୍ୟ ଦେଖି ସମସ୍ତେ କହୁଥିଲେ ହେ ଭଗବାନ ର-କ୍ଷା କର।

ଇଟାଲୀର ସମୁଦ୍ର ବେଳାଭୂମି କୂଳରେ ବସି ସମୁଦ୍ରର ମନୋରମ ଦୃ-ଶ୍ୟକୁ ଉପଭୋଗ କରୁଥିଲେ ପର୍ଯ୍ୟଟକ ଆଉ ଏହି ସମୟରେ ସମୁଦ୍ର ପର୍ଯ୍ୟଟକଙ୍କୁ ଦେଖାଇ ଥିଲା ନିଜର ଭ-ୟଙ୍କର ରୂପ । ସମୁଦ୍ରର ଭ-ୟଙ୍କର ରୂପକୁ ଦେଖି ଭ-ୟଭୀ-ତ ହୋଇଯାଇଥିଲେ ପର୍ଯ୍ୟଟକ।

ତେଣୁ ସମୁଦ୍ରର ମଜା ନେବାକୁ ଯାଉଥିଲେ କେବେ କେବେ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡେ ବୋଲି ଏହି ଦେଶ ଜଣାଇ ଦେଉଛି। ଏହି ଦେଶରେ ଘ-ଟିଥିବା ଘ-ଟଣା ଲୋକଙ୍କୁ ଜଣାଇ ଦେଉଛି କି କେତେ ଭ-ୟଙ୍କର ହୋଇପାରେ ଏ ପ୍ରକୃତି।

Leave a Reply

Your email address will not be published. Required fields are marked *