ନାଗୁଣୀ ସହିତ ଗୋଟିଏ ରୁମ ମଧ୍ୟରେ ରହୁଥିଲେ ମହିଳା , କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ : ଦେଖନ୍ତୁ ଭିଡିଓ

ସାରା ଦୁନିଆଁର ଖବର ଆମେ ଯେଉଁଠି ବି ଥାଇ ଦେଖିପାରୁଛୁ ଆଉ ତାହା ବିଷୟରେ ଜାଣିପାରୁଛୁ । ଆଉ ଏ ସବୁ କେବଳ ସୋସିଆଲ ମିଡିଆର କମାଲ । କାରଣ ଏହାଦ୍ବାରା ହିଁ ଆମ ଦେଶ ବିଦେଶର ଖବର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିପାରୁଛେ । ଆଉ ସେଗୁଡିକୁ ଉପଭୋଗ କରିପାରୁଛେ । ସୋସିଆଲ ମିଡିଆରେ ଏଭଳି ଅନେକ ଖବର ଭାଇରାଲ ହୋଇଥାଏ , ଯାହା ଆପଣଙ୍କ ହୋଶ ଉଡାଇ ଦେଇଥାଏ । କେତେବେଳେ ମଜାଦାର ତ ଆଉ କେତେବେଳେ ହତ୍ୟା , ଆତ୍ମହତ୍ୟା ଏଭଳି ସମ୍ବନ୍ଧୀୟ ଖବର ଭାଇରାଲ ହୋଇଥାଏ । ତେବେ ଗୋଟିଏ କଥା ଭାବନ୍ତୁ ତ ଯଦି ଏହି ସୋସିଆଲ ମିଡ଼ିଆ ନଥାନ୍ତା , ଆମେ କୌଣସି ଜିନିଷ ବିଷୟରେ ଅବଗତ ହୋଇପାରନ୍ତୁ ନାହିଁ ।

ତେବେ ଆପଣଙ୍କୁ କହିରଖୁଛୁ ଯେ , ପ୍ରାୟତଃ ଆପଣ ମାନେ ଜାଣିଛନ୍ତି କି ଦୁନିଆଁରେ ଭିନ୍ନ ଭିନ୍ନ ପ୍ରଜାତିର ସାପ ରହିଛନ୍ତି । ଆଉ ସାପ ଗୁଡିକ ମଧ୍ୟରୁ କେତେକ ବିଷଧର ଆଉ କେତେକ ବିଷହୀନ । ତେବେ ଆଉ ଏକ କଥା ହେଉଛି ସାପ ବିଷଧର ହେଉ କି ବିଷହୀନ , ସାପକୁ ଦେଖିଲେ ହିଁ ଭୟ ଲାଗିଥାଏ । କାରଣ ସେମାନଙ୍କର ଗଠନଶୈଳି ହିଁ ଏକ ଆଶ୍ଚର୍ଯ୍ୟ ପ୍ରକାରର ଅଟେ । ତେବେ ଆପଣ ମାନେ ଜାଣିଥିବେ ବନ ଜଙ୍ଗଲ ଅଞ୍ଚଳରେ ସାପ ଗୁଡିକ ଦେଖିବାକୁ ମିଳିଥାନ୍ତି । ଆଉ ଅପରିଷ୍କାର ଅଞ୍ଚଳରେ ମଧ୍ୟ ସାପ ଗୁଡିକ ଛୁଆ ଦେବା ଆରମ୍ଭ କରିଥାନ୍ତି । କେବେ କେବେ କାହାର ବାଡ଼ି ଆଡୁ ପୁଣି ଆଉ କେବେ କାହାର ଘର ଭିତରୁ ମଧ୍ୟ ସାପକୁ ଉଦ୍ଧାର କରା ଯାଇଥାଏ ।

କିନ୍ତୁ ଯଦି ଏହି ସମୟ ମଧ୍ୟରେ ବିଷଧର ସାପ ଗୁଡିକ କାହାକୁ ବି କାମୁଡ଼ି ଦିଅନ୍ତି , ତେବେ ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଥାଏ । ତେଣୁ ସବୁବେଳେ ସତର୍କତାର ସହ କାମ କରନ୍ତୁ । ତେବେ ଏ ଦୁନିଆଁର ପ୍ରାୟତଃ ଅଧିକାଂଶ ଲୋକ ସାପକୁ ଦେଖିଲେ ସଙ୍ଗେ ସଙ୍ଗେ ବାଡ଼ିରେ ମାରି ଦେଇଥାନ୍ତି । କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ । ଏଭଳି କରିବା ମଧ୍ୟ ଅପରାଧ ଅଟେ । ଆପଣ ସାପକୁ ଦେଖିଲେ ଆଦୌ ମାରନ୍ତୁ ନାହିଁ । ସାପକୁ ନ ମାରି ସାପ ହେଲ୍ପଲାଇନ ନମ୍ବରକୁ ଫୋନ କରିଦିଅନ୍ତୁ , ସେମାନେ ଆସି ସାପକୁ ଉଦ୍ଧାର କରି ନେଇଯିବେ। ଅନ୍ୟପକ୍ଷରେ ଆପଣ ମାନେ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କ ଭିଡିଓ ଗୁଡିକୁ ମଧ୍ୟ ଦେଖିଥିବେ । ସେ ୟୁଟ୍ୟବରେ ଅନେକ ସାପ ଉଦ୍ଧାର ଭିଡ଼ିଓ ଛାଡ଼ିଥାନ୍ତି ।

ସେହି ସାପ ଧରିବା ଭିଡ଼ିଓ ଗୁଡିକ ମଧ୍ୟରୁ ଗୋଟିଏ ଏଭଳି ଭିଡ଼ିଓ ରହିଛି , ଯାହା ବିଷୟରେ ଜାଣିଲେ ଆପଣ ଚମକି ପଡିବେ । ଆଉ ବିଶ୍ୱାସ କରିପାରିବେ ନାହିଁ । ଏହି ଭିଡ଼ିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡ଼ିଓଟି ବିଷୟରେ କହିବାକୁ ଗଲେ ଗୋଟିଏ ନାଗୁଣୀ ଜଣେ ସ୍ତ୍ରୀ ଲୋକଙ୍କ ସହ ଗୋଟିଏ ରୁମ ମଧ୍ୟରେ ରହୁଥିଲା । କାରଣ ସେ ଗର୍ଭବତୀ ଥିଲା । ତେବେ ସେ ସ୍ତ୍ରୀ ଲୋକଙ୍କର କୌଣସି କ୍ଷତି କରି ନଥିଲା । ତେବେ ନାଗୁଣୀ ବିଷୟରେ ଜାଣିବା ପରେ ସ୍ତ୍ରୀ ଲୋକ ଜଣକ ମିର୍ଜା ଆରିଫଙ୍କୁ ଡକାଇ ଥିଲେ । ଏହା ପରେ ମିର୍ଜା ଆରିଫ ଆସି ମହିଳାଙ୍କ ଘର ଭିତରୁ ସାପଟିକୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *