ସାମ୍ନାକୁ ଆସିଲା ନନ୍ଦିନୀ ଭିଣୋଇ , ମଧ୍ୟସ୍ଥି ଆଉ ମା , ସାମ୍ନାକୁ ଆସିଲା ଧୋ-କାବା-ଜ ବୋହୂର କଳା କା-ରନା-ମା

ଭରତପୁର ଧୋ-କାବା-ଜ ବୋହୂ ମା-ମ-ଲାରେ ବର୍ତ୍ତମାନ ଆହୁରି ଅନେକ ରହସ୍ୟ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଛନ୍ତି ବୋହୂର ଭିଣୋଇ , ମଧ୍ୟସ୍ଥି ଓ ଧରମ ମା । ତେବେ ଲୋକଙ୍କ ନଜରକୁ ଆସିଥିବା ନନ୍ଦିନୀର ଭିଣୋଇ ହେଉଛି ସେଇ ଭିଣୋଇ ଯାହା ସହିତ ବିବାହ ଦିନ ନନ୍ଦିନୀ ନ୍ୟୁ-ଡ ଭିଡ଼ିଓ କଲ କରିଥିଲା ଆଉ ସ୍ୱାମୀ ସ୍ୱାମୀ ଆଗରେ ଧ-ରା ପଡ଼ିଥିଲା । ପୁଣି ଧରା ପଡ଼ିବା ପରେ ସୁଯୋଗ ଦେଖି ସ୍ୱାମୀକୁ ମା-ଡ଼ ମ-ରା-ଇ ଫେ-ରା-ର ହୋଇ ଯାଇଥିଲା ।

ତେବେ ଏହି ମା-ମ-ଲାର ରହସ୍ୟ ଦିନକୁ ଦିନ ଫିଟିବାରେ ଲାଗିଛି । ମା-ମ-ଲା ପଛରେ ଆହୁରି ଏକାଧିକ ହାତ ଥିବା ଜଣା ପଡ଼ିଛି । ବର୍ତ୍ତମାନ ବିବାହର ମଧ୍ୟସ୍ଥି କରିଥିବା ବ୍ୟକ୍ତି ତାରଣ ବେହେରା ଲୋକଲୋଚନକୁ ଆସିବା ପରେ ଅନେକ ଦ୍ଵନ୍ଦ ପ୍ରକାଶ ପାଇଛି । କୁହାଯାଉଛି ଯେ ଏହି ମଧ୍ୟସ୍ଥି ଧୋ-କାବା-ଜ ବୋହୂ ଏବଂ ତାର ଭିଣୋଇର ପ୍ଲାନରେ ସାମିଲ ଅଛି । ଏସବୁ ମଧ୍ୟରେ ଆଉ ଏକ ଚେହେରା ସାମ୍ନାକୁ ଆସିଛି । ଯିଏକି ବଳରାମ ସାହୁଙ୍କ ପରିବାର ଆଗରେ ନିଜକୁ ନନ୍ଦିନୀଙ୍କ ମା ଭାବେ ପରିଚୟ କରାଇଥିଲେ ।

ଏହି ମହିଳାଙ୍କ ହାବଭାବକୁ ନେଇ ମଧ୍ୟ ଅନେକ ସ-ନ୍ଦେ-ହ ପ୍ରକାଶ ପାଉଛି । ତେବେ ସବୁଠାରୁ ବଡ଼ କଥା ଏହା ଯେ ନନ୍ଦିନୀ ପୂର୍ବରୁ ବିବାହିତ ଥିବା ଜଣା ପଡ଼ିଛି । ତେଣୁ ମଧ୍ୟସ୍ଥି ଜରି-ଆରେ ନନ୍ଦିନୀର ପରିବାର , ଭିଣୋଇ ଏବଂ ଧରମ ମା ଜାଣିଶୁଣି ଗୋଟିଏ ନି-ରୀ-ହ ପରିବାରକୁ ଫ-ସେ-ଇ ଥିବା କଥା କୁହାଯାଉଛି । ପୁଣି ଏହା ମଧ୍ୟ କୁହାଯାଉଛି ଯେ ସେ ନନ୍ଦିନୀର ଭିଣୋଇ ନୁହଁନ୍ତି ବରଂ ତାର ବୟଫ୍ରେଣ୍ଡ । ନହେଲେ ଜଣେ ବିବାହ ଦିନ କିପରି ସ୍ୱାମୀ ଥାଉ ଥାଉ ଭିଡ଼ିଓ କଲିଂରେ କଥା ହୋଇ ପାରିବ ।

ତେଣୁ ଭରତପୁର ଧୋ-କେବା-ଜ ବୋହୂ ମା-ମ-ଲାରେ ବର୍ତ୍ତମାନ ନୂଆ ନୂଆ କଥା ସାମ୍ନାକୁ ଆସିବା ପରେ ସେହି ସବୁ ବ୍ୟକ୍ତି ଜାଣିଶୁଣି ଷ-ଡ଼ଯ-ନ୍ତ୍ର କରିଥିବା କଥା ବଳରାମ ସାହୁ ଏବଂ ପରିବାର ବର୍ଗ ଦାବି କରିଛନ୍ତି । ଏଥିରୁ ଏହାବି ଅନୁମାନ କରାଯାଇ ପାରେ ଯେ କେବଳ ପରିବାରକୁ ଲୁ-ଟି-ବା ଉଦ୍ଦେଶ୍ୟରେ ଷ-ଡ଼ଯ-ନ୍ତ୍ର କରି ବିବାହିତ ଝିଅକୁ ଏହିପରି ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ସହ ବିବାହ କରେଇବା ସେମାନଙ୍କର ଏକ ପେଶା । ତେଣୁ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଏହି ମା-ମ-ଲାରେ ପୀ-ଡ଼ି-ତଙ୍କ ପରିବାରକୁ କେବେ ନ୍ୟା-ୟ ମିଳୁଛି ଆଉ ଧୋ-କେବା-ଜ ବୋହୂକୁ କେବେ ଗି-ର-ଫ କରାଯାଉଛି ।

Leave a Reply

Your email address will not be published. Required fields are marked *