ମୋର ମାନସିକ ଅଛି ବର୍ଷେ ପର୍ଯ୍ୟନ୍ତ କରିବାନି ସେ-କ୍ସ, ହେଲେ ରାତିରେ ଡ୍ରେସ ଖୋଲି ଭିଡ଼ିଓ କଲ୍ ରେ କଥା ହେଉଥିଲେ ନନ୍ଦିନୀ…

ବହୁ ଚର୍ଚ୍ଚିତ ନନ୍ଦିନୀ ଓ ବଳରାମ କେ-ସ ବର୍ତ୍ତମାନ ଅନ୍ୟ ମୋଡ଼ ନେଇଉଛି। ଜଣେ କହୁଛି ମୋତେ ବାହାଘରର ପ୍ରଥମ ଦିନରୁ ହିଁ ନିର୍ଯ୍ୟା-ତନା ଦେଉଥିଲେ ଆଉ ଜଣେ କହୁଛି ଖରାପ ଚ-ରି-ତ୍ରର ଝିଅ ଥିଲା ବିବାହ କରି ମୋ ଜୀବନ ବର-ବାଦ କରିଦେଲି। ତେବେ ଆପଣ ନନ୍ଦିନୀ ଓ ବଳରାମ କେସ ବିଷୟରେ ଅଳ୍ପ ବହୁତ ଯାହା କିଛି ବି ଜାଣିଥିବେ। ବିବାହର ୨୪ ଘଣ୍ଟା ହୋଇ ନାହିଁ ଶାଶୁ ଘର ଛାଡ଼ି ବାପ ଘରକୁ ଚାଲି ଯାଇଥିଲା ନନ୍ଦିନୀ।

ବଳରାମ ଚଳିତ ମାସ ୧୨ ତାରିଖରେ ନନ୍ଦିନୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ସେମାନଙ୍କ ବିବାହ ଦିନ ବେଳା ହୋଇଥିଲା ଯାହାକି ସରିବା ବେଳେକୁ ରାତି ହୋଇଯାଇଥିଲା। ଏହାପରେ ବିବାହ ଦିନ ହିଁ ଚତୁର୍ଥୀ ରାତିର ବନ୍ଦୋବସ୍ତ ହୋଇଥିଲା। ପଲଙ୍କ ସଜା ହୋଇଥିଲା ଏବଂ ପଲଙ୍କ ଉପରେ ଆସି ବସିଥିଲେ ସ୍ୱାମୀ ବଳରାମ। ତେବେ ହାତରେ କ୍ଷୀର ଗ୍ଲାସ ଧରି ରୁମ ଭିତରକୁ ଆସିଥିଲା ସ୍ତ୍ରୀ ନନ୍ଦିନୀ। ତେବେ ନନ୍ଦିନୀ ଙ୍କ ହାତରୁ କ୍ଷୀର ଗ୍ଲାସ ନେଇ ପାଖରେ ନନ୍ଦିନୀଙ୍କୁ ବସେଇଥିଲେ ବଳରାମ

ଏହାପରେ ନନ୍ଦିନୀ ଏକ ମାନ-ସିକ କଥା ବଳରାମଙ୍କୁ କହିଥିଲେ। ସେ କହିଥିଲେ ଯେ ତାଙ୍କର ଏକ ମାନ-ସିକ ରଖିଛନ୍ତି ଯେ ସେ ଏକ ବର୍ଷ ପର୍ଯ୍ୟନ୍ତ ନିଜ ସ୍ୱାମୀ ସହ ସେ-କ୍ସ କରିବେ ନାହିଁ। ଏହା ଶୁଣିବା ପରେ ବଳରାମଙ୍କୁ ଝ-ଟ-କା ଲାଗି ଥିଲା ସତ କିନ୍ତୁ ସେ ନିଜ ସ୍ତ୍ରୀର ମାନ-ସିକକୁ ସମ୍ମାନ ଦେଇ ଶୋଇ ପଡ଼ିଥିଲେ। ବଳରାମ ଶୋଇ ପଡ଼ିଥିଲେ ମଧ୍ୟ ଶୋଇ ନଥିଲେ ନନ୍ଦିନୀ। ଶରୀରରୁ ସମସ୍ତ ଡ୍ରେସ କା-ଢି ଦେଇ ନ-ଗ୍ନ ଅବସ୍ଥାରେ ଭିଡ଼ିଓ କଲ୍ ରେ କଥା ହେଉଥିଲେ।

ଏହାପରେ ବଳରାମଙ୍କ ନିଦ ଭା-ଙ୍ଗି ଯାଇଥିଲା ଏବଂ ସେ ନିଜ ସ୍ତ୍ରୀକୁ ନ-ଗ୍ନ ଅବସ୍ଥାରେ ଦେଖି କିଛି ବୁଝି ପାରି ନଥିଲେ। ହାତରେ ମୋବାଇଲ ଫୋନ ଏବଂ ଭିଡ଼ିଓ କଲିଂ ଚାଲିଥିଲା। ଭିଡ଼ିଓରେ ନନ୍ଦିନୀଙ୍କ ଭିଣେଇ ଥିଲେ। ତେବେ ଏହାକୁ ଦେଖି ବଳରାମ ବି-ରୋ-ଧ କରିବାକୁ ଲାଗିଲେ। ତେବେ ନନ୍ଦିନୀ କଲ୍ କା-ଟି ଦେଇ ଭୁଲ ହୋଇ ଯାଇଛି ବୋଲି କହି କ୍ଷ-ମା ମାଗିଥିଲେ। ବଳରାମ ତାଙ୍କୁ କ୍ଷ-ମା ମଧ୍ୟ କରି ଦେଇଥିଲେ। ଏହାପରେ ଦୁହେଁ ଶୋଇ ପଡ଼ିଥିଲେ।

ସକାଳ ହେବା ପରେ ଯୋଜନା କରି ନନ୍ଦିନୀ ଘରୁ ଚାଲିଯିବା ପାଇଁ ପ୍ରସ୍ତୁତ ହେଲେ। ମାନ-ସିକ ରଖିଛନ୍ତି ଏବଂ ମନ୍ଦିର ଯିବେ ବୋଲି ସ୍ୱାମୀଙ୍କୁ କହି ଆସି ଲିଙ୍ଗରାଜ ମନ୍ଦିର ପାଖରେ ପହଞ୍ଚି ଥିଲେ। ଜ୍ୱାଇଁକୁ ମା-ଡ଼ ମା-ରି ଶଶୁର ଓ ଭିଣେଇ ବଳରାମଙ୍କ ଠାରୁ ତାଙ୍କ ସ୍ତ୍ରୀକୁ ନେଇ ଯାଇଥିଲେ। ବଳରାମଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଗଲା ବେଳେ ସେ ଦେଇଥିବା ସୁନାଗହଣା ସବୁ ନେଇ ଯାଇଛନ୍ତି। ଅନ୍ୟପଟେ ନନ୍ଦିନୀ ଆସିଲା ବେଳେ କିଛି ଆଣି ନାହିଁ ବୋଲି ଅଭି-ଯୋଗକୁ ଖଣ୍ଡନ କରିଛନ୍ତି ନନ୍ଦିନୀଙ୍କ ପରିବାର ଲୋକେ।

Leave a Reply

Your email address will not be published. Required fields are marked *