ଥା-ନାକୁ ଅଭି-ଯୋଗ ଦେବାକୁ ଯାଇଥିବା କିନ୍ନ-ରଙ୍କ ଉପରେ ପୋ-ଲିସ ପକାଇଲା ଖରାପ ନଜର :-

ଭଗବାନଙ୍କ ସୃଷ୍ଟିରେ ମଣିଷ ତିନି ପ୍ରକାରର । ଯେଉଁଠି ପୁରୁଷ , ନାରୀ ଏବଂ ଉଭୟଲି-ଙ୍ଗୀ ଭଳି ମଣିଷ ରହିଛନ୍ତି । ତେବେ ଆମ ଭାରତୀୟ ସମ୍ବିଧାନରେ ମଧ୍ୟ କି-ନ୍ନର ମାନଙ୍କୁ ପୁରୁଷ ଏବଂ ନାରୀଙ୍କ ଭଳି ମାନ୍ୟତା ମିଳିଛି ଏବଂ ସେମାନଙ୍କୁ ମଧ୍ୟ ନିଜ ଇଚ୍ଛାରେ ସମସ୍ତଙ୍କ ଭଳି ବଞ୍ଚିବାର ଏବଂ ନିଜ ଇଚ୍ଛା ଅନୁଯାୟୀ କାମ କରିବାର ଅଧିକାର ଅଛି । ତଥାପି କିନ୍ନର ସମାଜ ଆଜିକା ସମାଜ ଆଗରେ ଦଳିତ ଅଛି । ସେମାନଙ୍କୁ ଅ-ପମା-ନିତ କରାଯାଉଥିବାର ଅନେକ ଭିଡ଼ିଓ ପ୍ରାୟ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ତେବେ ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘ-ଟଣା ବିଷୟରେ କହିବୁ ଯାହା ଜାଣିଲେ ଆପଣବି ଲ-ଜ୍ଜିତ ହେବେ ।

ତେବେ ଘ-ଟଣା ଘଟିଛି ବ୍ରହ୍ମପୁରରେ । ଯେଉଁଠି ଜଣେ କିନ୍ନ-ରକୁ ଜଣେ ଯୁବକଙ୍କ ପରିବାର ସମେତ ପୋ-ଲିସ ମାନେ ମଧ୍ୟ ଦୁ-ର୍ବ୍ୟବ-ହାର କରିଛନ୍ତି । କି-ନ୍ନର ବୋଲି ତାଙ୍କୁ ବ-ର୍ବର ବ୍ୟବହାର କରିଛନ୍ତି । ତେବେ ବାସ୍ତବ ଘ-ଟଣା ଏହା ଯେ କିନ୍ନର ଜଣକ ବ୍ରହ୍ମପୁର ଟାଉନ ଥା-ନା ଅନ୍ତର୍ଗତ ବିଜିପୁର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ପୂର୍ବରୁ ସୋସିଆଲ ମିଡ଼ିଆରୁ ହିଁ ଦୁହିଁଙ୍କ ଦେଖା ହୋଇଥିଲା ଏବଂ କଥାବାର୍ତ୍ତା ଆରମ୍ଭ ହୋଇଥିଲା ।

ତେବେ ଧୀରେ ଧୀରେ ବନ୍ଧୁତ୍ୱ ସ-ମ୍ପର୍କ ଏବଂ ପରେ ତାହା ପ୍ରେମ ସମ୍ପ-ର୍କରେ ପରିଣତ ହୋଇଥିଲା । ପ୍ରେମ ପରେ ସ-ମ୍ପର୍କ ଏତେ ଆଗକୁ ବଢ଼ି ଯାଇଥିଲା ଯେ ଦୁହେଁ ଶାରୀ-ରିକ ସ-ମ୍ବନ୍ଧ ମଧ୍ୟ ସ୍ଥାପନ କରିଥିଲେ । ତେବେ ଯୁବକ ଜଣକ କି-ନ୍ନର ଜଣଙ୍କୁ କୋର୍ଟ ମ୍ୟାରେଜ କରିବେ ବୋଲି ମଧ୍ୟ ପ୍ରତି-ଶ୍ରୁତି ଦେଇଥିଲେ । ମାତ୍ର ଯୁବକ ଜଣକ ବିବାହ ପାଇଁ କି-ନ୍ନର ଜଣକୁ ନିଜ ଘରକୁ ଆସି ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବାକୁ କହିଥିଲେ । ଯୁବକ ଜଣଙ୍କର ଘରକୁ ଯିବାପରେ ଯୁବକଙ୍କ ପରିବାର ଲୋକେ ତାଙ୍କ ସହ ଖରାପ ବ୍ୟବହାର କରିବା ସହିତ ମା-ରପି-ଟ ମଧ୍ୟ କରିଥିଲେ ।

ତେଣୁ ଏଥିରେ ଅତିଷ୍ଠ ହୋଇ ଯେତେବେଳେ ସେ ବ୍ରହ୍ମପୁର ଥା-ନାରେ ଅଭି-ଯୋଗ କଲେ ସେତେବେଳେ ସେଠାକାର ପୋ-ଲିସ ମଧ୍ୟ ତାଙ୍କ ଉପରେ ଖରାପ ନଜର ପକାଇଥିଲେ ଏବଂ ଏଣୁତେଣୁ ଲ-ଜ୍ଜିତ କରିବା ଭଳି ପ୍ରଶ୍ନ ପଚାରିଥିଲେ । ଏମିତିକି ତାଙ୍କ ବ୍ରେ-ସ୍ଟ ଅସଲି କି ନକଲି ମଧ୍ୟ ପଚାରି ଥିଲେ । ତେଣୁ କିନ୍ନର ଜଣକ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଆସି ଆରକ୍ଷ ଅଧିକ୍ଷକଙ୍କ ନିକଟରେ ସବୁ କଥା ବଖାଣିଛନ୍ତି ଏବଂ ଅଭି-ଯୁକ୍ତ ଯୁବକ ଏବଂ ପୋ-ଲିସ ଙ୍କ ନାମରେ ଏକ ଲି-ଖିତ ଅଭି-ଯୋଗ କରିଛନ୍ତି । ସୋସିଆଲ ମିଡିଆରେ କିନ୍ନ-ରଙ୍କୁ ଲୋକେ ନାନା ପ୍ରକାରର କଥା କହି ଛିଛାତର କରୁଛନ୍ତି । ମାତ୍ର ତାଙ୍କ ସହ ଧୋ-କା ଦେଇଥିବା ଯୁବକ କିମ୍ବା ପୋ-ଲି-ସର ଏପରି ହରକତ ଉପରେ କିଛି କହି ନାହାଁନ୍ତି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ କିନ୍ନ-ରଙ୍କୁ ଏସପି ନ୍ୟା-ୟ ଦେବାକୁ ସକ୍ଷମ ହେଉଛନ୍ତି କି ନାହିଁ ?

Leave a Reply

Your email address will not be published. Required fields are marked *