ପାଠୁଆ ମାଙ୍କଡ଼:- ଗୁପ୍ତ ରୋଗ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ରେ ପହଞ୍ଚିଲା ହନୁ, ଆଉ ତା’ପରେ ଯାହା ଘଟିଲା। ଆପଣଙ୍କ ଆଖିକୁ ବିଶ୍ୱାସ କରିପାରିବେ ନାହିଁ : ଦେଖନ୍ତୁ ଭିଡିଓ

ଆପଣମାନେ ଭାବୁଥିବେ ରୋଗ କେବଳ ମଣିଷ ମାନଙ୍କୁ ହୁଏ। ଯଦି ଆପଣ ତାହା ଭାବୁଛନ୍ତି ତେବେ ଆପଣଙ୍କ ଧାରଣା ଭୁଲ ଅଟେ। ରୋଗ କେବଳ ମଣିଷକୁ ହୁଏ ନାହିଁ ପଶୁ ପକ୍ଷୀଙ୍କୁ ମଧ୍ୟ ହୋଇଥାଏ। ମଣିଷ ଯେଉଁ ସବୁ ରୋଗରେ ପୀଡିତ ହୁଏ ପଶୁ ମାନେ ମଧ୍ୟ ସମାନ ଧରଣର ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ ରହିଥାଏ। ତେବେ ଆପଣମାନେ ଜାଣିଛନ୍ତି ଯେ ମଣିଷ ଆଗରୁ ମାଙ୍କଡ଼ ଥିଲା। ଧୀରେ ଧୀରେ ପରିବେଶ ଖାଦ୍ୟ ପେୟ ଆଦିର ପରିବର୍ତ୍ତନ ହେବା ପରେ ଆଜି ମାଙ୍କଡରୁ ମଣିଷରେ ପରିଣତ ହୋଇ ପାରିଛି।

ଶାରୀ-ରିକ ସଂପ–ର୍କ ରଖିବା କେବଳ ମଣିଷ ମାନଙ୍କୁ ଭଲ ଲାଗେ ତାହା ନୁହେଁ ଅନ୍ୟ ପ୍ରାଣୀମାନେ ମଧ୍ୟ ଶାରୀରିକ ସଂ-ପ-ର୍କ ରଖିବା ପାଇଁ ଭଲ ପାଆନ୍ତି। ଯେତେବେଳେ ମଣିଷ କୌଣସି ଗୁପ୍ତ ରୋଗର ଶିକାର ହୋଇଥାଏ ସେତେବେଳେ ସେ ସିଧାସଳଖ ଡାକ୍ତର ପାଖକୁ ଚାଲି ଯାଏ ଚିକିତ୍ସା କରିବା ପାଇଁ। କିନ୍ତୁ କୌଣସି ପ୍ରାଣୀ ଯେତେବେଳେ ଗୁପ୍ତ ରୋଗର ଶିକାର ହୁଏ ତେବେ ସେ କଣ କରିବ। ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମାଙ୍କଡ଼ ଶିଖେଇ ଦେଇଛି।

ନୂଆ କରି ଉଦଘାଟନ ହେଉଥିଲା ପ୍ରାଣୀ ଚିକିତ୍ସା କେନ୍ଦ୍ର। ବୋଧ ହୁଏ ଏହି ବିଷୟରେ ମାଙ୍କଡ଼ର ଧାରଣା ରହିଛି। ନଚେତ ମାଙ୍କଡ଼ଟି ନିଶ୍ଚିତ ପାଠୁଆ ହୋଇଥିବ। ନିଜ ଚିକିତ୍ସା କରିବା ପାଇଁ ପ୍ରାଣୀ ଚିକିତ୍ସାଳୟ କୁ ଚାଲି ଆସିଥିଲା। ଉଦଘାଟନ କରିବା ପାଇଁ ସୋଆର ଡାକ୍ତର ମହାପାତ୍ର ଆସିଥିଲେ। ତେବେ ମାଙ୍କଡ଼କୁ ଚିକିତ୍ସାଳୟ ଭିତରେ ଦେଖି ସମସ୍ତେ ଭୟବିତ ହୋଇ ଯାଇଥିଲେ। ବୋଧହୁଏ ଡାକ୍ତର ମହାପାତ୍ର ମାଙ୍କଡ଼ର ମନ କଥା ଜାଣି ପାରିଥିଲେ।

ସେ କିଛି ନ କହି ମାଙ୍କଡ଼ ପାଖରେ ବସି ପଡ଼ିଥିଲେ। ମାଙ୍କଡ଼ ମଧ୍ୟ ଡାକ୍ତରଙ୍କୁ କୌଣସି ଆଘାତ ନ ପହଞ୍ଚାଇ ତାଙ୍କ ହାତକୁ ଧରି ପକେଇଥିଲା। କଥା କହି ପାରୁ ନଥିଲେ ମଧ୍ୟ ସେ ଡାକ୍ତରଙ୍କୁ ନିଜ ରୋଗ ବିଷୟରେ କହିଥିଲା। ତେବେ ଡାକ୍ତର ମାଙ୍କଡ଼ର ଶାରୀରିକ ଅବସ୍ଥା ବିଷୟରେ ଜାଣିବା ପାଇଁ ବେହୋଶ କରେଇ ଥିଲେ। ସେଥିରୁ ଜାଣିବାକୁ ପାଇଲେ ଯେ ମାଙ୍କଡ଼ ଗୁପ୍ତ ରୋଗରେ ପୀଡିତ ରହିଛି।

ତେବେ ଉଦଘାଟନ ପରେ ମାଙ୍କଡଟି ପ୍ରଥମ ରୋଗୀ ସାଜିଥିଲା ଏବଂ ସୋଆରରୁ ଆସିଥିବା ଡାକ୍ତର ମହାପାତ୍ର ନିଜେ ମାଙ୍କଡ଼ର ଚିକିତ୍ସା କରିଥିଲେ। ତେବେ କୁହା ଯାଉଛି ଯେ ମାଙ୍କଡ଼ର ଅପରେଶନ ସଫଳ ରହିଥିଲା। କିଛି ଦିନ ନିରାକ୍ଷଣରେ ରଖିବା ପରେ ଛାଡି ଦିଆଯିବ। ସେ ଅନ୍ୟ ମାଙ୍କଡ଼ଙ୍କ ଭଳି ସମ୍ବନ୍ଧ ରଖି ପାରିବ।

Leave a Reply

Your email address will not be published. Required fields are marked *