କିଛି ଆଶର୍ଯ୍ୟ କଥା ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ ଆପଣଙ୍କ ହୋସ ଉଡିଯିବ ଆଉ ଆପଣ ବି ହେବେ ସାବଧାନ।

ଦୁନିଆରେ ଏମିତି ଅନେକ ଲୋକେ ଅଛନ୍ତି ଯିଏ ଅନ୍ୟର ଦୁଃ-ଖ ଦେଖିଲେ ସହି ପାରନ୍ତି ନାହିଁ ତାଙ୍କ ହୃଦୟ କାନ୍ଦି ଉଠେ। ସେହିଭଳି କିଛି ଲୋକେ ଅଛନ୍ତି ଜିଏ ଅନ୍ୟର ସମସ୍ୟା ଦେଖିଲେ ଧାଇଁ ଆସନ୍ତି ତାହାର ସମାଧାନ କରିବାକୁ।ଆଉ କିଛି ଲୋକେ ଅଛନ୍ତି ଯାହାଙ୍କ ଭିତରେ ଆଜିବି ଏ ସ୍ୱାର୍ଥପର ଦୁନିଆରେ ବଞ୍ଚି ରହିଛି ମାନବିକତା। ତେବେ ଅନ୍ୟକୁ ସାହାଯ୍ୟ କରୁଥିଲେ ହୁଅନ୍ତୁ ସାବଧାନ ନଚେତ ଆପଣବି ପଡି ପାରନ୍ତି ଏଭଳି ସମସ୍ୟାରେ।

ଆମେ କିଛି ଘ-ଟଣା କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କୁ ଭୟ ଲାଗିପାରେ ମାତ୍ର ଆପଣ ସଚେତନ ନିହାତି ଭାବେ ହେବେ। ଥରେ ଅନ୍ଧାର ରାତିରେ ଦୁଇ ଜଣ ଯୁବକ କାର ନେଇ କେଉଁଆଡ଼େ ଏକ ଯାଉଥାନ୍ତି ଯେହେତୁ ରାତି ଅନେକ ହେଲାଣି ଦୁଇ ଯୁବକଙ୍କ ମନରେ ସାମାନ୍ୟ ଭ-ୟ ମଧ୍ୟ ରହିଥିଲା ହେଲେ ହଟାତ ଏହି ସମୟରେ କାର ଆଗକୁ ଏକ ଝିଅଟିଏ ଆସି କାର ଟିକୁ ଅଟକେଇବା ପାଇଁ ଚେଷ୍ଟା କଲା ଏହି ସମୟରେ ଦୁଇ ଯୁବକ କିଛି ନ ଭାବି ଗାଡିଟିକୁ ଅଟକାଇ ଦେଲେ ବାସ ଏହା ପରେ ଝିଅ ଜଣଙ୍କ ଦୁଇ ଜଣ ଯୁବକଙ୍କୁ ଅନୁରୋଧ କଲେ କି ତାଙ୍କୁ ଗାଡିରେ ଟିକିଏ ଲିଫ୍ଟ ଦେବା ପାଇଁ।

ଅନ୍ଧାର ରାତିରେ ଝିଅଟିକୁ ଏକା ଦେଖି ଦୁଇ ଜଣ ପୁଅଙ୍କ ମନରେ ସାମାନ୍ୟ ସ-ନ୍ଦେହ ହେଲା ଯୁବକ ପ୍ରଶ୍ନ କଲେ ରାତି ଆସି ଅନେକ ହେଲାଣି ତୁମେ ଏଠାରେ କଣ କରୁଛ। ଝିଅଟି କହିଲା ବୟଫ୍ରେଣ୍ଡକୁ ଦେଖା କରିବାକୁ ଆସିଥିଲି ମାତ୍ର ଟିକିଏ ବିଳମ୍ବ ହୋଇଗଲା। ଝିଅଟି ପାଖରୁ ଏପରି କଥା ଶୁଣି ଯୁବକ ଦୁଇ ଚିନ୍ତା ନକରି ଲିଫ୍ଟ ଦେଲେ ଆଉ କିଛି ସମୟ ପରେ ସେଇଆ ଘ-ଟିଲା ଯାହା ଯୁବକ ଦୁଇ ସ-ନ୍ଦେହ କରୁଥିଲେ।

ଗାଡିଟି ଝିଅଟିକୁ ନେଇ ବେସି ଦୂର ଯାଇନଥିଲା ଗୁ-ଣ୍ଡା ମାନେ ଗାଡିକୁ ଅଟକାଇବାକୁ ଚେଷ୍ଟା କଲେ। ଗାଡି ଆଗରେ ଅଣ୍ଡା ମା-ରି ଗାଡିକୁ ଅଟକାଇ ଦେଲେ। କାରଣ ଗୁ-ଣ୍ଡା ମାନେ ଜାଣିଥିଲେ ଯଦି ଗାଡି ଆଗକୁ ଅଣ୍ଡା ମା-ଡ଼ ହୁଏ ଗାଡି କାଚରେ ଆଉ ରାସ୍ତା ଦେଖା ଯିବ ନାହିଁ ଏବଂ ଯାହା ଫଳରେ କି ଗାଡିଟି ଅଟକି ରହିବ।

ଦୁହେଁ ସେହି ଅନୁଭବ କଲେ କି ଝିଅଟିକୁ ଲିଫ୍ଟ ଦେଇ ସେମାନେ ନିଜ ଜୀବନକୁ ବିପ-ଦରେ ପକାଇଲେ।ବେଳେ ବେଳେ ଅନ୍ୟକୁ ସାହାଯ୍ୟ କରିବା ନିଜ ପାଇଁ ବି-ପଦ ଆଣିପାରେ ଯାହା ଏହି ଝିଅ ଟି ପାଇଁ ପୁଅ ଦୁହିଁଙ୍କ ସହ ଘ-ଟିଲା।

ତେଣୁ ଅନ୍ୟକୁ ସାହାଯ୍ୟ କରିବା ଉଚିତ ମାତ୍ର ଆଗ ନିଜକୁ ସେଭ କରି। ଅନ୍ୟକୁ ସାହାଯ୍ୟ କରି ନିଜକୁ ବିପ-ଦରେ ପକାନ୍ତୁ ନାହିଁ ବୋଲି ସେଦିନ ଦୁଇ ଯୁବକ ମନେ ମନେ ଚିନ୍ତା କରିଥିଲେ।

ଆଉ ଏକ ଘ-ଟଣା ଯାହା ଛାତିକୁ ଥରେଇ ଦେଲା ଭଳି। ଏକ ଅନ୍ଧାର ରାତିରେ ଟୋଲଗେଟ କର୍ମଚାରୀ ଟୋଲଗେଟ ରେ ରହିଥାନ୍ତି ଏହି ସମୟରେ ଏକ ଗାଡିଟିଏ ଆସିଲା। ଟୋଲଗେଟ କର୍ମଚାରୀ ଉକ୍ତ ଗାଡିକୁ ହାତ ଦେଖାଇ ଅଟକାଇବାକୁ ଚେଷ୍ଟା କଲେ ମାତ୍ର ଗାଡିଟି ଯେତେବେଳେ ରହିଲା ଗାଡି ଭିତରୁ କେହି ବାହାରିଲେ ନାହିଁ କି ଟଙ୍କା ମଧ୍ୟ ଦେଲେ ନାହିଁ।

ଏହି ସମୟରେ ଟୋଲଗେଟ କର୍ମଚାରୀ ଜଣଙ୍କ ତଳକୁ ଓହ୍ଲାଇ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ଟୋଲଗେଟ କର୍ମଚାରୀ ଜଣଙ୍କ ଦେଖିଲେ ଗାଡିଟି ଆପେ ଆପେ ଚାଲୁଛି ଡ୍ରାଇଭର ସିଟରେ କେହି ବସିନାହାଁନ୍ତି। ଏହା ଦେଖି କର୍ମଚାରୀ ଜଣଙ୍କ ଭ-ୟଭୀ-ତ ହୋଇ ଦୌଡ଼ିବାକୁ ଲାଗିଲେ ମାଟ୍ର ପରେ ଏକ ଝିଅଟି ଗାଡି ପଛରୁ ବାହାରି ଆସି ଗାଡି ନେଇ ଚାଲିଗଲା। ଏହି ଘ-ଟଣା ଝିଅଟିକୁ ବେଶ ଖୁସି ଦେଇଥିବା ବେଳେ କର୍ମଚାରୀ ଜଣଙ୍କ କିନ୍ତୁ ଭ-ୟଭୀ-ତ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *