ଆଉ ଏକ ଆଶ୍ଚର୍ଯ୍ୟକର ଖବର , ଜେ-ଲରୁ ବାହାରିବା ପାଇଁ ପାଗଳ ଅଭିନୟ କରୁଛନ୍ତି ବାବୁ ନିରଞ୍ଜନ

ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ମା-ମ-ଲାକୁ ଅନେକ ଦିନ ବିତିଯାଇଛି । ତେବେ ଦିନ ବିତି ଚାଲିଥିବା ସହ ଗୋଟିଏ ପରେ ଗୋଟିଏ ରହସ୍ୟମୟ କଥା ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହି ହ-ତ୍ୟାକା-ଣ୍ଡରେ ଜଡିତ ଥିବା ସମସ୍ତ ଦୋ-ଷୀ ମାନଙ୍କୁ ପୋ-ଲି-ସ ଗି-ର-ଫ କରିନେଇଛି । ଜଣଙ୍କ ପରେ ଜଣେ ଏହି ହ-ତ୍ୟାକା-ଣ୍ଡରେ ଲିପ୍ତ ଥିବା କଥା ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୋ-ଲି-ସ ସମସ୍ତଙ୍କୁ ଖୋଜି ଖୋଜି ଗି-ର-ଫ କରିବାରେ ଲାଗିଛି । କାହିଁକି ନା ନିରୀହ ମଣିଷକୁ ନ୍ୟା-ୟ ଦେବାପାଇଁ ପୋ-ଲି-ସ ଲାଗିପଡିଛି । ତେବେ ଅନ୍ୟପକ୍ଷରେ ହ-ତ୍ୟାକା-ଣ୍ଡର ମୁଖ୍ୟ ନାୟିକା ମାଡାଲ ଶର୍ମିଷ୍ଠାଙ୍କୁ ମଧ୍ୟ ପୋ-ଲି-ସ ରିମା-ଣ୍ଡରେ ନେଇଛି ।

ଏହାବ୍ୟତୀତ କାହାଣୀର ନାୟକ ବାବୁ ନିରଞ୍ଜନଙ୍କ ସମ୍ପର୍କରେ ଆପଣ ସମସ୍ତେ ଜାଣି ସାରିଥିବେ । ବାବୁ ବହୁତ ରଙ୍ଗିଲା ସ୍ୱଭାବର ଅଟନ୍ତି । ନିଜ ପ୍ରେମକୁ ପ୍ରକାଶ କରିବାପାଇଁ ସେ କିପରି ଭାବରେ କବିତା ଲେଖୁଥିଲେ । ଆଉ ନିଜ ଡାଏରିର ଗୋଟିଏ ପରେ ଗୋଟିଏ ପୃଷ୍ଠା ପ୍ରେମ କବିତାରେ ପରିପୂର୍ଣ୍ଣ ହୋଇ ଯାଇଥିଲେ । ବାବୁ ପାଲଟି ଯାଇଥିଲେ ସମ୍ପୂର୍ଣ୍ଣ ଭାବରେ ଜଣେ କବି । ଶର୍ମିଷ୍ଠାଙ୍କୁ ନିଜ ପ୍ରେମ ଜା-ଲରେ ଫସାଇବା ପାଇଁ ବାବୁ ନିରଞ୍ଜନ ବହୁ କବିତା ଲେଖୁଥିଲେ । ତେବେ ବର୍ତ୍ତମାନ ସମୟରେ ବାବୁ ନିରଞ୍ଜନ ମଧ୍ୟ ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ମା-ମ-ଲାରେ ଜେ-ଲରେ ଦ-ଣ୍ଡ ଭୋଗୁଛନ୍ତି । ଆଉ ଚାରି କାନ୍ଥ ଭିତରେ ରହି ସେ ପାଗଳ ହେବାର ଅଭିନୟ ମଧ୍ୟ କରିବେ ବୋଲି ଶୁଣାଯାଉଛି ।

ତେବେ ଏହି ଅଭିନୟ କଣ ପାଇଁ ଜାଣିଛନ୍ତି କି । ଏହାର ପ୍ରକୃତ କାରଣ ହେଉଛି , ଜେ-ଲରୁ ମୁକୁଳିବା ପାଇଁ ସେ ଏଭଳି ଅଭିନୟ କରିବେ । ଜେଲର ଚାରି କାନ୍ଥ ମଧ୍ୟରେ ତାଙ୍କର କବିତା ଆଉ କୌଣସି କାମ ଦେବ ନାହିଁ ବୋଲି ଜାଣି ସାରିବା ପରେ ସେ ପାଗଳ ହେବାର ଅଭିନୟ କରିବାରେ ଲାଗି ପଡିବେ । ତେବେ ବାବୁଙ୍କର କୌଣସି ଅଭିନୟ ରିଲିଜ ହୋଇନାହିଁ । ତେଣୁ ବାବୁ କିପରି ଅଭିନୟ କରୁଛନ୍ତି , ସେ କଥା ଆମେ କହିପାରିବା ନାହିଁ । ତେବେ ଶୁଣାଯାଉଛି ଯେ , ବାବୁ ନିରଞ୍ଜନ ମୁଣ୍ଡ କାମ ନ କରିବାର ଅଭିନୟ କରିବେ , କାଉଳି ବାଉଳି ହେବେ , ଚମକି ଉଠିବେ । ତେବେ ଜେ-ଲ ମଧ୍ୟରେ ଏଭଳି ସବୁ କଥା ଭାବୁଥିଲେ ବାବୁ ନିରଞ୍ଜନ ।

ଏହାବ୍ୟତୀତ ଆଉ ଏକ କଥା ଏହା ଯେ , ବାବୁ ନିରଞ୍ଜନ ଭାବୁଥିବେ ତାଙ୍କ ଅଭିନୟର ନିର୍ଦ୍ଦେଶନା କିଏ ଦେବ । ତେବେ ଏହି କଥା ଭାବିଲେ ଶର୍ମିଷ୍ଠାଙ୍କର ନାମ ସାମ୍ନାକୁ ଆସୁଅଛି । ଶର୍ମିଷ୍ଠାଙ୍କର ରି-ମା-ଣ୍ଡ ସରିବା ପରେ ସେ ଆସି ଏହି ଅଭିନୟର ନିର୍ଦ୍ଦେଶନା ଦେବେ । କାରଣ ଶର୍ମିଷ୍ଠା ନିରଞ୍ଜନଙ୍କ ଠାରୁ ଭଲ ଅଭିନୟ କରିପାରନ୍ତି ଆଉ ସେ ତାଙ୍କ ଠାରୁ ମଧ୍ୟ ଭଲ କଳାକାର ଏ କଥା ଆମେ ସମସ୍ତେ ଜାଣିଛେ । କାରଣ ପୋ-ଲି-ସକୁ ଚ-କମା ଦେଇ ଏତେ ବାଟ ବୁଲେଇଲେ ଯେ , ସେ କଥା ଏ ଦୁନିଆଁକୁ ଅଛପା ନାହିଁ । ତେବେ ଆଗକୁ କଣ ହେଉଛି , ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *