ଚାହୁଁ ଚାହୁଁ ଜ-ଳିଗଲା ନୂଆ ରୋୟାଲ ଏନଫିଲଡ଼, ଆଉ ତା’ପରେ……….. ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଲୋକଙ୍କ ଭୋଗ ବିଳାସରେ ଜୀବନ କାଟିବା ପାଇଁ ଚାହୁଁଛନ୍ତି। ସାଉକ ଗାଡ଼ିରେ ଚଢୁଛନ୍ତି। କିନ୍ତୁ ଦାମୀ ଗାଡି ମଣିଷଙ୍କ ପାଇଁ କେତେଦୂର ନିରା-ପଦ ତାହା ଅନେକ ସମୟରେ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଏହାର କୌଣସି ଉତ୍ତର ମିଳିନାହିଁ। କାରଣ ସଉକ ଅବା ଦାମୀ ଗାଡ଼ିରେ ଚଢି ଅନେକ ଲୋକ ଜୀବନ ହାରିଛନ୍ତି। ତେବେ ଆପଣ କଣ କେବେ ଦାମୀ ଗାଡ଼ିରେ ନି-ଆଁ ଲାଗିବା କଥା ଜାଣିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ରୋୟାଲ ଏନଫିଲଡ଼ରେ ନି-ଆଁ ଲାଗିବା ପରେ ବୋ-ମା ପରି ବିସ୍ପୋ-ରଣ ଘ-ଟିଥିଲା।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ରାସ୍ତା ମଝିରେ ଦାମୀ ଗାଡି ରୋୟାଲ ଏନଫିଲଡ଼ ବୋ-ମା ପରି ବିସ୍ପୋ-ରଣ ଘଟିଲା। ତେବେ ଏହି ଘ-ଟଣା କର୍ଣ୍ଣାଟକର ମୈସୁର ଅଞ୍ଚଳରେ ଘ-ଟିଛି।

ଖବର ଅନୁସାରେ, ମୈସୁର ଅଞ୍ଚଳର ରବୀନ୍ଦ୍ର ନାମକ ବ୍ୟକ୍ତିଙ୍କ ବୁଲେଟରେ ଚଢ଼ିବା ଅନେକ ସ୍ୱପ୍ନ ଥିଲା। ତେବେ ସେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଗୋଟିଏ ଗୋଟିଏ ଟଙ୍କା ଏକତ୍ର କରି ଶୋ’ରୁମରୁ ନୂଆ ରୋୟାଲ ଏନଫିଲଡ଼ କିଣିଥିଲେ। ତେବେ ସେ ଆଣିଥିବା ବାଇକକୁ ପ୍ରଥମେ ମନ୍ଦିରରେ ପୂଜା କରିବା ପାଇଁ ମନସ୍ତ କରିଥିଲେ। ତେବେ ସେ ପୂଜା କରାଇବା ପାଇଁ ଅନନ୍ତପୁରର ପ୍ରସିଦ୍ଧ କାସାପୁରମ୍‌ ଆଞ୍ଜନେୟ ସ୍ୱାମୀ ମନ୍ଦିରକୁ ନେଇକି ଯାଇଥିଲେ।

ମନ୍ଦିର ସମ୍ମୁଖରେ ବୁଲେଟକୁ ସଜ୍ଜିତ କରି ରଖି ପୂଜାରୀଙ୍କୁ ଡାକିବା ପାଇଁ ଯାଇଥିଲେ। ତେବେ ସେ ବାହାରକୁ ଆସି ଦେଖିଲା ବେଳକୁ ବୁଲେଟରେ ନି-ଆଁ ଲାଗିଯାଇଛି। ଚାହୁଁ ଚାହୁଁ ବୁଲେଟ ଜୋରରେ ବିସ୍ପୋ-ରଣ କରିବାକୁ ଲାଗିଲା। ନି-ଆଁ ହୁଳା ବେଲୁନ ପରି ବହୁ ଉପରକୁ ଉଠି ଯାଇଥିଲା। ତେବେ ପାର୍କିଂ ରେ ଥିବା ଅନ୍ୟ ଗାଡିରେ ମଧ୍ୟ ନି-ଆଁ ଲାଗି ଯାଇଥିଲା। ବିସ୍ଫୋ-ରଣ ଦେଖି ସେଠାରେ ଉପସ୍ଥିତ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।

ନି-ଆଁ ଲିଭା ବାହିନୀ ସେଠାରେ ପହଞ୍ଚି ନି-ଆଁ ଲିଭେଇ ଥିଲା ଏବଂ ସ୍ଥିତିକୁ ନିୟ-ନ୍ତ୍ରଣ କରିଥିଲେ। ତେବେ ଏପରି କିପରି ଘ-ଟିଲା ତାହା ବ୍ୟକ୍ତିଙ୍କ ପାଖରେ କୌଣସି ଉତ୍ତର ନଥିଲା। ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ପୂର୍ବ ଶ-ତ୍ରୁ-ତା କୁ ଆଧାର କରି ତାଙ୍କ ଗାଡ଼ିରେ ନି-ଆଁ ଲଗାଇ ଦିଆଯାଇଛି। ଅନ୍ୟପଟେ ବ୍ୟକ୍ତି ଜଣକ ଇଂସ୍ୟୁରାନ୍ସ କ୍ଲେମ କରିବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *