ଅଦ୍ଭୁତ ଘଟ-ଣା:- ସ୍ତ୍ରୀ ସହ ଝ-ଗଡା କରି ତାଳ ଗଛରେ ଉପରେ ରହୁଛି ସ୍ୱାମୀ, ବ୍ୟକ୍ତି ଜଣକ କିଛି ଏପରି କହିଲେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଭିଡ଼ିଓରେ ଜଣେ ବ୍ୟକ୍ତିଙ୍କୁ ତାଳ ଗଛ ଉପରେ ରହୁଥିବା ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି। ଖବର ନେଲା ପରେ ଜଣା ପଡ଼ିଛି ଯେ ସ୍ତ୍ରୀ ସହ ଝ-ଗଡା କରି ବ୍ୟକ୍ତି ଜଣକ ଘରେ ନ ରହି ଗଛରେ ରହୁଛନ୍ତି।

ତେବେ ଏହି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଉତ୍ତରପ୍ରଦେଶର ମାଉ ଜିଲ୍ଲାର କୋପାଗଞ୍ଜ ଅଞ୍ଚଳରେ ଘଟିଛି। ସ୍ୱାମୀର ଅଦ୍ଭୁତ କାର-ନାମା ସେଠାକାର ଲୋକମାନଙ୍କୁ ଆଶ୍ଚ-ର୍ଯ୍ୟ କରି ଦେଇଛି। ପତ୍ନୀ ସହ ମନୋମାଳିନ୍ୟ ହେବାରୁ ସ୍ୱାମୀ ଘର ଛାଡ଼ି ଗଛ ଉପରେ ରହୁଛନ୍ତି। ତେବେ ବ୍ୟକ୍ତି ଜଣକ ଦିନେ କିମ୍ବା ଦୁଇ ଦିନ ନୁହେଁ ବରଂ ବ୍ୟକ୍ତି ଜଣକ ଦୀର୍ଘ ମାସେ କାଳ ଗଛରେ ରହୁଥିବା ଖବର ସାମ୍ନାକୁ ଆସିଛି। ଏହି ଘ-ଟଣା ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଅଟେ।

ମିଳିଥିବା ସୂଚନା ଅନୁଯାୟୀ, ୪୨ ବର୍ଷୀୟ ରାମ ପ୍ରଭେଶ ନାମକ ବ୍ୟକ୍ତି ଜଣକ ଗତ ୬ ମାସ ହେବ ସ୍ତ୍ରୀଙ୍କ ସହ ପାରିବାରିକ ସମ୍ପ-ର୍କ ଭଲ ନଥିବା ଜଣା ପଡ଼ିଛି। ତେବେ ଦୁହିଁଙ୍କ ମଧ୍ୟରେ କଳି ଝ-ଗଡା ଓ ପାରିବାରିକ ବି-ବାଦ ଲାଗି ରହୁଥିଲା। ତେବେ ଶେଷରେ ସ୍ୱାମୀ ଜଣକ ଏହାକୁ ସହ୍ୟ ନ କରି ପାରି ଘରେ ଛାଡ଼ି ଗଛରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ୮୦ ଫୁଟର ତାଳ ଗଛରେ ମଞ୍ଚା କରି ରହିବାକୁ ଲାଗିଲେ।

ଏହାପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ସେ ନିଶ୍ଚିତ ଖାଇବା ପାଇଁ ଘରକୁ ଆସୁଥିବେ କିନ୍ତୁ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ପରିବାର ଲୋକେ ରାମଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା ସେଇ ଗଛରେ କରିଦିଅନ୍ତି। ଏକ ଦଉଡ଼ି ସହାୟତାରେ ଖାଦ୍ୟ ଟିଫିନ୍ ଓ ପାଣି ଝୁଲାଇ ଦିଅନ୍ତି। ଏହା ପରେ ସେଇ ଦଉଡ଼ିକୁ ରାମ ଟାଣିନେଇ ଉପରେ ଖାଆନ୍ତି। ସେ ରାତିରେ କିଛି ସମୟ ପାଇଁ ଗଛ ତଳକୁ ଓହ୍ଲାଇ ଆସନ୍ତି। ପୁଣି ଶୌଚ କାମ ସାରି ତାଳ ଗଛକୁ ଚଢ଼ି ଯାଆନ୍ତି। ଗ୍ରାମବାସୀମାନେ ତାଙ୍କୁ ଗଛ ତଳକୁ ଓହ୍ଲାଇ ଆସିବାକୁ ବହୁ ନିବେଦନ କରିଛନ୍ତି କିନ୍ତୁ ସେ ନିଜ ଜିଦରେ ଅଟଳ ରହିଛନ୍ତି।

ରାମଙ୍କ କହିବାନୁଯାୟୀ, ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେବା ସହ ତାଙ୍କ ସ୍ତ୍ରୀ ତାଙ୍କୁ ପିଟନ୍ତି ଏବଂ ସ୍ତ୍ରୀଙ୍କର ଏଭଳି ନିର୍ଯ୍ୟା-ତନାକୁ ସେ ସହ୍ୟ କରି ନ ପାରି ଗଛରେ ରହିବା ପାଇଁ ନିଷ୍ପତ୍ତି ନେଲେ। ତେବେ ତାଙ୍କର ଏହି ନିଷ୍ପତ୍ତି ଅନ୍ୟ ଲୋକଙ୍କ ପାଇଁ ମନୋରଞ୍ଜନ ସାଜିଛି। ଅର୍ଥାତ ରାମ ପ୍ରଭେଶଙ୍କ ବାପା ଶ୍ରୀକୃଷ୍ଣ ରାମ କହିଛନ୍ତି ଯେ ତାଙ୍କ ପୁଅକୁ ଦେଖିବାକୁ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ଜମୁଛି। ଅନ୍ୟପଟେ ଖବର ପାଇ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ସ୍ଥିତି ଯା-ଞ୍ଚ କରିଥିଲା ଏବଂ ମୋବାଇଲରେ ଭିଡ଼ିଓ କରି ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *