ନିଶାରେ ନରରୂପୀ ରାକ୍ଷସ ସାଜିଲା ପ୍ରେମିକ, ଆଉ ଶେଷରେ ଆ-ତ୍ମ-ହ-ତ୍ୟା କଲେ ନାବାଳିକା :-

ପ୍ରେମ ପାଇଁ କେତେବେଳେ ଜଣଙ୍କ ଜୀବନ ନର୍କରୁ ସ୍ଵର୍ଗ ହୋଇଯାଏ ତ କେତେବେଳେ ସ୍ୱର୍ଗରୁ ନର୍କ ହୋଇଯାଏ । ପ୍ରେମରେ ଜଣେ ମନ ଦେଇ ଭଲ ପାଏ ଆଉ ଜଣେ ପ୍ରତାରଣା କରେ । ଆଉ ସେହି ପ୍ରତାରଣା ଚକ୍କରରେ ନିରୀହ ଜୀବନଟିଏ ବାଜି ଲାଗିଯାଏ । ଯାହା ଦିନେ ଭବିଷ୍ୟତର ସ୍ୱପ୍ନ ଦେଖିଥିଲା । ଆଧୁନିକ ଯୁଗ ସହିତ ତାଳ ଦେଇ ଲୋକେ ଆଧୁନିକ ଯୁଗ ହିସାବରେ ପ୍ରେମ କରୁଛନ୍ତି । ଆଉ ତା ସାମ୍ନାରେ ଗୋଟିଏ ମୂଲ୍ୟବାନ ଜୀବନ ନିରର୍ଥକ ହୋଇ ଯାଉଛି ।

ସେହିପରି ବର୍ତ୍ତମାନ ସମୟରେ ଏଇ କଳିଯୁଗରେ କିଛି ରାକ୍ଷସ ରୂପୀ ମଣିଷ ଅଛନ୍ତି ଯେଉଁମାନଙ୍କ ପାଇଁ କେତେ କେତେ ଜୀବନ ନଷ୍ଟ ହୋଇଯାଏ । ଆଜିକାର ଲେଖାରେ ଆମେ ଏହିପରି ଏକ ଘଟଣା ବିଷୟରେ କହିବୁ ଯେଉଁଠି ଏହିପରି ଜଣେ ରାକ୍ଷସ ରୂପୀ ପ୍ରେମିକ ପାଇଁ ଏକ କଅଁଳ ଜୀବନ ଚାଲି ଯାଇଛି । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଘଟଣା ଅନୁଯାୟୀ ପ୍ରେମିକ କାରଣରୁ ଲୋକ ଲଜ୍ଜା ସହି ନପାରି ଆ-ତ୍ମ-ହ-ତ୍ୟା କରିଛି ନାବାଳିକା । ତେବେ ଏହି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଈ ଥାନା ସରେଇ ଜିଲ୍ଲାର ଅଟେ । ଗାଁର ଜଣେ ନାବାଳିକା ଆ-ତ୍ମ-ହ-ତ୍ୟା କରିଛନ୍ତି । ଆଉ ଆ-ତ୍ମ-ହ-ତ୍ୟାର କାରଣ ନାବାଳିକାଙ୍କ ପ୍ରେମିକ । ପରିବାର ଲୋକ ଏବଂ ଗାଁ ଲୋକଙ୍କ ବୟାନ ଅନୁଯାୟୀ ସେହି ୧୬ ବର୍ଷୀୟ ନାବାଳିକା ସେହି ଗାଁ ର ସରୋଜ କୁମାର ପ୍ରଧାନ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ।

ତେବେ ଗତକାଲି ନାବାଳିକା ଯେତେବେଳେ ନିଜ ସାଙ୍ଗ ସହ ଗାଧୋଇବାକୁ ଯାଇଥିଲେ ସେତେବେଳେ ତାଙ୍କ ପ୍ରେମିକ ଅର୍ଥାତ ସରୋଜ କୁମାର ପ୍ରଧାନ ତାଙ୍କୁ ଅଟକାଇ ଥିଲେ ଏବଂ ତାଙ୍କୁ ନିଶାଶକ୍ତ ଅବସ୍ଥାରେ ଅସଦାଚରଣ ମଧ୍ୟ କରିଥିଲା । ଯାହାକି କିଛି ଗାଁ ଲୋକ ମଧ୍ୟ ଦେଖିଥିବା କହିଛନ୍ତି । ତେବେ ନାବାଳିକା ଜଣକ କୁଆଡ଼େ ସେହି ଯୁବବଙ୍କୁ ଭଲ ପାଉଥିଲେ । ମାତ୍ର ସେହି ରାକ୍ଷସ ରୂପୀ ପ୍ରେମିକ ଜୀବନକୁ ଶେଷ କରିଦେଲା । ଲୋକ ଲଜ୍ଜା ସହି ନପାରି ଆ-ତ୍ମହ-ତ୍ୟା କରିଛନ୍ତି ନାବାଳିକା ।

ଏସବୁ ଘଟଣା ଘଟିବା ପରେ ଘର ଲୋକେ ଘରକୁ ଆସି ଦେଖନ୍ତି ତ ଝିଅର ମୃ-ତ ଶ-ବ ପଡ଼ିଛି । ସେହି ଅବସ୍ଥାରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ନାବାଳିକାଙ୍କ ମୃ-ତ୍ୟୁ ଘଟିଥିଲା । ନାବାଳିକା ଜଣକ ବିଷ ପିଇ ଆ-ତ୍ମହ-ତ୍ୟା କରିଛନ୍ତି । ଝରଣା ପାଖରୁ ନାବାଳିକାଙ୍କୁ ଟେକି ନେଇ କଲେ ଅସଦାଚରଣ ଆଉ ଲୋକ ଲଜ୍ଜା ସହି ନପାରି ନାବାଳିକା ନେଇଗଲେ ନିଜ ଜୀବନ । ତେଣୁ ଏହି ମାମଲାରେ ମୃ-ତ ନାବାଳିକାଙ୍କ ବାପା ତେଲକୋଈ ଥାନାରେ ଅଭିଯୋଗ ପରେ ପୋଲିସ ଅଭି-ଯୁକ୍ତକୁ ଗିରଫ କରିଛି । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଜଣେ ଭଲ ପାଉଥିବା ପ୍ରେମିକ ଏତେ ନିର୍ମମ ଆଉ ରାକ୍ଷସ ରୂପୀ ହୋଇପାରେ ।

Leave a Reply

Your email address will not be published. Required fields are marked *