ବାହାଘରକୁ ମାତ୍ର ୨ ମାସ ପୁରିଛି କିନ୍ତୁ ପେଟରେ ବଢୁଛି ସାତ ମାସର ଛୁଆ , ଘ-ଟଣା ଜାଣି ସ୍ୱାମୀ କଲେ ଏପରି କାମ….

ବର୍ତ୍ତମାନ ସମୟରେ ବିଶେଷ କରି ଯୁବକ ଯୁବତୀ ମାନେ ସମସ୍ୟାର ସମାଧାନ ସ୍ୱରୂପ ଆ-ତ୍ମହ-ତ୍ୟା ଭଳି ରାସ୍ତାକୁ ବାଛି ନେଉଛନ୍ତି । ଆଉ ସେମାନେ ଭୁଲି ଯାଉଛନ୍ତି ଯେ ଏପରି କଲେ ପରିବାର ଲୋକେ ହିଁ ପୀ-ଡ଼ି-ତ ହେବେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଘ-ଟ-ଣା ବିଷୟରେ କହିବୁ । ଯେଉଁ ଘ-ଟଣା ଅନୁଯାୟୀ ବିବାହର ଦୁଇ ମାସ ପରେ ସ୍ତ୍ରୀ ସାତ ମାସର ଗର୍ଭ-ବତୀ ଜାଣିବା ପରେ ସ୍ବାମୀ ଜୀବନ ହାରି ଦେଇଛି । ତେବେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ

ସୂଚନା ଅନୁଯାୟୀ ଏହି ଘ-ଟଣା ରେଢ଼ାଖୋଲ ଥା-ନା ଅନ୍ତର୍ଗତ କୁକୁଡ଼ାବାହାଳି ଗାଁର ଅଟେ । ଯେଉଁଠି ବିବାହର ମାତ୍ର କେଇଟା ମାସ ପରେ ମୋହନ ଦେହୁରୀ ନାମକ ଜଣେ ଯୁବକ ଆ-ତ୍ମହ-ତ୍ୟା କରିଛନ୍ତି । ଆଉ ଆ-ତ୍ମହ-ତ୍ୟାର କାରଣ ନିଜ ସ୍ତ୍ରୀ । ସୂଚନା ଅନୁଯାୟୀ ଗତ କିଛି ମାସ ତଳେ ମୋହନ ଦେହୁରୀ ରେଢ଼ାଖୋଲ ବ୍ଲକ ଗରଗଡ଼ ବାହାଲ ପଞ୍ଚାୟତର ଡଙ୍ଗାପଥର ଗାଁର ହିମାଦ୍ରୀ ଦେହୁରୀଙ୍କୁ ବିବାହ କରିଥିଲେ ।

ଦୁଇମାସ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ପରେ ଜଣା ପଡ଼ିଥିଲା ନିଜ ସ୍ତ୍ରୀ ଗର୍ଭ-ବତୀ ଥିବା ଖବର । ବହାଘରକୁ ମାତ୍ର ଦୁଇମାସ ହୋଇଥିବା ବେଳେ ସ୍ତ୍ରୀ ୭ ମାସର ଗର୍ଭ-ବତୀ । ଏହି ଘ-ଟଣା ପୁରା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେଣୁ ମାମ-ଲାକୁ ନେଇ ଉଭୟ ପରିବାର ମଧ୍ୟରେ ବି-ବା-ଦ ଦେଖା ଦେଇଥିଲା । ସେବେ ଠାରୁ ସ୍ତ୍ରୀ ନିଜ ବାପ ଘରେ ରହି ଆସୁଥିଲେ ।କିନ୍ତୁ ହଠାତ ମୋହନଙ୍କୁ ନିଜ ରୁମରେ ଝୁ-ଲନ୍ତା ଅବସ୍ଥାରେ ଉ-ଦ୍ଧା-ର କରାଯାଇଛି ।

ବିବାହର ମାତ୍ର କେଇଟା ମାସ ପରେ ମୋହନ ପ୍ରାଣ ହାରି ଦେଇଛନ୍ତି । ପୂର୍ବରୁ ମୋହନଙ୍କ ସ୍ତ୍ରୀ ଗର୍ଭ-ବତୀ ଥିବା ଘଟ-ଣାକୁ ନେଇ ରେଢ଼ାଖୋଲ ଥା-ନା ଏବଂ ଗାଁ କମିଟିରେ ମଧ୍ୟ କଥା ପଡ଼ିଥିଲା । କିନ୍ତୁ ମୋହନଙ୍କ ମୃ-ତ୍ୟୁ ପରେ ମା-ମ-ଲା ଅନ୍ୟ ଦିଗରେ ଗତି କରିଛି ।କିଛି ସୂଚନା ଅନୁଯାୟୀ ଏହା ଜାଣିବାକୁ ମିଳିଛି ଯେ ମୋହନଙ୍କୁ ତାଙ୍କ ସ୍ତ୍ରୀ ମାନ-ସିକ ନିର୍ଯା-ତନା ଦେଉଥିଲେ । ତେଣୁ ଏଥିରେ ଅତିଷ୍ଠ ହୋଇ ମୋହନ ଆ-ତ୍ମହ-ତ୍ୟା କରିଥିବା କଥା ତାଙ୍କ ପରିବାର ଲୋକେ ଅଭି-ଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *