ନବ ଦମ୍ପତ୍ତିଙ୍କୁ ଜା-ଳି ମା-ରିଦେଲା ଅଜଣା ସହର ନି-ଆଁ।

ଏଇ ଏବେ ଏବେ ଶୁଭୁଥିଲା ଯଥା ରାବଣ୍ୟସ୍ୟ ମନ୍ଦଦୋରୀ। ଏଇ ଏବେ ଏବେ ପଡିଥିଲା ହାତ ଗଣ୍ଠି। ଦୁହେଁ ନୂଆ ନୂଆ ଆବଦ୍ଧ ହୋଇଥିଲେ ବିବାହ ବନ୍ଧନରେ। ନୂଆ ନୂଆ ନିଜ ବୈବାହିକ ଜୀବନକୁ ନେଇ ଦେଖିଥିଲେ ଅନେକ ସ୍ୱପ୍ନ। ବାହାଘର ପରେ କଣ କରିବେ କେଉଁଠିକୁ ଯିବେ ଏ ସମସ୍ତ ଯୋଜନା ବି ସରିଥିଲା। ଖୁସି ଖୁସିରେ ସରିଥିଲା ବିବାହ। ଦୁହେଁ ଉଡ଼ିବୁଲୁଥିଲେ ମୁକ୍ତ ଆକାଶରେ। ପ୍ରେମ ପକ୍ଷୀଙ୍କ ପରି ଏହି ନବ ଦମ୍ପତ୍ତିଙ୍କ ମଧ୍ୟରେ ଥିଲା ଅନାବିଳ ପ୍ରେମ ସ-ମ୍ପର୍କ। ଆଖିରେ ନିଜ ବୈବାହିକ ଜୀବନକୁ ନେଇ ଅନେକ ସ୍ୱପ୍ନ। ବାହାଘର ପରେ ଦୁହେଁ ଦୁହିଁଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ଦୁହେଁ ଦୁହିଁଙ୍କୁ ବୁଝିବାକୁ ଆରମ୍ଭ କରିଥିଲେ। ଆଉ ନୂଆ ସଂସାର ଗଢିବା ପୂର୍ବରୁ ସେ ଅଜଣା ସହରର ନି-ଆଁ ସ୍ୱପ୍ନକୁ ଜା-ଳି ପୋ-ଡି ପା-ଉଁଶ କରିଦେଇଥିଲା।

ସେଦିନ ନିଆଁର ଆଁ ରୁ ବାହାରିବାକୁ ଚେଷ୍ଟା କରି ମଧ୍ୟ ଥକି ଯାଇଥିଲେ ସ୍ୱାମୀ ସ୍ତ୍ରୀ। ସ୍ୱାମୀ ଅହସହାୟ ପାଲଟି ଯାଇଥିଲେ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ନିଜେ ବି-ଫଳ ହୋଇଥିଲେ ହେଲେ ପ୍ରଚଣ୍ଡ ନି-ଆଁ ନା ସ୍ୱାମୀଙ୍କୁ ଛାଡିଥିଲା ନା ସ୍ତ୍ରୀଙ୍କୁ। ଉଭୟଙ୍କୁ ଜା-ଳି ପୋ-ଡି ଧ୍ୱଂ-ସ କରିଦେଇଥିଲା। ସବୁ ସ୍ୱପ୍ନ ସବୁ ଆଶା ସେଇଠି ନି-ଆଁରେ ଜ-ଳି ଯାଇଥିଲା। ଦର୍ଶକ ବନ୍ଧୁ ଆମେ କହୁଛୁ କଟକର ନବଦମ୍ପତ୍ତି ଚନ୍ଦନ ଓ ମିତାଲି ଙ୍କ କଥା। ଏଇ ମାତ୍ର ଦୁଇ ବର୍ଷ ହେବ ବିବାହ କରିଥିଲେ ବ୍ରାହ୍ମଣ ପଢୁଥିଲେ ଯଥା ରାବଣ୍ୟସ୍ୟ ମନ୍ଦଦରି ହେଲେ ଏବେ ଶୁଭିଲା ରାମ ନାମ ସତ୍ୟ ହେ। ଚନ୍ଦନ ଓ ମିତାଲି ସୁଦୂର ବେଙ୍ଗାଳୁରୁରେ ଦୁହେଁ ଚାକିରୀ କରୁଥିଲେ।

ଆଉ ଏଇ ଥର ଗଣେଶ ପୂଜାରେ ଦୁହେଁ ଘରକୁ ମଧ୍ୟ ଆସିଥିଲେ। ଘରୁ ଆସି ଯିବା ପରେ କମ୍ପାନୀ ଦୁହିଁଙ୍କୁ ଟ୍ରେନିଙ୍ଗ ପାଇଁ ପଠାଇଥିଲେ ହାଇଦ୍ରାବାଦ।ହେଲେ ସେମାନେ ଜାଣିନଥିଲେ ଏଇ ଅଜଣା ସହର ନେଇଯିବ ତାଙ୍କ ଜୀବନ। ତାଙ୍କୁ ଜଣା ନଥିଲା ଏହି ଅଜଣା ସହରରେ ତାଙ୍କ ସ୍ୱପ୍ନ ବି ତାଙ୍କ ସହିତ ଜ-ଳି ପୋ-ଡି ପା-ଉଁଶ ହୋଇଯିବ। ହାଇଦ୍ରାବାଦ ଏକ ଇଲେକ୍ଟ୍ରି ଗାଡି ସୋରୁମରେ ହଟାତ ଲାଗିଗଲା ନି-ଆଁ। ସେହି ଇଲେକ୍ଟ୍ରି ଗାଡି ସୋ ରୁମ ଉପରେ ଥିଲା ଏକ ଲଜ। ଆଉ ଯେଉଁଠି ଟ୍ରେନିଙ୍ଗ ପାଇଁ ଯାଇଥିବା ଚନ୍ଦନ ଓ ମିତାଲି ମଧ୍ୟ ରହୁଥିଲେ।

ଚାହୁଁ ଚାହୁଁ ନିଆଁର ଆଁ ଉପରକୁ ବି ବ୍ୟାପି ଯାଇଥିଲା। ଯାହା ଫଳରେ ଖବର ଆସିଥିଲା ଅ-ଗ୍ନିକା-ଣ୍ଡରେ 8 ଜଣଙ୍କର ମୃ-ତ୍ୟୁ ହୋଇଛି ଆଉ ଏହା ଭିତରେ ରହିଥିଲେ ଚନ୍ଦନ ଓ ମିତାଲି। ଏହି ଖବର ପରିବାରରେ ପହଂଚିବା କ୍ଷଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ମାତ୍ର ବିବାହର ଦୁଇ ବର୍ଷ ଭିତରେ ଏମିତି ହେବ କେବେ ସ୍ୱପ୍ନରେ ଭାବିନଥିଲେ ହେଲେ ହଟାତ ସବୁକିଛି ଧୂ-ଳିସାତ ହୋଇଗଲା। ଦୁଇ ପରିବାରଙ୍କ ଛାତି ଫାଟି ପଡୁଥିଲା। ଆଉ ସମସ୍ତେ କା-ନ୍ଦି କା-ନ୍ଦି କହୁଥିଲେ ଏ କଣ ହୋଇଗଲା। ସଂସାର ଗଢିବା ଆଗରୁ ଭଗବାନ ତାଙ୍କ ପାଖକୁ କାହିଁ ନେଇଗଲେ। ଏ ଖବର କେବଳ ଦୁଇ ପରିବାର ଲୋକଙ୍କୁ କ-ଷ୍ଟ ଦେଇନଥିଲା ବରଂ ଏହି ଖବର ଗ୍ରାମରେ ପହଂଚିବା କ୍ଷଣି ସାରା ଅଞ୍ଚଳରେ ଖେଳି ଯାଇଥିଲା ଶୋ-କର ଛା-ୟା।

Leave a Reply

Your email address will not be published. Required fields are marked *